ଖୋର୍ଦ୍ଧା

ବରୁଣେଇରେ ପାଇକ ସମାବେଶ

ଖୋର୍ଦ୍ଧା ଅଫିସ,୮ା୧୨: ପୁଣି ପାଇକ ମାଟିରେ ତେଜିଲା ଆନ୍ଦୋଳନ। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା, ପାଇକ ରେଜିମେଣ୍ଟ ଗଠନ, ପାଇକବୀରଙ୍କୁ ପେନସନ୍‌ ବ୍ୟବସ୍ଥା, ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ନିମନ୍ତେ ଦାବି ଜୋର୍‌ ହୋଇଛି। ବୁଧବାର ବରୁଣେଇ ପାହାଡ଼…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାସଭବନ ସମେତ ୭ ସ୍ଥାନରେ ଚଢାଉ ଜାରି

ଖୋର୍ଦ୍ଧା ଅଫିସ,୬।୧୨: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ମଙ୍ଗଳବାର ଚଢାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଖୋର୍ଦ୍ଧା ସ୍ଥିତ…

ଉଦ୍ଧାର ଶାଗୁଣା ନନ୍ଦନକାନନ ଆସିଲା

ବାରଙ୍ଗ,୨।୧୨ (ଡି.ଏନ୍‌.ଏ.): ଯାଜପୁର ଜିଲା ମହାକାଳପଡା ଗ୍ରାମର ଏକ କୁକୁଡା ଘରୁ ଉଦ୍ଧାର ହୋଇଥିବା ଭାରତୀୟ (ଲମ୍ବାଥଣ୍ଟିଆ) ଶାଗୁଣା ଗୁରୁବାର ସାରେ ନନ୍ଦନକାନନକୁ ଆସିଛି। ଶାଗୁଣାଟିର ଲିଙ୍ଗ ଚିହ୍ନଟ ହୋଇପାରି ନ ଥିବାବେଳେ ସେ ତରୁଣ ବୟସ୍କ ବୋଲି ଜଣାପଡିଛି। କିଛିଦିନ…

ଆଜି ବିଶ୍ୱ ଏଡ୍‌ସ ଦିବସ: ୨୦ବର୍ଷରେ ୩୬୯୫ ପଜିଟିଭ, ୨୪୨ ମୃତ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲାରେ ଏଡ୍‌ସ ନିରାକରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ପଜିଟିଭ ହାର ବୃଦ୍ଧି ପାଇବାରେ ଲାଗିଛି। ତଥ୍ୟ ଅନୁଯାୟୀ, ଗତ ୨୦୦୨ରୁ ୨୦୨୨ ଅକ୍ଟୋବର ସୁଦ୍ଧା ୨୦ବର୍ଷ ମଧ୍ୟରେ ଏଡ୍‌ସ ସଚେତନତା ଦିଗରେ ୧୩ଲକ୍ଷ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବତୀ, ଚାଲିଗଲା ଜୀବନ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ତାପଙ୍ଗ ଷ୍ଟେଶନରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଷ୍ଟେଶନରେ ଠିଆ ହୋଇଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଜଣେ ଯୁବତୀ ସେଲ୍‌ଫି ନେଉଥିବା ବେଳେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ…

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ୪ ଜଣଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ବଡ଼ପୋଖରୀଆ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏନ୍‌ଏଚ୍‌-୧୬ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୪ଜଣଙ୍କ ଜୀବନ ଯାଇଛି। କାର୍‌ରେ ଥିବା ୨ଜଣ…

ବିଳମ୍ବିତ ରାତିରେ ବ୍ୟାଙ୍କ୍‌ରୁ ଚୋରି

ଖୋର୍ଦ୍ଧା ଅଫିସ,୩୦।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ସ୍ଥିତ ୟୁକୋ ବ୍ୟାଙ୍କ୍‌ ପାଇକ ତିଗିରିଆ ଶାଖାରେ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁବୃର୍ତ୍ତ ଉପର ଛାତ ଆଜବେଷ୍ଟସ ଭାଙ୍ଗି ବ୍ୟାଙ୍କ୍‌ ଭିତରେ ପଶି ଚୋରି କରିଥିବା ଜଣାପଡିଛି। ତେବେ ବ୍ୟାଙ୍କ୍‌ରୁ…

