ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ
ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର ଯାଉଥିବା…
ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା: ୩୧ ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ
ବାଙ୍କୀ,୧୨ା୧(ସ୍ବ.ପ୍ର.): ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍ରେ…
୪ ଛୁଆ ଜନ୍ମଦେଲା ସିଂହୀ ରେୱା
ବାରଙ୍ଗ,୧୧।୧(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସିଂହୀ ରେୱା ପ୍ରଥମଥର ମା’ ହୋଇଥିବା ବେଳେ ୪ଟି ଛୁଆକୁ ଜନ୍ମ ଦେଇଛି। ହେଲେ ଜନ୍ମଦେବାର କିଛି ସମୟ ମଧ୍ୟରେ ନବଜାତକ ଛୁଆଙ୍କୁ ମା’ସ୍ନେହରୁ ବଞ୍ଚତ୍ତ ହେବାକୁ ପଡିଛି। ମା’ ରେୱା ଜନ୍ମ ଦେଇଥିଲେ…
ଚିଲିକାରେ ଜଳଦସ୍ୟୁଙ୍କ ଆକ୍ରମଣ, ଲୁଟ
ବାଲୁଗାଁ,୯।୧(ଡି.ଏନ୍.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ ମତ୍ସ୍ୟଜୀବୀଙ୍କୁ ୬ରୁ ୭ଜଣ ଜଳଦସ୍ୟୁ ଘେରିଯାଇ ମାଡ଼ମାରିବା ସହ ଡଙ୍ଗାରେ ଥିବା ମାଛ, ଲାଇଟ୍…
୨୮,୯୭୦ ପର୍ଯ୍ୟଟକ ନନ୍ଦନକାନନ ବୁଲିଲେ
ବାରଙ୍ଗ,୯।୧(ଡି.ଏନ୍.ଏ.): ପାଗ ଭଲଥିବାରୁ ଚଳିତ ବର୍ଷ ଦ୍ବିତୀୟ ରବିବାରରେ ୨୮,୯୭୦ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଛନ୍ତି। ସେଥି ମଧ୍ୟରେ ଅଫ୍ଲାଇନରେ ୨୭୦୯ ଓ ଅନ୍ଲାଇନରେ ୧୮୧୯ ଜଣ ପର୍ଯ୍ୟଟକ ଟିକେଟ ସଂଗ୍ରହ କରିଥିଲାବେଳେ ୬୦ ଜଣ ଦିବ୍ୟାଙ୍ଗ ବିନା ଦେୟରେ ପ୍ରବେଶ…
ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ
ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତବର୍ଷ ଫେବୃୟାରୀ ୫ରେ ଭୁବନେଶ୍ୱର ରେଲୱେ ଷ୍ଟେଶନରେ ରେଲଓ୍ବେ ଚାଇଲ୍ଡ ଲାଇନ ନାଗାଲାଣ୍ଡର…
ନନ୍ଦନକାନନକୁ ଆସିଲା ଉଦ୍ଧାର ଗାଡ଼ଭାଲୁ
ବାରଙ୍ଗ,୯।୧(ଡି.ଏନ୍.ଏ.): ଢେଙ୍କାନାଳ ଡିଭିଜନ କପିଳାସ ରେଞ୍ଜରୁ ଉଦ୍ଧାର ମାଈ ଗାଡ଼ଭାଲୁ ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି। ଭାଲୁର ଦେହ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ସେ ଠିକରେ ଚାଲି ପାରୁନାହିଁ। ସେ ଅସୁସ୍ଥ ଥିବାରୁ କର୍ତ୍ତୃପକ୍ଷ ପ୍ରଥମେ…
ମଣ୍ଡିରେ କଟ୍ନିଛଟ୍ନିକୁ ବିରୋଧ
ଖୋର୍ଦ୍ଧା ଅଫିସ,୮।୧: ଖୋର୍ଦ୍ଧା ଜିଲାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ଧାନମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲ୍ ମାଲିକଙ୍କ ମନମାନିରେ ଚାଲିଛି ମଣ୍ଡି। ଧାନର ମାନ ଏଫ୍ଏକ୍ୟୁ(ଉନ୍ନତ) ସତ୍ତ୍ୱେ ମିଲ୍ ମାଲିକମାନେ ୫ରୁ ୭କେଜି ପର୍ଯ୍ୟନ୍ତ ଧାନ କାଟୁଥିବା…
ଦ୍ୱିତୀୟଥର ମା’ହେଲା ଧଳା ବାଘୁଣୀ ରୂପା
ବାରଙ୍ଗ,୭।୧(ଡି.ଏନ୍.ଏ.): ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର…
ପାଣ୍ଡିଆବିଲିରେ ହାତୀ, ଲୋକେ ଭୟଭୀତ
ଜଟଣୀ,୬ା୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲାରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ହାତୀ ହାବୁଡ଼ରେ ପଡି ଲୋକଙ୍କ କେତେବେଳେ ଜୀବନ ଗଲାଣି ତ କେତେବେଳେ ଆହତ ହେଉଛନ୍ତି। ହାତୀ-ମଣିଷ ଲଢ଼େଇରେ ହାତୀଙ୍କ ମଧ୍ୟ ମୃତ୍ୟୁ…
ଚିଲିକାରେ ପକ୍ଷୀ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି
ଖୋର୍ଦ୍ଧା ଅଫିସ୍/ବାଲୁଗାଁ,୫ା୧(ଡି.ଏନ୍.ଏ.): ବୁଧବାର ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଚିଲିକାରେ ମୋଟ୍ ୧୮୪…
ଚିଲିକାରେ ପକ୍ଷୀଗଣନା ଆରମ୍ଭ
ବାଲୁଗାଁ,୪।୧(ଡି.ଏନ.ଏ.): ଚିଲିକାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ପକ୍ଷୀଗଣନା। ଏହା ମଧ୍ୟାହ୍ନ ୧୨ଟା ଯାଏ ଜାରି ରହିବ। ସୂଚନାଯୋଗ୍ୟ, ୨୧ଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ମୋଟ ୧୦୫ଜଣ ତାଲିମ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ପ୍ରତ୍ୟେକ ଗଣନାକାରୀ ଦଳକୁ…

