ବ୍ଲକ ପ୍ରଶାସନର ବଡ଼ ପଦକ୍ଷେପ: ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍ଲାଇନ୍ ପଞ୍ଜୀକରଣ
ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କେହି ନିଜକୁ ହୀନ ମନେ କରିବେ ନାହିଁ। ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ। ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର…
ଦୁର୍ଘଟଣାରେ ମୃତ ୩ ଯୁବକଙ୍କ ମିଳିଲା ପରିଚୟ: ଥାନାରେ ପହଞ୍ଚିଲା ମାମଲା
ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡୁଲୁରୀଠାରେ ବାଇକ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମସ୍ତ ମୃତକଙ୍କ ପରିଚୟ ମିଳିଛି ମୃତକ ହେଲେ ବାଲିଗୁଡା ଥାନା ଋତୁଙ୍ଗିଆ ପଞ୍ଚାୟତ କୁଟିଗୁଡା ଗ୍ରାମର ରଙ୍ଗନାଥ…
ବାଇକ୍ ଦୁର୍ଘଟଣା: ଚାଲିଗଲା ୩ ଯୁବକଙ୍କ ଜୀବନ
ଦାରିଙ୍ଗବାଡ଼ି,୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ପାଇନବଣ ନିକଟରେ ଏକ ବଡ଼ ବାଇକ୍ ଦୁର୍ଘଟଣା ଘଟିଛି ଏଥିରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସ ପରିଚୟ…
ଦାଉ ସାଧିଛି ଲଗାଣ ବର୍ଷା: ଉଜୁଡ଼ିଲା କୋବିଚାଷ, ଚାଷୀ ନିରାଶ
ଦାରିଙ୍ଗବାଡ଼ି,୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ଲାଗିରହିଥିବା ବେଳେ ୩ ଦିନ ହେଲା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଫଳରେ ଅଞ୍ଚଳର ପନିପରିବା ଚାଷୀ ବହୁ କ୍ଷତି ସହୁଛନ୍ତି। ଚାଷଜମିରୁ ଏବେ…
ଆଈ-ନାତି ଶୋଇଥିବାବେଳେ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଲା ଘର
ତୁମୁଡ଼ିବନ୍ଧ,୩ା୧୦(ଦୀପକ କୁମାର ପରାସେଠ୍): ଲଘୁଚାପଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଥିବା ଶୁକ୍ରବାର ଜଣାପଡ଼ିଛି। ସୂଚନାନୁସାରେ, ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଗତ ଗୁରୁବାରରୁ ପ୍ରବଳ ବର୍ଷା ସହିତ…
ଧରିତ୍ରୀ ପୋର୍ଟାଲ ପ୍ରଭାବ: ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଯୋଗାଇଦେଲେ ତହସିଲଦାର, ରାଜସ୍ବ ନିରୀକ୍ଷକ
ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି ଫଳରେ ଏକାଧିକ ଝାଟିମାଟି ଘର ଭାଙ୍ଗିବା ଘଟଣା ନେଇ ଧରିତ୍ରୀ ପୋର୍ଟାଲରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ଖବର ଦେଖି…
ଲଗାଣ ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ଦୁର୍ଗମ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା
ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲାଗି ରହିଛି। ଲଘୁଚାପ ଜନିତ ବର୍ଷା ତୁହାକୁ ତୁହା ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଠି ଫସଲ ଉଜୁଡିଲାଣି ତ ଆଉ କେଉଁଠି କଚ୍ଚା ଘର ଭୁଶୁଡି…
ବିଦ୍ୟୁତ ତାର ଉପରେ ପଡ଼ିଲା ଗଛ: ୩ ଦିନ ହେଲା ବେଲଘର ଅନ୍ଧାର
ତୁମୁଡିବନ୍ଧ,୩।୧୦(ଦୀପକ କୁମାର ପରାସେଠ):ବିଦ୍ୟୁତ ତାରରେ ଗଛ ପଡିଛି। ୩ ଦିନ ହେବ ଚାରିଆଡେ ଅନ୍ଧାର। ଜନଜୀବନ ଅସ୍ତବ୍ୟସ୍ତ । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ବୁଧବାର ରାତିରେ ବେଲଘର…
ଭାସିଗଲା ଆସ୍ଥାୟୀ ପୋଲ, ସିମନବାଡି-ବୁଡ଼ାଗୁଡା ଯାତାୟାତ ଠପ୍
ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଇଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ଶୁକ୍ରବାର ଦେଖିବାକୁ ମିଳିଛି। ଉକ୍ତ ଗୁମାଡି ନଦୀରେ ନୂତନ ପୋଲ…
ଭିଜିଲା ବିଜୟା ଦଶମୀ: ବାଲିଗୁଡାରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ
ବାଲିଗୁଡା, ୦୨।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ବାଲିଗୁଡାରେ ଏକପ୍ରକାର ଶୂନଶାନ ପରିବେଶ ହୋଇଯାଇଛି। ଏପରିକି ଗୁରୁବାର…
ଲଘୁଚାପ ଜନିତ ବର୍ଷା, ଗୁମାଡି ନଦୀର ଅସ୍ଥାୟୀ ପୋଲ ଉପରେ ବର୍ଷା ଜଳ ପ୍ରବାହିତ, ଭୟଭୀତ ଗ୍ରାମବାସୀ
ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାରେ ଗୁରୁବାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି କ୍ରମରେ ତିଲୋରୀ ପଞ୍ଚାୟତର ଗୁମାଡି ନଦୀ ଫୁଲିଛି ଫଳରେ ଗୁମାଡି ନଦୀରେ ନୂତନ…
ବିଦ୍ୟାଳୟରେ ମିଳୁନି ପିଇବା ପାଣି: ଅଚଳ ହୋଇପଡିଛି ବିଶୁଦ୍ଧ ଜଳ ଯୋଗାଣ ଯନ୍ତ୍ର
ଦାରିଙ୍ଗବାଡି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଝିଞ୍ଜିରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖାଯାଇଛି ଅବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର ବିଦ୍ୟାଳୟରେ ବିତାଉଥିବା ସମୟରେ ତଣ୍ଟି ପାଟି ଶୁଖାଇ ପାଠ…

