ରାସ୍ତା ମରାମତି କଲେ ଗ୍ରାମବାସୀ
କେନ୍ଦୁଝର,୧୯ା୯(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ଶରତ ଘାଟିରୁ ବ୍ରାହ୍ମଣୀ ଘାଟି ଦେଇ କେନ୍ଦୁଝର ଜିଲା କେ.ବାଲିପାଳ ଓ ଘଷିପୁରା ଡାକ୍ତରଖାନାକୁ ସଂଯୋଗ କରୁଥିବା ବିପର୍ଯ୍ୟସ୍ତ ରାସ୍ତାକୁ କେ.ବାଲିପାଳ ଗ୍ରାମବାସୀ ମରାମତି କରିଛନ୍ତି। ପୂର୍ବରୁ ଗ୍ରାମବାସୀ ଉକ୍ତ ରାସ୍ତାରେ ମାଟି ପକାଇ ଯାତାୟାତ କରୁଥିବା ବେଳେ…
୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ
କେନ୍ଦୁଝର,୧୯ା୯(ସ୍ବ.ପ୍ର./ଡି.ଏନ୍.ଏ.):ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୪ ନବଜାତ ଶିଶୁଙ୍କ…
କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ନେଇ ବିବାଦ
କେନ୍ଦୁଝର,୧୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ପୁଣି ବିବାଦ ଦେଖାଦେଇଛି। ଏଥିଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାପଡ଼ିଛି। ତେବେ ରବିବାର ତିନି ଜଣ ଓ…
ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ଦନ୍ତା
କେନ୍ଦୁଝର,୧୮ା୯(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ୍ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଗୋଠଛଡ଼ା ଦନ୍ତାଟି ବୃଦ୍ଧଙ୍କୁ ଶୁଣ୍ଢରେ…
ହାତୀ ଆସିଲେ ମେସେଜ ଆସୁଛି
କେନ୍ଦୁଝର, ୧୮।୯(ସ୍ବ.ପ୍ର.): ଧନଜୀବନ ସୁରକ୍ଷା ଲାଗି ଆଖପାଖ ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଥିଲେ ବନବିଭାଗ ଦେଉଛି ଆଗୁଆ ମେସେଜ। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଲା ମାତ୍ରେ ମୋବାଇଲକୁ ଆସିଯିବ ଆଗୁଆ ଭଏସ ଓ ଟେକ୍ସଟ ମେସେଜ। ଅନେକ ଅଞ୍ଚଳରେ…
ଖଣିଖାଦାନ ଅଞ୍ଚଳରେ ବନ୍ଦ ପଡ଼ିଛି ଶିଳ୍ପ, ଫିକା ପଡ଼ିଲା ବିଶ୍ୱକର୍ମା ପୂଜା
କେନ୍ଦୁଝର,୧୭ା୯(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି। କରୋନା ପରେ ଚଳିତ ବର୍ଷ ଧୂମ୍ଧାମରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ। ମାତ୍ର ଖଣିଖାଦାନ ଓ ଶିଳ୍ପ ବନ୍ଦ…
ହାତୀ-ମଣିଷ ତିକ୍ତତା ରୋକିବା ପାଇଁ ନୂଆ ପ୍ରୟାସ
କେନ୍ଦଝର,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ରୋକିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଆଗୁଆ ସୂଚନା ଦେବା ପାଇଁ ଆରମ୍ଭ ହୋଇଛି ଭଏସ୍ ଓ ଟେକ୍ଷ୍ଟ ମେସେଜ…
ବେଆଇନ କ୍ରଶର ବଢ଼ାଉଛି ପ୍ରଦୂଷଣ
କେନ୍ଦୁଝର, ୧୭ା୯ (ସ୍ବ.ପ୍ର.): ଖଣି ଲିଜ୍ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ବ୍ୟାସାର୍ଦ୍ଧରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଷ୍ଟେଟ ଏନ୍ଭାଇରନ୍ମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ ଅଥରିଟି (ଏସ୍ଇଆଇଏଏ)ର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ଏହାର ନିୟମ…
ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା
କେନ୍ଦୁଝର, ୧୭ା୯(ସ୍ବ.ପ୍ର.): ରାଷ୍ଟ୍ରପତି ଭବନରୁ ଡକରା ପାଇ ନୂଆଦିଲ୍ଲୀ ଯାଇଥିବା କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ଶୁକ୍ରବାର ସାରେ ରାଇସିନା ହିଲ୍ରେ ପହଞ୍ଚତ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କୁ ମା’ ତାରିଣୀଙ୍କ ଫଟୋ ପ୍ରଦାନ କରିଛନ୍ତି। ଜିଲାରେ…
ବନ କର୍ମଚାରୀଙ୍କ ଗାଡି ଅଟକାଇଲା ଗୋଠଛଡ଼ା ଦନ୍ତା
ପାଟଣା,୧୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧୀନ ରହଣୀଦୁମା ଗାଁ ନିକଟରେ ଏକ ଗୋଠଛଡ଼ା ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଟି ଠାକୁରମୁଣ୍ଡା ରେଞ୍ଜରୁ ବୁଧବାର ରାତିରେ ଚାଲିଆସି ଚାଷ ଜମିରେ…
ଜମି ଫାଟି ଆଁ, ଚିନ୍ତାରେ ଚାଷୀ
ଚମ୍ପୁଆ, ୧୬ା୯ (ଡି.ଏନ୍.ଏ):ଚମ୍ପୁଆ ଅଞ୍ଚଳରେ ଚାଷୀ ଲଘୁଚାପ ବର୍ଷାକୁ ଭରସା କରି ବସିଥିବା ବେଳେ ସେମାନଙ୍କୁ ଧୋକାଦେଇଛି ବର୍ଷା। ସ୍ବଳ ବୃଷ୍ଟିପାତ ଯୋଗୁ ଅଞ୍ଚଳରେ ଚାଷ ଜମି ଏବେ ଫାଟି ଆଁ କଲାଣି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଲଘୁଚାପ…
କର୍ମୀଙ୍କ ଭଙ୍ଗା ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର
ଚମ୍ପୁଆ, ୧୫ା୯(ଡି.ଏନ୍.ଏ): ଚମ୍ପୁଆ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଟୁଣୁଟୁଣା ଭୂମିଜ ସାହି ମିନି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୦୦୮ରୁ ଅଙ୍ଗନୱାଡି କର୍ମୀ କୌଶଲ୍ୟା କାରୁଆ ନିଜ ଘରେ କାର୍ଯ୍ୟ ତୁଲାଉଥିବା ବେଳେ କୁନି କୁନି…
Archives


