ଜବରଦଖଲକାରୀଙ୍କ କବ୍ଜାରେ ତାରପୁର ବାଇପାସ ରୋଡ୍
ରଘୁନାଥପୁର,୧୪।୧୧(ଡି.ଏନ୍.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥର ତାରପୁର ବାଇପାସ୍ ରୋଡ୍କୁ କେତେଜଣ ସ୍ଥାନୀୟ ବ୍ୟବସାୟୀ ମାଡ଼ିବସି ଜବରଦଖଲରେ ରଖିଛନ୍ତି। ଫଳରେ ପଥଚାରୀମାନେ ଯାତାୟାତ ସମୟରେ ଅସୁବିଧା ଭୋଗୁଛନ୍ତି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ…
ସରକାରୀ କାର୍ଯ୍ୟାଳୟ ନିର୍ମାଣରେ ବ୍ୟବହାର ହେଉଛି ନାଲି ଇଟା
ପଟ୍ଟାମୁଣ୍ଡାଇ,୧୪ା୧୧(ସ୍ବ.ପ୍ର.): ସରକାରୀ ଦପ୍ତର ଘର ନିର୍ମାଣରେ ଫ୍ଲାଇଆସ୍ ଇଟା ବ୍ୟବହାର କରାଯିବ ବୋଲି ନିୟମ ରହିଛି। ଏଥିପାଇଁ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବିଲଡିଂ ବାଇ ଲ’ ଦିଆଯାଇଛି। ମାଟି ଇଟା ପୋଡ଼ିବା ଦ୍ୱାରା ସେହି ଧୂଆଁରେ ପରିବେଶ ପ୍ରଦୂଷିତ ହେଉଛି। ତେଣୁ…
ଆଗକୁ ନିଅଣ୍ଟ ପଡ଼ିବ ଜଳ
କେନ୍ଦ୍ରାପଡ଼ା ଅଫିସ,୧୪ା୧୧: ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀରେ ବ୍ୟାରେଜ ନିର୍ମାଣ ପରେ ଏହି ସମସ୍ୟା କେନ୍ଦ୍ରାପଡ଼ା ଜିଲା ପାଇଁ ଚିନ୍ତାର କାରଣ ହୋଇଛି। ଖରା ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ…
ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ
ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ ରହୁଥିବା କୁମ୍ଭୀରଙ୍କ ବି ଗଣନା ହେବ। ସେଥିପାଇଁ ଏହି ୧୦ ଦିନ ଭିତରକନିକା ଜାତୀୟ…
୨୪ ଘଣ୍ଟା ସମାଧି ନେବା ଇଚ୍ଛା ଫସର ଫାଟିଲା
କେନ୍ଦ୍ରାପଡ଼ା ଅଫିସ, ୧୩।୧୧: କେନ୍ଦ୍ରାପଡା ସହରରେ କ୍ରୀଡା ପ୍ରତିଭା ଦେଖାଉଥିବା କୋଲକତାର ସେକ୍ ଜୟିନୁଲ ୨୪ ଘଣ୍ଟା ଧରି ମାଟି ଭିତରେ ରହିବା ପ୍ରଚାର କରିଥିଲେ। ତେବେ ତାଙ୍କର ଏହି ଇଚ୍ଛା ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଫସର ଫାଟିଛି। ଉପଜିଲାପାଳ…
ଅବହେଳିତ ଅବସ୍ଥାରେ ଡେରାବିଶ ବ୍ଲକର ୧୪ ନଂ. ଜୋନ୍
ଡେରାବିଶ,୧୩।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ୧୪ ନଂ. ଜିଲା ପରିଷଦ ଜୋନ୍ ଅବହେଳିତ ଅବସ୍ଥାରେ ଥିବା ଶନିବାର ଭାଜପା ନେତୃମଣ୍ଡଳୀଙ୍କ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ…
ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରି ନୋଳା ବସାଇ ଦେଲେ
ଡେରାବିଶ,୧୩।୧୧ (ସ୍ବ.ପ୍ର.): ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ହେଲେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସ୍ବାମୀ ବାପା ଛେଉଣ୍ଡ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ତାଙ୍କ ଶରୀରର ବିଭିନ୍ନ…
ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପନିପରିବା ନଷ୍ଟ
କେନ୍ଦ୍ରାପଡ଼ା ଅଫିସ, ୧୨ା୧୧: କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶୀତଳଭଣ୍ଡାର ନାହିଁ। ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଜିଲାରେ ଆଳୁ ମିଶନ ଫେଲ ମାରିଛି। ସେହିପରି ପନିପରିବା ଜିଲାରେ ଚାଷ ହେଉଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ ବାହାର ରାଜ୍ୟର ବିଷାକ୍ତ ପନିପରିବା…
ମରଣଯନ୍ତା ପାଲଟିଛି ପଟ୍ଟାମୁଣ୍ଡାଇ ଫୁଟ୍ପାଥ୍
ପଟ୍ଟାମୁଣ୍ଡାଇ, ୧୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ବଜାର ରାସ୍ତା ବାଇପାସଠାରୁ ଡାକବଙ୍ଗଳା ପର୍ଯ୍ୟନ୍ତ ଫୁଟ୍ପାଥ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାକୁ ପୁନଃ…
ବୁଡ଼ିଥିବା ଜାହାଜ ଯୋଗୁ ହେଉଛି ବୋଟ୍ ଦୁର୍ଘଟଣା
ମହାକାଳପଡ଼ା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ମୁହାଣ ମୁହଁର ଅନତି ଦୂରରେ ମାଦଳି ନିକଟରେ ଫରାସୀର ଏକ ପଣ୍ୟବାହୀ ଜାହାଜ ଭେଲଦା ୧୮୬୬/୬୭ ମସିହାରେ ବୁଡି ଯାଇଥିଲା। ଏହି ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ…
ଗରଦପୁର ବ୍ଲକରେ ଦୁର୍ନୀତି ଅଭିଯୋଗ
ପାଟକୁରା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି। ଉନ୍ନୟନ ଅର୍ଥର ବ୍ୟାପକ ହେରଫେର ହୋଇଛି। ଏପରି ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ…
ପୁଣି ଦବିଲା ଲୁଣା ନଦୀବନ୍ଧ, ୭ ଗାଁରେ ଆତଙ୍କ
ଡେରାବିଶ,୧୧ା୧୧(ସ୍ବ.ପ୍ର.): ଲୁଣା-ଚିତ୍ରୋପତ୍ଳା ଦ୍ୱିପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତ ପକ୍ଷୋଟଠାରେ ଗତ ଶୁକ୍ରବାର ରାତିରେ ଲୁଣା ନଦୀବନ୍ଧର ଦକ୍ଷିଣ ପାର୍ଶ୍ୱରେ ୪୦ ଫୁଟ ନଦୀବନ୍ଧ ଦବି ଯାଇଥିଲା। ଗୁରୁବାର ଏହି ନଦୀବନ୍ଧ ଆହୁରି ୨ ଫୁଟ ଦବି ଯିବାରୁ…

