କେନ୍ଦ୍ରାପଡ଼ା

ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି

ରାଜନଗର,୧୧ା୫(ଡି.ଏନ୍‌.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ ସାତଭାୟାବାସୀ ଭିଟାମାଟିର ମୋହକୁ ତୁଟାଇ ନୂଆ ଠିକଣା ବଗପାଟିଆଠାରେ ବସତି ସ୍ଥାପନ କରିଛନ୍ତି। ୨୦୧୧ରୁ…

ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଲୋଡ଼ା

କେନ୍ଦ୍ରାପଡ଼ା ଅଫିସ୍‌/ ମହାକାଳପଡ଼ା,୧୦ା୫(ଡି.ଏନ.ଏ.): ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ-ମାର୍ଶାଘାଇ କେନାଲ ଲୋକଙ୍କ ଜୀବନ ରେଖା ପାଲଟିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ଏହି ବାଟ ଦେଇ ବିଦେଶରୁ ଖାଦ୍ୟ ଦ୍ରବ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ…

ରାସ୍ତାରୁ ନର୍ଦ୍ଦମାପାଣି ସଫାକଲେ କଲେଜ ଛାତ୍ରୀ

ପଟ୍ଟାମୁଣ୍ଡାଇ,୧୦ା୫(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ରାସ୍ତା ଏବଂ ଗ୍ରାମ ଭିତରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ପ୍ରଶାସନର ଖାମଖିଆଲି…

ବିପଦରେ ନାସି, ହବେଳିଖଟି, ଏକକୁଳା ଦ୍ୱୀପ

କେନ୍ଦ୍ରାପଡ଼ା ଅଫିସ, ୯ା୫: ସାମୁଦ୍ରିକ ଝଡ଼ ମୋଚା ଆସୁଛି। ୨୦୨୧ ମେ’ ରେ ୟାସ୍‌ ସମୁଦ୍ରିକ ଝଡ଼ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବରରେ ଗୁଲାବ ଓ ଡିସେମ୍ବରରେ ଜୱାଦ ସାମୁଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଥିଲା। ଏହାପୂର୍ବରୁ ଫାଇଲିନ୍‌, ହୁଡ୍‌ହୁଡ୍‌, ୨୦୧୮ରେ…

ଜୀବନ ପାଇଁ ଜୀବିକା ବିପଦରେ

ମହାକାଳପଡ଼ା, ୯ା୫(ଡି.ଏନ୍‌.ଏ.): ପେଟକୁ ଦିମୁଠା ଦାନା ଯୋଗାଡ଼ କରିବାକୁ କେତେ ଯେ ସଂଗ୍ରାମ କରିବାକୁ ପଡ଼େ ସେ କଥା ଅଭାବୀ ଗରିବ ଲୋକ ହିଁ ଜାଣି ପାରେ। କେତେବେଳେ ଜୀବିକା ପାଇଁ ନିଜ ଜୀବନକୁ କୁମ୍ଭୀର ଭରା ନଦୀରେ ବାଜି ଲଗାଏ।…

ପାନୀୟ ଜଳ ପାଇଁ ଡହଳବିକଳ ଲୋକେ

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ…

ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ରାଜକନିକା,୮ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପଶ୍ଚିମ କନିକା ଅଞ୍ଚଳର ହାଟସାହି ପଞ୍ଚାୟତ ହାଟସାହି ଓ ବଟରପଡ଼ା ମୌଜାରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ରବିବାର ଉଚ୍ଛେଦ କରାଯାଇଛି। ଘେରି ପାଇଁ ୨ ବର୍ଷ ହେବ ସାଧାରଣ ଚାଷୀଙ୍କ…

ଭାରିଯାନ ଚଳାଚଳକୁ ଆଳ କରି ରାଜନୀତି

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ-୧ ଅଧୀନ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ବା ଉତିକଣ ଘେରିବନ୍ଧ ପୁରୁଣା ରାସ୍ତା ୨୨ କୋଟି ଟଙ୍କା ବ୍ୟୟରେ ମାସେ ତଳେ ନିର୍ମାଣ କାମ ସରିଥିଲା। ଏବେ ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ପିଚୁରୁ ଗୋଡ଼ି…

ଜେସିବିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ନଡ଼ିଆବରେଇ ପଞ୍ଚାୟତ ଡାହାଳପୁର ଗ୍ରାମର ଗୋଚର ଜମିରେ ଜେସିବି ଲଗାଇ ପୋଖରୀ ଖୋଳା ଯାଉଛି। ଏହି କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବୋଲି ଗ୍ରାମବାସୀ…

ଚାଷ ଜମିରେ ବେଣାବୁଦା

କେନ୍ଦ୍ରାପଡ଼ା ଅଫିସ, ୮ା୫: କେନ୍ଦ୍ରାପଡ଼ା ଜିଲାର ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ବଞ୍ଚାଇ ରଖିଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର…

ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ

ପଟ୍ଟାମୁଣ୍ଡାଇ, ୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ଗ୍ରାମସ୍ଥ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି। ଜେସିବି ଲଗାଇ ନଦୀପଠାର ମାଟିକୁ ତଡ଼ାଯାଉଛି। ପରେ ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ବିକ୍ରି କରାଯାଉଛି।…

ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି। ଏନ୍‌ଓସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?