କେନ୍ଦ୍ରାପଡ଼ା

ରାସ୍ତାରେ ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ରାଜନଗର,୬।୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ଜନଗହଳି ରାସ୍ତାର ଜୁଣଗଡିରୁ ଘଡିଆମାଳ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ୧୦ଫୁଟ ଲମ୍ବର ଏକ ବଉଳାକୁମ୍ଭୀର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଦେଖଣାହାରୀ କୁମ୍ଭୀରକୁ ଦେଖି ପାଟି କରିବା ସହିତ ବନବିଭାଗକୁ ସୂଚନା ଦେଇଥିଲେ।…

କେନ୍ଦ୍ରାପଡ଼ାରେ ବାଲି ଚୋରି ଅଣାୟତ୍ତ

କେନ୍ଦ୍ରାପଡ଼ା ଅଫିସ, ୫ା୧୧: କେନ୍ଦ୍ରାପଡ଼ା ଜିଲାରେ ବାଲି ସଇରାତଗୁଡ଼ିକରୁ ବେଆଇନ ଉଠାଣ ଅଣାୟତ୍ତ ହୋଇପଡ଼ିଛି। ନିଲାମ ଅବଧି ସରିବା ପରେ ମଧ୍ୟ ବାଲି ଉଠାଣକୁ ରୋକାଯାଇପାରୁନାହିଁ। ଉଦାହରଣ ଭାବେ ଆଳି ତହସିଲ ଅଧୀନ ଅରଗଳ, ଦୈତାରୀପୁର, ଦେସାହି, ଜୁଆଣିଆ, ଗଙ୍ଗାଧରପୁର ଓ…

ଧାନ ଜମି ଫାଟି ଆଁ କଲାଣି

ପଟ୍ଟାମୁଣ୍ଡାଇ ୫ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକପ୍ରକାର ଉଭାନ୍‌ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଥିବାରୁ ସମସ୍ତ ଶାଖା ଓ ମାଇନର କେନାଲ ଶୁଖିଲା ପଡିଛି। ଫଳରେ ଧାନ…

ନାଗପଡ଼ାରେ ଦୁର୍ବୃତ୍ତ ଜାଳି ଦେଲେ ଘର, ବୋଲେରୋ

ଆଳି,୫ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଗପଡା ଗଁାର ଗୋଟିଏ ବୋଲେରୋ ସମେତ ୨ ଜଣଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରି କି ଏହି ଘଟଣାକୁ ନେଇ ନାଗପଡ଼ା, ବାଳକାଟୀ ଓ ରାଣୀପୋଖରୀ ଗଁାରେ…

ବ୍ଲକ କଲୋନୀରୁ ମୂଲ୍ୟବାନ ଶିଶୁକାଠ ଗାଏବ

ପଟ୍ଟାମୁଣ୍ଡାଇ, ୪ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ଶିଶୁଉଦ୍ୟାନ ମଧ୍ୟରୁ ୧୬ ଦିନ ତଳେ ବେଆଇନ ଭାବେ ୫ଟି ମୂଲ୍ୟବାନ ବଡ ଶିଶୁ ଗଛ କଟାଯାଇଥିଲା। ଗଛ କାଠଗଡ ସବୁ ଉଦ୍ୟାନ ମଧ୍ୟରେ ପଡି ରହିଥିଲା। ବୁଧବାରଠାରୁ ଏହି ଗଛ କାଠଗଡ…

ପାୱାରଟିଲର କେନ୍ଦ୍ରାପଡ଼ାରୁ ଯାଉଛି କୋଲକାତା

କେନ୍ଦ୍ରାପଡ଼ା ଅଫିସ, ୪ା୧୧:କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଜିଲା କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ସାଜ ସରଞ୍ଜାମ କ୍ରୟଦରରେ ରିହାତି ଦେଉଛନ୍ତି। ଏହି ରିହାତି ଅର୍ଥ ଚାଷୀଙ୍କ କୃଷି ବିକାଶରେ ସହଯୋଗ କରିବ ବୋଲି ସରକାର ଲକ୍ଷ୍ୟ…

କେନ୍ଦ୍ରାପଡ଼ା କେନାଲର ଦାନପୁର ଲକ୍‌ ପୋଲ ବିପଦସଙ୍କୁଳ

ଡେରାବିଶ, ୪ା୧୧(ସ୍ବ.ପ୍ର.):ବ୍ରିଟିସ୍‌ ସରକାର ଅମଳରୁ ନୌବାଣିଜ୍ୟ କାରବାର ଓ ଜଳସେଚନ ସୁବିଧା ପାଇଁ ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହା ମଧ୍ୟରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ନୌବାଣିଜ୍ୟ କାରବାର…

ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ ଜମି ଶୁଖିଲା: ସେଣାରେ ପାଣି ମଡ଼ାଇଲେ ଚାଷୀ

ମହାକାଳପଡ଼ା, ୩ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ କ୍ଷେତରେ ପାଣି ନାହିଁ। ଫଳରେ ଥୋଡ ଧାନ ବା ଫୁଲ ବାହାରିବା ସମୟରେ ଗଛ ମୂଳରେ ପାଣି ନ ଥିବାରୁ ଭଲ ଅମଳ ହେବନାହିଁ ବୋଲି ଚାଷୀ କହିଛନ୍ତି। ଫଳରେ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପିନାଥପୁର ଗ୍ରାମର ଦେବୀ ପ୍ରସାଦ ଦାସ। ସେ…

ପେଣ୍ଠ ବେଳାଭୂମିରେ ପୁଣି ହେବ ଇକୋ ରିଟ୍ରିଟ୍‌

ରାଜନଗର, ୨ା୧୧(ଡି.ଏନ.ଏ.): ଭିତରକନିକାକୁ କିପରି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ସେ ନେଇ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୨୦୨୦ରେ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆଠାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା। ୮୨ଦିନ ଧରି ଏହି…

ବନ୍ୟଜନ୍ତୁ ଦାଉରୁ ଫସଲ ରକ୍ଷା ପାଇଁ ରାତି ଅନିଦ୍ରା

କେନ୍ଦ୍ରାପଡ଼ା ଅଫିସ, ୨ା୧୧: କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉତ୍ପାତ ବଢ଼ିଯାଇଛି। ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଓ ପନିପରିବା ଫସଲକୁ ନଷ୍ଟ କରୁଛନ୍ତି। ବନ୍ୟଜନ୍ତୁଙ୍କ ଏହି ଉତ୍ପାତ ସ୍ଥାନୀୟ ଅଧିବାସୀଙ୍କ ନିଦ ହଜାଇ…

ବିଦ୍ୟାଳୟ ନ ଆସି ଦରମା ନେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

କେନ୍ଦ୍ରାପଡ଼ା ଅଫିସ ୨ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ଶୈଳେନ୍ଦ୍ର ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଏହି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ବର୍ଷବର୍ଷ ଧରି ବିଭିନ୍ନ ଆଳ ଦେଖାଇ ସ୍କୁଲ ଆସୁନାହାନ୍ତି। ଏହି ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?