ମୁକୁଳା ଡ୍ରେନ୍‌ ପାଇଁ ବଢୁଛି ଦୁର୍ଘଟଣା

ନିରାକାରପୁର,୨୯।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ବଜାରର ବର୍ଷା ପାଣି ନିଷ୍କାସନ ପାଇଁ ଗେଟ ବଜାର ରେଳବାଇ ଫାଟକ ନିକଟରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି। ଅନେକ ସ୍ଥାନରେ ଡ୍ରେନ ଉପରେ ସ୍ଲାବ୍‌ ନ ଥିବାରୁ ଦୈନିକ ଛୋଟବଡ଼…

ଖୋର୍ଦ୍ଧା ତହସିଲଦାର, ଆର୍‌ଆଇଙ୍କ ବିରୋଧରେ ମାମଲା ରୁଜୁ

ଖୋର୍ଦ୍ଧା ଅଫିସ,୨୮ା୧୧: ଖୋର୍ଦ୍ଧା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟ ନିକଟସ୍ଥ ଏକ ସେବାକେନ୍ଦ୍ରକୁ ଭାଙ୍ଗି ଦେବା ନେଇ ଗୁରୁଜଙ୍ଗର ରଣଜିତ ମହାପାତ୍ର ଗତ ଅକ୍ଟୋବର ୩ରେ ଖୋର୍ଦ୍ଧା ତହସିଲଦାର ଏବଂ ଆର୍‌ଆଇଙ୍କ ବିରୋଧରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ। ମାତ୍ର ଥାନାରେ…

ପରିଚୟ ଖୋଜୁଛି ଐତିହ୍ୟ ସହର ଖୋର୍ଦ୍ଧା

ଖୋର୍ଦ୍ଧା ଅଫିସ,୨୭ା୧୧: ଲାଲ୍‌ମାଟିର ଗଡ଼ ଭାବେ ପରିଚିତ ଖୋର୍ଦ୍ଧାରୁ ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇଂରେଜଙ୍କ ବିରୋଧରେ ପାଇକ ବୀରଙ୍କ ସଂଗ୍ରାମ ତଥା ବୀରତ୍ୱର ଗାଥାକୁ ନେଇ ଏହି ମାଟି ଗୌରବାନ୍ବିତ। ଭାରତୀୟ ଇତିହାସରେ ଖୋର୍ଦ୍ଧାର ନାମ…

ପରୀକ୍ଷା ଚାଲିଥିବା ସମୟରେ ଖସିଲା ଫ୍ୟାନ୍‌, ଛାତ୍ରୀ ଆହତ

ନିରାକାରପୁର,୨୫ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ହାଇସ୍କୁଲରେ ଫ୍ୟାନ୍‌ ଖସିପଡ଼ିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲର ଛାତ୍ରୀଛାତ୍ର ରାମେଶ୍ୱର ହାଇସ୍କୁଲରେ ଶୁକ୍ରବାର ଗଣିତ ସମ୍ମେଟିଭ୍‌ ପରୀକ୍ଷା ଦେଉଥିବା ସମୟରେ ଛାତ୍ରୀ ମୋନାଲିସା ମହାନ୍ତିଙ୍କ ଉପରେ ଫ୍ୟାନ୍‌ଟି ଖସି ପଡ଼ିଥିଲା। ଫଳରେ…

ଜିଲାପାଳ ଦେଉଛନ୍ତି ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୫ା୧୧:ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ହେମନ୍ତ ଭୋଇଙ୍କୁ ମାନସିକ ନିର୍ଯାତନା ଦେଉଥିବା ଗୁରୁବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏପରିକି ଜିଲାପାଳ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ବାସଭବନରେ ନିଜସ୍ବ କାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?