ପୋଲିସ ଗାଡିକୁ ପିଟିଲା ଟ୍ରକ୍: ୩ ଗୁରୁତର
ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣୀ ମଞ୍ଚାବନ୍ଧା ମଧ୍ୟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ପୋଲିସଗାଡି ସହ ଏକ ଘୁଷୁରୀ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଗାଡିରେ…
ଚିତ୍ରଡ଼ା ବଜାର, ଗାଁରେ ବୁଲିଲା ଦନ୍ତା
ମୋରଡା,୮।୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ତଥା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାର ମୁଖ୍ୟ ବଜାର ଓ ଗାଁରେ ଶୁକ୍ରବାର ଭୋରରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସିଥିବା ଉକ୍ତ ହାତୀ ତଳସାହି ଗାଁ ଦେଇ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମ୍ୟାଚ୍
ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦାବିରେ ଭଞ୍ଜସେନା ପକ୍ଷରୁ ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖେଳାଳିମାନେ ଖେଳ ପୋଷାକ ପରିଧାନ କରି ଫୁଟ୍ବଲ ମ୍ୟାଚ୍ ଖେଳିଛନ୍ତି। ଫୁଟ୍ବଲର ଏନ୍ତୁଡ଼ିଶାଳ କୁହାଯାଉଥିବା ମୟୂରଭଞ୍ଜ…
ରାସ୍ତାକୁ କେନ୍ଦ୍ର କରି ଗଣ୍ଡଗୋଳ
କୁଆମରା,୭।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗ୍ରାମର ରାସ୍ତା ଓ ପାଣି ଯାତାୟାତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରେ ପୋଲିସ ପୃଥକ ମାମଲା ରୁଜୁ କରିଛି।…
ଗଞ୍ଜେଇ ସହ ଧରାପଡ଼ିଲେ ବ୍ୟବସାୟୀ
ବାରିପଦା ଅଫିସ,୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଅଧୀନ ୧୫ନଂ.ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରୁ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବିଜୟ ରାଉତ(୪୭)। ତାଙ୍କଠାରୁ ୧ କେ.ଜି.୬୫୦ ଗ୍ରାମ ଗଞ୍ଜେଇ…
ସନ୍ଦେହ କରି ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା
କପ୍ତିପଦା,୭ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଶରତ ଥାନା ଅଧୀନ କାଠଚୁଆ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ନିଜ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା ପରେ ମୃତଦେହ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ରତନା ସାମାଡ଼ଙ୍କୁ ଗିରଫ…
ଲଗାଣ ବର୍ଷାରେ ଭାଙ୍ଗିଲା ମାଛୁଆ ପୋଲ
ମୋରଡ଼ା,୭ା୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହାସ୍ଥିତ ମାଛୁଆ ପୋଲ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଓ ବେତନଟୀ ବ୍ଲକକୁ ସଂଯୋଗ କରୁଥିବା ଏହି ପୋଲ ଦୀର୍ଘ ବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ଥିଲା।…
ଧରା ପଡ଼ି ଛେଚା ଖାଇଲେ ବାଇକ୍ ଚୋର
ବେତନଟୀ,୫।୧୦(ସ୍ବ.ପ୍ର.): ଧରାପଡି ନିର୍ଧୂମ ଛେଚା ଖାଇଲେ ବାଇକ ଚୋର। ବୈଶିଙ୍ଗା ଥାନା ଅଧୀନ ଦାହିବାଡି ସାପ୍ତାହିକ ହାଟରୁ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ଛେଚା ଖାଇଛନ୍ତି। ତାଙ୍କୁ ଉପସ୍ଥିତ ଥିବା ବେପାରୀ…
ବ୍ରାଉନସୁଗାର ଜବତ: ୩ ଗିରଫ
ବେତନଟୀ,୪।୧୦(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏନେଇ…
‘ବନ୍ୟପ୍ରାଣୀ ସୁରକ୍ଷା ମାନବ ସମାଜ ପାଇଁ ଶୁଭଙ୍କର’
ବାରିପଦା ଅଫିସ,୪ା୧୦: ମୟୂରଭଞ୍ଜ ଜିଲା ବାରିପଦା ବନାଞ୍ଚଳ ଯଦୁନାଥପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ବନପ୍ରାଣୀ ସପ୍ତାହ ପାଳନ କରାଯାଇଛି। ସଂଗ୍ରାମ ସ୍ବେଚ୍ଛାସେବୀ ସଙ୍ଗଠନ ଓ ବନଖଣ୍ଡ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ସଂଯୁକ୍ତା ବସା ଅଧ୍ୟକ୍ଷତା…
ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା
ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ…
ତାଲା ଭାଙ୍ଗି କରୁଥିଲେ ଚୋରି, ପଡ଼ିଲେ ଧରା
ମୋରଡ଼ା,୩ା୧୦(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଚିତ୍ରଡ଼ାସ୍ଥିତ କଲେଜ ଛକ ନିକଟ ଏକ ଦୋକାନରୁ ଚୋରି କରୁଥିବା ବେଳେ ଯୁବକଙ୍କୁ ଲୋକେ କାବୁ କରିଛନ୍ତି। ଯୁବକ ଜଣଙ୍କ ବାରିପଦା ପୂର୍ଣ୍ଣଚନ୍ଦ୍ରପୁରର ରାଜକିଶୋର ନନ୍ଦ ବୋଲି ଜଣାପଡ଼ିଛି। ରାଜକିଶୋର ଶନିବାର ରାତିରେ କଲେଜ…

