କେନ୍ଦୁଝର

ଘରେ ପଶି ଲୁଟିନେଲେ ନଗଦ ଟଙ୍କା ସହ ସୁନା ଅଳଙ୍କାର

ଆନନ୍ଦପୁର,୩୦ା୧୦(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଘସିପୁରା ଥାନା ଅଧୀନ ୧୨ ନଂ ଓ୍ବାର୍ଡ ଶାଳପଡ଼ା କୈବଲ୍ୟ କଲୋନୀରୁ ଶନିବାର ବିଳମ୍ବିତ ରାତିରେ ଘରେ କେହି ନ ଥିବା ସୁଯୋଗରେ ଲୁଟେରାମାନେ ଘରେ ପଶି ସୁନା ଓ ନଗଦ ଟଙ୍କା ଲୁଟିନେଇଛନ୍ତି। ଏନେଇ ଘସିପୁରା…

୫ ଜୁଆଡ଼ିଙ୍କୁ ଧରିଲା ପୋଲିସ, ଗାଡ଼ି ସହ ୨୧ ହଜାର ୬୯୦ ଟଙ୍କା ଜବତ

ଆନନ୍ଦପୁର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ପକ୍ଷରୁ ସାପ୍ତାହିକ ହାଟରେ ଚଢ଼ାଉ କରାଯାଇ ୫ ଜୁଆଡ଼ିଙ୍କୁ ଗିରଫସହିତ ସେମାନେ ବ୍ୟବହାର କରୁଥିବା ଜାଇଲୋ ଗାଡ଼ି, କାତି ଓ ୨୧ହଜାର ୬୯୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଜାମିନ ବଳରେ ଛଡ଼ାଯାଇଛି।…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୯ା୧୦(ସ୍ବ.): ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ଶନିବାର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଜଣେ ଅପରାଧୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧକ ୧ବର୍ଷ ଜେଲଦଣ୍ଡ ହୋଇଛି। ମିଳିଥିବା…

୩୧ରେ ଅନଶନ କରିବେ ଟ୍ରକ୍‌ ମାଲିକ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନରେ ବିଳମ୍ବ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସଂଘରେ ହୋଇ ଆସୁଥିବା ଅନ୍ୟାୟ, ଅନୀତି ଓ ଦୁର୍ନୀତିକୁ ବିରୋଧ କରି କେତେକ ଟ୍ରକ ମାଲିକ ଅଭିଯୋଗ କରି ଆସୁଥିଲେ।…

ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତ କରି ଶ୍ରମିକ ତଥା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଆଦିବାସୀ ଲୋକଙ୍କ…

ପଞ୍ଚମ ଧିଙ୍ଗୁଆନ୍‌ ମହୋତ୍ସବ: ଯୋଗଦେଲେ ୨୮ ଧିଙ୍ଗୁଆନ୍‌ ଦଳ

ପାଟଣା,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ କୁଣ୍ଡଳା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୁଡୁମୀ ସମ୍ପ୍ରଦାୟର ଲୋକ କଳା, ସଂସ୍କୃତି ଓ କୁଡୁମାଲି ଭାଷା ସମ୍ବଳିତ ପଞ୍ଚମ ଧିଙ୍ଗୁଆନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଡୁମୀ…

ଝୁମର ନୃତ୍ୟ ତାଳରେ ନାଚିଲେ ବିଧାୟିକା

ଚମ୍ପୁଆ,୨୯ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ କୁଡୁମୀ ମହାନ୍ତ ସମ୍ପ୍ରଦାୟର ମୁଖ୍ୟ ପର୍ବ ବାନ୍ଦନା ପରବ ପାଳିତ ହୋଇଯାଇଛି। ୩ ଦିନ ଧରି ଅନୁଷ୍ଠିତ ଉକ୍ତ ପର୍ବର ପ୍ରଥମ ଦିନରେ ଗୋଠାଣି ପୂଜା, ବଳଦମାନଙ୍କୁ ନେଇ ଅଣ୍ଡା…

ସହରରେ ପାହାଡ଼ି ପରିବା ଚାହିଦା

କେନ୍ଦୁଝର,୨୯ା୧୦ ନରେଶ ଚନ୍ଦ୍ର ପଟ୍ଟନାୟକ: ଦୁଇ ବର୍ଷ କୋଭିଡ୍‌ କଟକଣା ପରେ ବନବାସୀମାନେ ବଣପାହାଡ଼ରୁ ପନିପରିବା ଆଣି କେନ୍ଦୁଝର ସହରରେ ବିକ୍ରି କରୁଛନ୍ତି। ସମ୍ପ୍ରତି କେନ୍ଦୁଝର ବଜାରରେ ପରିବା ଦର ଆକାଶଛୁଆଁ ଥିବା ବେଳେ ପାହାଡ଼ି ପରିବାର ଚାହିଦା ବଢ଼ୁଥିବା ଦେଖିବାକୁ…

୫-ଟି ରୂପାନ୍ତରିତ ସ୍କୁଲ୍‌ ଛାତରୁ ଖସିଲା ପ୍ଲାଷ୍ଟର

କେନ୍ଦୁଝର/ଢେଙ୍କିକୋଟ, ୨୯ା୧୦(ସ୍ବ.ପ୍ର./ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ସତ୍ୟ ନାରାୟଣ(ଏସ୍‌ଏନ୍‌) ବିଦ୍ୟାପୀଠ ହାଇସ୍କୁଲର ଷ୍ଟାଫ୍‌ କମନରୁମ୍‌ (କର୍ମଚାରୀ ସାଧାରଣ ପ୍ରକୋଷ୍ଠ)ର ସିଲିଂ ପ୍ଲାଷ୍ଟର ଖସି ପଡ଼ିଛି। ସେଠାରେ ବସିଥିବା ଶିକ୍ଷକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସିଲିଂ ପଡ଼ିବା ଶବ୍ଦ ଶୁଣି…

ଏନ୍‌ଜିଟି ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ କଲା ଟିମ୍‌

ଯୋଡ଼ା,୨୮ା୧୦(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ତଥା ଆଖପାଖ ବନାଞ୍ଚଳ ଗ୍ରାମ ଦେଇ ଯାଇଥିବା ଖଣିଜ ସ୍ଲରି ପାଇପ୍‌ଲାଇନ୍‌ର ଅନୁଧ୍ୟାନ କରିଛନ୍ତି ଜିଲା ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ଏକ ଟିମ୍‌। ନ୍ୟାଶ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ…

ଦ୍ୱିତୀୟ ଦିନରେ ପୌର କାର୍ଯ୍ୟାଳୟରେ ତାଲା, ଛିଡ଼ା ହୋଇ ଫେରିଗଲେ ଅଧିକାରୀ

ଆନନ୍ଦପୁର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ୨ଦିନ ହେଲା ତାଲା ଝୁଲୁଛି। ବୁଧବାର ଅପରାହ୍ନରୁ ଉପନଗରପାଳଙ୍କ ସମେତ ସମସ୍ତ କାଉନସିଲର ପୌର କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ପୌର ଅଧିକାରୀଙ୍କ ସମେତ କର୍ମଚାରୀ ଦ୍ୱିତୀୟ ଦିନରେ କାର୍ଯ୍ୟାଳୟକୁ…

ନିଖୋଜ ଥିଲେ ବୃଦ୍ଧ, ଆଜି କୂଅରେ ଭାସୁଛି ମୃତଦେହ

ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ କାଶୀପୁର ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଗୁରୁବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି କାଶୀପୁର ଗ୍ରାମର କ୍ଷମାନନ୍ଦ ନାଏକ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?