କେନ୍ଦ୍ରାପଡ଼ା

ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ, ମୁଣ୍ଡପିଛା ଭଡ଼ା ଶହେରୁ ଦେଢ଼ଶହ

ମହାକାଳପଡ଼ା,୨୫ା୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ମହାନଦୀର ବାହାକୁଦ-ମୂଷାଡ଼ିଆ ଫେରି ଘାଟରୁ ଡଙ୍ଗାରେ ଯାତ୍ରୀ ପରିବହନ ଉପରେ ଜିଲା ପ୍ରଶାସନ ରୋକ୍‌ ଲଗାଇଛି। ହେଲେ ପ୍ରତିଦିନ ଲୁଚାଛପାରେ ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି। ଏଥିପାଇଁ ମୁଣ୍ଡପିଛା ଭଡ଼ା ଶହେରୁ…

ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ

କେନ୍ଦ୍ରାପଡ଼ା ଅଫିସ, ୨୫ା୮: ଓଡ଼ିଶାର ଦ୍ୱିତୀୟ ବୃହତମ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ଜଳପଥ ଉପକାରରେ ଲାଗିବା କଥା। ତେବେ ଗତ ଲଘୁଚାପଜନିତ ଲଗାଣ ବର୍ଷା ଓ ନଦୀରେ ଆସିଥିବା ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ…

ବନ୍ୟାଜଳ ଧୋଇନେଲା ଚାଷୀଙ୍କ ବର୍ଷକ ଆହାର

ମହାକାଳପଡ଼ା,୨୪ା୮(ଡି.ଏନ୍‌.ଏ.): ମହାନଦୀର ଚଳିତ ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀଙ୍କ ମୁହଁରୁ ବର୍ଷକର ଆହାର ଛଡ଼ାଇ ନେଇଛି। ଚାଷୀମାନଙ୍କ ଖରିଫ ଧାନ ଫସଲ ବନ୍ୟାଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନଙ୍କୁ କେମିତି ବର୍ଷେ ପରିବାର ପ୍ରତିପୋଷଣ କରିବେ ସେହି…

ଟଙ୍କା ନ ଦେଲେ ମାଟ୍ରିକ ସାର୍ଟିଫିକେଟ ନାହିଁ

ଆଳି,୨୪ା୮(ଡି.ଏନ.ଏ.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସାର୍ଟିଫିକେଟ ଦେବା ନିମନ୍ତେ ଜୋରଜବରଦସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ୨୦୦ରୁ ୪୦୦ଟଙ୍କା ମାଗୁଛନ୍ତି। ଯେଉଁ ଛାତ୍ରୀଛାତ୍ର ଟଙ୍କା ଦେଉଛନ୍ତି ତାଙ୍କୁ ସାର୍ଟିଫିକେଟ ମିଳୁଛି। ଯିଏ ଟଙ୍କା ଦେଉନି ତାକୁ ସାର୍ଟିଫିକେଟ ଦିଆଯାଉନି। ଏପରିକି ସେମାନଙ୍କୁ…

ବନ୍ୟାରେ ଭାସିଗଲା ମତ୍ସ୍ୟଚାଷୀଙ୍କ ଜୀବିକା

କେନ୍ଦ୍ରାପଡ଼ା ଅଫିସ, ୨୪ା୮: ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏଥିରେ ଜିଲାର ୭ ବ୍ଲକ ଅଞ୍ଚଳର ୯୯…

ପୋଖରୀ ପୋତାହେବାରୁ ପାଣିଘେରରେ ୧୦୦ ପରିବାର

ପଟ୍ଟାମୁଣ୍ଡାଇ,୨୩ା୮ (ସ୍ବ. ପ୍ର.):ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଥିବା ପାରମ୍ପରିକ ଜଳାଶୟ ଅସ୍ତିତ୍ୱ ହରାଇବାକୁ ବସିଛି। ବ୍ଲକର ଶାସନ ପଞ୍ଚାୟତ ପୋଖରୀସାହିରେ ପୋଖରୀ ପୋତାହେବାରୁ ଶହେ ପରିବାର ପାଣିଘେରରେ ରହିଛନ୍ତି। ଏ ନେଇ ପଞ୍ଚାୟତବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ…

ମରାମତିର ୬ ମାସରେ ଘେରିବନ୍ଧରେ ଗର୍ତ୍ତ

ପଟ୍ଟାମୁଣ୍ଡାଇ,୨୩ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି ପାଇଁ ବିଭାଗ ପକ୍ଷରୁ ଗତ ମାର୍ଚ୍ଚରେ ୪୮ ଲକ୍ଷ ୯୪ ହଜାର ବ୍ୟୟରେ ଖାଲଖମା ମରାମତି ସହ…

ଗୋବରୀ ଫୁଲିଲେ ନାଗପୁରା ପାଟ ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୮:କେନ୍ଦ୍ରାପଡ଼ା ଜିଲାରେ ବର୍ଷା ହେଲେ ଗୋବରୀ ନଦୀ ଫୁଲେ। ଏହାର ବନ୍ୟାଜଳ ନାଗପୁରା ପାଟ ଉଜାଡ଼େ। ଏହାକୁ ଦୃଷ୍ଟିରେ ରଖି ପାଟନାଳି ପାଇଁ ବାରମ୍ବାର ଆନ୍ଦୋଳନ ହେଉଛି। ତେବେ ପାଟନାଳି ପାଇଁ ଟଙ୍କା ମଞ୍ଜୁର ସତ୍ତ୍ୱେ ଏହି ପ୍ରକଳ୍ପ…

ଆମ ସ୍କୁଲ ଆମକୁ ଫେରେଇଦିଅ

ମହାକାଳପଡ଼ା,୨୩ା୮(ଡି.ଏନ.ଏ.):କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ସର୍ବପୁରାତନ ଗୟାଶପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଉପସ୍ଥାନ ସଂଖ୍ୟା ୪୦ରୁ କମ। ଏଥିପାଇଁ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୨୦ରୁ ବନ୍ଦ କରିଥିଲେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ…

ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା ଅଫିସ,୨୨ା୮: ମହାନଦୀରେ ବନ୍ୟା ପାଣି କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରି ଦେଇଛି। ଜିଲାର ୭ ବ୍ଲକର ୪୧ ପଞ୍ଚାୟତରେ ବନ୍ୟାଜଳ ଜମି ରହି ଖରିଫ ଚାଷ, ପନିପରିବା ଫସଲକୁ ଉଜାଡି ଦେଇଛି। ଏବେ ସୁଦ୍ଧା ବନ୍ୟା ପ୍ରଭାବିତ…

ଘରୋଇ ଡଙ୍ଗାରେ ପୁଣି ଯାତ୍ରୀ ପରିବହନ

ମହାକାଳପଡ଼ା, ୨୨ା୮ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆ ଫେରି ଘାଟରେ ଗତ ୧୬ ତାରିଖରୁ ରାମନଗର ପଞ୍ଚାୟତ ପକ୍ଷରୁ ମହାନଦୀରେ ବନ୍ୟା ଯୋଗୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ପୁଣି ନିର୍ଦ୍ଦେଶ ନ…

ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଡ୍ୟାମରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?