କନ୍ଧମାଳ

ଘର ବାହାରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ, ପଞ୍ଚମ ଶ୍ରେଣୀ ଛାତ୍ର ଗୁରୁତର

ଦାରିଙ୍ଗବାଡି, ୭।୧୦(ଅରୁଣ ସାହୁ): ବଜ୍ରପାତରେ ଜଣେ ପଞ୍ଚମଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଜଙ୍ଗଲଘର ଗ୍ରାମ ବାଲୁବାଙ୍ଗା ପଡାର ରାଜେଶ ପ୍ରଧାନଙ୍କ ପୁଅ ଅମ୍ଲାନ ପ୍ରଧାନ। ଅମ୍ଲାନ ଅପରାହ୍ନରେ ତାଙ୍କ ଘର…

ଜିଲାର ନାଁ ରଖିଲେ ପ୍ରମୋଦ: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର

  ତୁମୁଡିବନ୍ଧ, ୬।୧୦(ଦୀପକ କୁମାର ପରାସେଠ): ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା…

ଦାରିଙ୍ଗବାଡ଼ିରେ ଛେଚିଲା ବର୍ଷା, ଜାତୀୟ ରାଜପଥରେ ବନ୍ୟାର ଭ୍ରମ

ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ତା’ର ଆଖପାଖରେ ସୋମବାର ଅପରାହ୍ନରେ ବର୍ଷା ଛେଚିଛି। ପ୍ରାୟ ୧ ଘଣ୍ଟା ଧରି ବର୍ଷା ପ୍ରବଳ ମାତ୍ରାରେ ଲାଗିରହିବାରୁ ଚାରିଆଡ଼େ ବର୍ଷା ଜଳ ଭର୍ତ୍ତି ହୋଇଗଲା। ଫଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି…

ପୁଷ୍ପା-୨ ଷ୍ଟାଇଲ୍‌ରେ ସିମନବାଡ଼ିରେ କିଚକ ବଧ, ମନ ମୋହିଲା ଭୀମଙ୍କ ଅଭିନୟ

ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦଶହରା ଅବସରରେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ତାହା ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଅବସରରେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଗୋଚ୍ଛାବାଡ଼ି ଗ୍ରାମର…

ଦୁର୍ଗାପୂଜା ଉପଲକ୍ଷେ ଧମାଲ କରୁଛି ନାଟକ ଶ୍ରୀକୃଷ୍ଣ ବଳେ…

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ୩୭ ବର୍ଷରେ ପଦାର୍ପଣ କରିଛି ଦୁର୍ଗାପୂଜା। ଏହି ପୂଜା ବଡ଼ ଧୂମ୍‌ଧାମରେ ପାଳନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୋଲସରା ଗୋଛାବାଡ଼ି ଗ୍ରାମର କଳାକାରମାନଙ୍କ ଦ୍ୱାରା ନିର୍ଦ୍ଦେଶକ ରାଜେନ୍ଦ୍ର…

୨ ଜୁଆଆଡ୍ଡା ଉପରେ ଚଢ଼ାଉ: ଘରମାଲିକଙ୍କୁ ପୋଲିସର ଜେରା, ୩୧ ଗିରଫ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୩୧ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ପୋଲିସ ୮ଟି ବାଇକ୍‌, ୨୪ଟି ମୋବାଇଲ ଜବତ କରାଯାଇଥିବା ବାଲିଗୁଡ଼ା ଏସ୍‌ଡିପିଓ…

ସିମନବାଡ଼ିରେ RSSର ଶତାଦ୍ଦୀ ବର୍ଷ ପାଳିତ, ଆଭିମୁଖ୍ୟ ଉପରେ…

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଶିବମନ୍ଦିର ପ୍ରାଙ୍ଗଣରେ ରବିବାର ଆରଏସ୍‌ଏସ୍‌ର ଶତାଦ୍ଦୀ ବର୍ଷ ତଥା ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରେ ଖଣ୍ଡ ପ୍ରଭାରୀ ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଜିଲା…

ଦେବସ୍‌ଭୂମି ଋଷିମାଳରେ ସ୍ବତନ୍ତ୍ର ହୋମ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପିଠାରେ ରହିଥିବା ଦେବଭୂମି ଋଷିମାଳରେ ଶନିବାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ହୋମଯଜ୍ଞ ସହ ପୂଜାର୍ଚନା, ଶାନ୍ତି ପାଠ ଆଦି କରାଯାଇଥିଲା। ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ପହଞ୍ଚି ସେହି…

ଅନାସ୍ଥା ଭୋଟରେ ପଦବୀ ହରାଇଲେ ରାଇକିଆ ବ୍ଲକ ଅଧ୍ୟକ୍ଷ

ରାଇକିଆ,୫।୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟରେ ସେ ତାଙ୍କର ପଦବୀ ହରାଇଛନ୍ତି । ଗତ ସେପ୍ଟେମ୍ବର ୨୬ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ର…

ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ:  ବ୍ରେକ ଫେଲ ଆଶଙ୍କା, ଡ୍ରାଇଭର-ହେଲପର ଗୁରୁତର 

ଦାରିଙ୍ଗବାଡି,୪।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏଥିରେ ଟ୍ରକ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ଖବର ପାଇ…

ଲଗାଣ ବର୍ଷାରେ ଧୋଇଲା ନିର୍ମାଣଧୀନ  ଗାର୍ଡୱାଲ, ରାସ୍ତା: ନିମ୍ମ ମାନର କାର୍ଯ୍ୟ ନେଇ…

ଦାରିଙ୍ଗବାଡି,୪।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡାଠାରୁ କାଟିଙ୍ଗିଆ ପଞ୍ଚାୟତ ମିଞ୍ଜାପାଙ୍କାକୁ ପକ୍କା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ତେବେ ଚଳିତ ଲଘୁଚାପ ଜନିତ ବର୍ଷାରେ ନିର୍ମାଣଧୀନ ଗାଡଓ୍ବାଲ ଭାଙ୍ଗି ଯିବା ସହ ରାସ୍ତା କଡ଼ ଧୋଇହୋଇ ଯାଇଥିବା…

ପୋଲ ନିର୍ମାଣରେ ଅହେତୁକ ବିଳମ୍ବ: ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡୁଲୁରୀ ପାଇନ ବଣ ନିକଟ ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ବୁଲାଣି ରାସ୍ତାକୁ ଗତ କିଛି ବର୍ଷ ତଳେ ପୂର୍ତ୍ତ ବିଭାଗ ବ୍ଲକ ସ୍ପଟ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?