କମ୍ପାନୀ କବଳରେ କୁକୁଡ଼ାଚାଷୀ
କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ, ୩।୫: କୁକୁଡ଼ା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଉଠାଉଥିବା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗ୍ରାମର ଶୁଭାଶିଷ ଜେନା, ପାଖଡ଼ ଗ୍ରାମର ରମାକାନ୍ତ…
ଆଜିଠୁ ୩ ମାସ ପର୍ଯ୍ୟନ୍ତ ଭିତରକନିକା ବନ୍ଦ
କେନ୍ଦ୍ରାପଡ଼ା ଅଫିସ,୧ା୫: ମେ’ ପହିଲାରୁ ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି। ବଉଳା…
ପୁରୁଷଙ୍କ ତୁଳନାରେ ମହିଳା ଶ୍ରମିକଙ୍କୁ ଉଚିତ ମୂଲ୍ୟ ମିଳୁନି
ମହାକାଳପଡ଼ା,୧ା୫(ଡି.ଏନ୍.ଏ.): ମେ’ ୧ ତାରିଖକୁ ଶ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହା ୧୮୮୬ ମସିହାରୁ ବିଶ୍ୱର ୮୦ଟି ଦେଶରେ ପାଳନ ହୋଇଆସୁଛି। ଏହି ଶ୍ରମ ଦିବସ ପାଳନ କରିବାର ମୁଖ୍ୟ ତାତ୍ପର୍ଯ୍ୟ ହେଲା ଶ୍ରମିକମାନଙ୍କର ହକ୍ ଅଧିକାର, ଅଂଶଗ୍ରହଣ ଓ…
ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ
ଭୁବନେଶ୍ବର, ୩୦।୪: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ତାରିଖ ୨ଦିନ…
ମେ’ ୧ ରୁ ୩ ମାସ ଭିତରକନିକା ବନ୍ଦ
ରାଜନଗର,୩୦।୪(ଡି.ଏନ.ଏ.): ସରୀସୃପଙ୍କ ନନ୍ଦନକାନନ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ’ ୧ ରୁ ଜୁଲାଇ…
୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି
କେନ୍ଦ୍ରାପଡ଼ା ଅଫିସ, ୩୦।୪: କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ଏକ ବୃହତ ଜଳସେଚନ…
ପଞ୍ଚୁବରାହୀ ପୀଠ ଉନ୍ନତି ପାଇଁ ଖର୍ଚ୍ଚ ହେବ ୨୨ କୋଟି
କେନ୍ଦ୍ରାପଡ଼ା ଅଫିସ/ଆଳି/ରାଜକନିକା/ ରାଜନଗର,୨୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବିକାଶର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗିତ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ୨ଦିନିଆ ଗସ୍ତ ଶୁକ୍ରବାର ଶେଷ ହୋଇଛି। ପାଣ୍ଡିଆନଙ୍କୁ ଜିଲାବାସୀ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଛନ୍ତି। ସେ ଆଳିର ଲକ୍ଷ୍ମୀବରାହ ଜୀଉ, ରାଜନଗରର କେରଡ଼ାଗଡ଼ସ୍ଥିତ…
ଜାତୀୟ ରାଜପଥ ପାଲଟିଛି ଟ୍ରକ୍ ପାର୍କିଂ ସ୍ଥଳ
ମାର୍ଶାଘାଇ,୨୯ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଏବେ ଲୁହାପଥର ବୋଝେଇ ଟ୍ରକ୍ଗୁଡ଼ିକର ପାର୍କିଂ ସ୍ଥଳ ପାଲଟିଛି। ବିଶେଷ ଭାବେ ମାର୍ଶାଘାଇ ଥାନା ଅନ୍ତର୍ଗତ ହଜାରୀ ଛକଠାରୁ ନୀଳାଚଳ ବଜାର ପର୍ଯ୍ୟନ୍ତ ପ୍ରାୟ ୨୦…
ମତ୍ସ୍ୟଜୀବୀଙ୍କୁ ଦୁଃଖ ଦେଉଛି ସମୁଦ୍ର ପ୍ରବେଶ କଟକଣା
ମହାକାଳପଡ଼ା,୨୯ା୪ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳ ଅଞ୍ଚଳରେ ୧୦ ହଜାରରୁ ଅଧିକ ପଞ୍ଜୀକୃତ ଓ ଅଣ ପଞ୍ଜୀକୃତ ମତ୍ସ୍ୟଜୀବୀ ନଦୀ, ସମୁଦ୍ର ଉପରେ ନିର୍ଭର କରିଥାନ୍ତି। ପରିବାର ପ୍ରତିପୋଷଣ ପାଇଁ କେବଳ ମାଛ ଧରିବା ଭରସା। ନଦୀ ସମୁଦ୍ରରୁ ମାଛ…
ଭିଜିଲାନ୍ସ ଜାଲରେ ବିଇଓ
ପଟାମୁଣ୍ଡେଇ,୨୮।୪(ଡି.ଏନ୍.ଏ): ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଧରାପଡିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ମାନସ ଧଳ । ଏରିଅର ଟଙ୍କା କରାଇଦେବାକୁ ଶିକ୍ଷକଙ୍କଠାରୁ ସେ ୧୦…
ଡଙ୍ଗାବୁଡ଼ି ଘଟଣାରୁ ମିଳୁନାହିଁ ଶିକ୍ଷା
କେନ୍ଦ୍ରାପଡ଼ା ଅଫିସ,୨୮ା୪: କେନ୍ଦ୍ରାପଡ଼ା ଜିଲା ଏକମାଣିଆ କେରଡାଗଡ଼ ବ୍ରାହ୍ମଣୀ ଫେରିଘାଟରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଇଥିବା ଭୁଟୁଭୁଟି ଗୁରୁବାର ବୁଡ଼ିଗଲା। ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ନାଉରିଆ ନିଖୋଜ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
ମହାକାଳପଡ଼ାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଇସ୍ପାତ ପ୍ରକଳ୍ପ, ସ୍ଥିତି ପରଖିଲେ ୫-ଟି ସଚିବ
ମହାକାଳପଡ଼ା,୨୭ା୪(ଡି.ଏନ୍.ଏ.): ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜାପାନର ସମୁଦ୍ର ପୋତାଯାଇ ନିପନ ଷ୍ଟିଲ କାରଖାନା ଦେଖି ଅଭିଭୂତ ହୋଇଥିଲେ…

