୭ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଜା ଗିରଫ

ଉଦଳା,୨୦ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳର ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ସମ୍ପର୍କୀୟ ଅଜାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ ସମ୍ପର୍କୀୟ ୭ ବର୍ଷର ନାତିଙ୍କୁ ସାଙ୍ଗରେ ଡାକି ନେଇଥିଲେ। ସେଠାରେ ସେ ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଫଳରେ ନାତି ଗୁରୁତର ହୋଇଥିଲେ। ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଏ ନେଇ ଉଦଳା ଥାନାରେ ଅଭିଯୋଗ ହେବାରୁ ପୋଲିସ ଅଭିଯୁକ୍ତ ଅଜାଙ୍କୁ ଗିରଫ କରିଛି। ଗୁରୁତର ନାତିଙ୍କୁ ଚିକିତ୍ସା ଲାଗି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ସମିତି ବୈଠକ ପାଲଟିଲା ରଣକ୍ଷେତ୍ର: ମୁହାଁମୁହିଁ ହୋଇ ଟେବୁଲ ପିଟିଲେ, ଚୌକି ଟେକିଲେ

ପୁରୁଷୋତ୍ତମପୁର,୨୯ା୪(ସବିତା ମିଶ୍ର): ଦୀର୍ଘ ୧୫ମାସ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବସିଥିବା ବେଳେ ତାହା ଏକପ୍ରକାରର ରଣକ୍ଷେତ୍ର ପାଲଟିଥିଲା। ଯାହାକି ମୁହାଁମୁହିଁ ହୋଇ…

ପୁରୁଣା ସଲାଗୁଡ଼ା ଗାଁରେ ପାନୀୟ ଜଳ ସମସ୍ୟା

ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ) କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କରୁକୁଡୁପା ପଞ୍ଚାୟତର ପୁରୁଣା ସଲାଗୁଡ଼ା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହି ଗାଁରେ ୧୦…

ଗଞ୍ଜାମର ଐତିହାସିକ ଚନ୍ଦନ ଯାତ୍ରା: ହରିବୋଲ ହୁଳହୁଳିରେ କମ୍ପୁଛି ସହର

ଗଞ୍ଜାମ,୨୯ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଐତିହାସିକ ଚନ୍ଦନ ଯାତ୍ରା ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବାବେଳେ ବୁଧବାର ଅଷ୍ଟମ ଦିବସରେ ପହଞ୍ଚିଛି। ଭକ୍ତି, ପରମ୍ପରାର ଏହି ଯାତ୍ରା ଦୀର୍ଘ…

ଭଡ଼ାଘରେ ଝୁଲୁଛି ଯନ୍ତ୍ରୀଙ୍କ ମୃତଦେହ: ଗୁଡଭେଲାରେ ଚାଞ୍ଚଲ୍ୟ

ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତ ଦେହ ତୁଷୁରା ପୋଲିସ…

ବୁଢୀମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନାକଲେ ବଡ଼ଭାଇ, କୁରାଢୀରେ ହାଣିଦେଲେ ସାନଭାଇ

ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ): ବୁଢୀ ମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନା କରିବାରୁ ବଡଭାଇକୁ କୁରାଢୀରେ ହାଣି ପକାଇଲେ ସାନଭାଇ । ଗୁରୁତର ବଡଭାଇ ଏବେ ଡାକ୍ତରଖାନାରେ ମୃତ୍ଯୁ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

କ୍ରସର ସ୍ଥାପନକୁ ନେଇ ମାଲିକ-ଗ୍ରାମବାସୀ ମୁହାଁମୁହିଁ, ପୁଇଁନ୍ତଲା ଥାନା ଘେରାଉ କଲେ…

ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ତଲଗଜ ଗାଁରେ ଏକ କ୍ରସର୍ ସ୍ଥାପନକୁ ନେଇ କ୍ରସର୍ ମାଲିକ ଓ ଗ୍ରାମବାସୀଙ୍କ…

ଜିଲା ଦୌରାଜଜଙ୍କ ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ: ଏହି ସବୁ ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ଓକିଲ

ପୁରୁଷୋତ୍ତମପୁର,୨୯।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ଦୌରା ଜଜ ଅଶାନ୍ତ କୁମାର ଦାଶ ବୁଧବାର ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ କରିଛନ୍ତି । ଏହିଅବସରରେ ସେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri