ଖୋର୍ଦ୍ଧା

ଟ୍ରେନ୍‌ ଅଟକ ରହି ହର୍ନ ମାରିବା ପରେ ପଡ଼ିଲା ଫାଟକ

ନିରାକାରପୁର,୧୯।୧(ଡି.ଏନ.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧିନରେ ଥିବା ନିରାକାରପୁର ଲେବୁଲ କ୍ରସିଂ ଉପରେ ଗୁରୁବାର ଏକ ବଡ ଧରଣର ଅଘଟଣରୁ ଲୋକେ ବର୍ତ୍ତିଯାଇଛନ୍ତି। ଗୁରୁବାର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ମେମୋ ପାସେଞ୍ଜରଟି ନିରାକାରପୁର ଲେବୁଲ କ୍ରସିଂ ଫାଟକ ପାଖରେ ପହଞ୍ଚିଥିଲା।…

ଜଗଦ୍ଦେବଙ୍କ ପାଇଁ ଚିଲିକାର ମର୍ଯ୍ୟାଦା ହାନି ଘଟିଛି: ରଘୁନାଥ

ଖୋର୍ଦ୍ଧା ଅଫିସ,୧୭ା୧:ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଜୋର ଧରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମକର ସଂକ୍ରାନ୍ତିରେ ଅଟ୍ରି ହଟ୍ଟକେଶ୍ୱରଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ବିଭିନ୍ନ…

ବାଣପୁର ଘଟଣା ପାଇଁ ଅନୁତପ୍ତ ନୁହେଁ: ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୧୫।୧: ଚିଲିକା ବିକାଶରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଧକ ସାଜିବା ସହ ଦୁର୍ନୀତିରେ ବୁଡିଛନ୍ତି ବୋଲି କିଛିଦିନ ପୂର୍ବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଅଭିଯୋଗ ଆଣିଥିଲେ। ଏପରି କି ଦଳୀୟ ନେତାଙ୍କ ବିରୋଧରେ ମଧ୍ୟ ଗଣମାଧ୍ୟମରେ କହିଥିଲେ। ଶନିବାର…

ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ

ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍‌.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର ଯାଉଥିବା…

ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା: ୩୧ ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ

ବାଙ୍କୀ,୧୨ା୧(ସ୍ବ.ପ୍ର.): ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍‌ରେ…

୪ ଛୁଆ ଜନ୍ମଦେଲା ସିଂହୀ ରେୱା

ବାରଙ୍ଗ,୧୧।୧(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସିଂହୀ ରେୱା ପ୍ରଥମଥର ମା’ ହୋଇଥିବା ବେଳେ ୪ଟି ଛୁଆକୁ ଜନ୍ମ ଦେଇଛି। ହେଲେ ଜନ୍ମଦେବାର କିଛି ସମୟ ମଧ୍ୟରେ ନବଜାତକ ଛୁଆଙ୍କୁ ମା’ସ୍ନେହରୁ ବଞ୍ଚତ୍ତ ହେବାକୁ ପଡିଛି। ମା’ ରେୱା ଜନ୍ମ ଦେଇଥିଲେ…

ଚିଲିକାରେ ଜଳଦସ୍ୟୁଙ୍କ ଆକ୍ରମଣ, ଲୁଟ

ବାଲୁଗାଁ,୯।୧(ଡି.ଏନ୍‌.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ ମତ୍ସ୍ୟଜୀବୀଙ୍କୁ ୬ରୁ ୭ଜଣ ଜଳଦସ୍ୟୁ ଘେରିଯାଇ ମାଡ଼ମାରିବା ସହ ଡଙ୍ଗାରେ ଥିବା ମାଛ, ଲାଇଟ୍‌…

୨୮,୯୭୦ ପର୍ଯ୍ୟଟକ ନନ୍ଦନକାନନ ବୁଲିଲେ

ବାରଙ୍ଗ,୯।୧(ଡି.ଏନ୍‌.ଏ.): ପାଗ ଭଲଥିବାରୁ ଚଳିତ ବର୍ଷ ଦ୍ବିତୀୟ ରବିବାରରେ ୨୮,୯୭୦ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଛନ୍ତି। ସେଥି ମଧ୍ୟରେ ଅଫ୍‌ଲାଇନରେ ୨୭୦୯ ଓ ଅନ୍‌ଲାଇନରେ ୧୮୧୯ ଜଣ ପର୍ଯ୍ୟଟକ ଟିକେଟ ସଂଗ୍ରହ କରିଥିଲାବେଳେ ୬୦ ଜଣ ଦିବ୍ୟାଙ୍ଗ ବିନା ଦେୟରେ ପ୍ରବେଶ…

ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ

ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତବର୍ଷ ଫେବୃୟାରୀ ୫ରେ ଭୁବନେଶ୍ୱର ରେଲୱେ ଷ୍ଟେଶନରେ ରେଲଓ୍ବେ ଚାଇଲ୍ଡ ଲାଇନ ନାଗାଲାଣ୍ଡର…

ନନ୍ଦନକାନନକୁ ଆସିଲା ଉଦ୍ଧାର ଗାଡ଼ଭାଲୁ

ବାରଙ୍ଗ,୯।୧(ଡି.ଏନ୍‌.ଏ.): ଢେଙ୍କାନାଳ ଡିଭିଜନ କପିଳାସ ରେଞ୍ଜରୁ ଉଦ୍ଧାର ମାଈ ଗାଡ଼ଭାଲୁ ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି। ଭାଲୁର ଦେହ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ସେ ଠିକରେ ଚାଲି ପାରୁନାହିଁ। ସେ ଅସୁସ୍ଥ ଥିବାରୁ କର୍ତ୍ତୃପକ୍ଷ ପ୍ରଥମେ…

ମଣ୍ଡିରେ କଟ୍‌ନିଛଟ୍‌ନିକୁ ବିରୋଧ

ଖୋର୍ଦ୍ଧା ଅଫିସ,୮।୧: ଖୋର୍ଦ୍ଧା ଜିଲାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ଧାନମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲ୍‌ ମାଲିକଙ୍କ ମନମାନିରେ ଚାଲିଛି ମଣ୍ଡି। ଧାନର ମାନ ଏଫ୍‌ଏକ୍ୟୁ(ଉନ୍ନତ) ସତ୍ତ୍ୱେ ମିଲ୍‌ ମାଲିକମାନେ ୫ରୁ ୭କେଜି ପର୍ଯ୍ୟନ୍ତ ଧାନ କାଟୁଥିବା…

ଦ୍ୱିତୀୟଥର ମା’ହେଲା ଧଳା ବାଘୁଣୀ ରୂପା

ବାରଙ୍ଗ,୭।୧(ଡି.ଏନ୍‌.ଏ.): ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?