କନ୍ଧମାଳ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି ଦଲାଲ, ବିଭାଗ ନୀରବ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। ବ୍ୟକ୍ତିଗତ ସ୍ତରରେ ଗରିବ ଶ୍ରେଣୀର ଲୋକଙ୍କୁ କଚ୍ଚା ଘରରୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି ହେଲେ ଏବେ ଗୃହ ନିର୍ମାଣରେ ବାଧକ ସାଜିଛି।…

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ଏଥର ପୂଜାମଣ୍ଡପ ଜଗିବ ସିସିଟିଭି, ଶୃଙ୍ଖଳା ରକ୍ଷା ନ କଲେ…

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ପୋଲିସ ପୂଜା ଉପଲକ୍ଷେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ହେବା ନେଇ ଏଥର ଜିଲାର ସମସ୍ତ ପୂଜାମଣ୍ଡପରେ ସିସିଟିଭି ଲାଗିବାକୁ ପୋଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା କନ୍ଧମାଳ ଏସ୍‌ପି…

ରାସ୍ତା କାଦୁଅ ପଚପଚ: କାହାକୁ କହିବା ଶୁଣିବ କିଏ, ଚିନ୍ତାରେ ଅଞ୍ଚଳବାସୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୮।୯ଅରୁଣ ସାହୁ /ମନୋରଞ୍ଜନ ରଣା): ଦିନେ କି ଦୁଇ ଦିନ ନୁହଁ, ବର୍ଷ ବର୍ଷ ଧରି ପଞ୍ଚାୟତ ମୁଖ୍ୟାଳୟକୁ ଯିବାପାଇଁ ରାସ୍ତା ଟିଏ ନାହିଁ। ଏନେଇ ଅଞ୍ଚଳବାସୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି। ହେଲେ…

ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାରେ ଚଞ୍ଚକତା ଅଭିଯୋଗ: କମିଟି ଓ ଗ୍ରାମବାସୀ ବଡିଓଙ୍କ ଦ୍ୱାରସ୍ଥ

ଦାରିଙ୍ଗବାଡି,୨୮।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାକୁ ଚଞ୍ଚକତା କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଗନ୍ନାଥ ପରିଚାଳନା କମିଟିର ଏକାଧିକ କର୍ମକର୍ତ୍ତା ବଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ପୂର୍ବତନ ସରକାରଙ୍କ ସମୟରେ…

ପାର୍ବଣକୁ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ବାଲିଗୁଡା,୨୭।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଜପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ସୋସିଆଲ ମିଡିଆରେ କୌଣସି ଆପତ୍ତି ଜନକ ଖବରକୁ ବିଶାସ ନ କରି ଦଶହରାରେ ଦୂର୍ଗାପୂଜା ଏବଂ କୁମାର ପୂର୍ଣ୍ଣିମାରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲାର…

ଆଗକୁ ପାର୍ବଣ: ଶାନ୍ତିଶୃଙ୍ଖଳା ସହ ପାଳନ ଲାଗି ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ଡିଏସ୍‌ପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝିଙ୍କ ନେତୃତ୍ୱରେ ଏସ୍‌ଆଇ ଲକ୍ଷ୍ମୀ ମାଝୀ,…

ସରକାରୀ ବିଦ୍ୟାଳୟରେ ତାଲା ପକାଇବା ଘଟଣା: ଖବର ପ୍ରକାଶିତ ପରେ ପ୍ରଶାସନ ନେଲା ପଦକ୍ଷେପ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି।…

ସରକାରୀ ବିଦ୍ୟାଳୟରେ ତାଲା ପକାଇଲେ ଜମି ମାଲିକ: ବର୍ଷାରେ ଭିଜିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୨୭।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖାଯାଇଛି ଜମି ବିବାଦ। ଜଣେ ବ୍ୟକ୍ତିଗତ ଲୋକଙ୍କ ଜମିରେ ସରକାରୀ ବିଦ୍ୟାଳୟ ନିର୍ମାଣ କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା ଶନିବାର ଜମି ମାଲିକ ଉକ୍ତ…

ବ୍ରାହ୍ମଣୀଗାଁରେ ଆର୍‌ଏସଏସର ୧୦୦ ବର୍ଷ ପୁର୍ତ୍ତି ପାଳନ

ବ୍ରାହ୍ମଣୀଗାଁ,୨୬।୯( ମନୋରଞ୍ଜନ ରଣା ): ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘସ୍‌ର ୧୦୦ ବର୍ଷ ପୂର୍ତ୍ତି ଅବସର ଭାରତର କୋଣ ଅନୁକୋଣରେ ଖୁବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ବ୍ରାହ୍ମଣୀଗାଁରେ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଛି…

ଅଧ୍ୟୟନ ପାଇଁ ଦାରିଙ୍ଗବାଡିକୁ ବାଛୁଛନ୍ତି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ଶିକ୍ଷା ଗ୍ରହଣ ଲାଗି ଆସୁଛନ୍ତି ଅନ୍ୟ ରାଜ୍ୟର ଶିକ୍ଷାର୍ଥୀ। ସେମାନେ ଏସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଦାରିଙ୍ଗବାଡିର ଦୁର୍ଗମ ଓ ଅପହଞ୍ଚ ଗ୍ରାମକୁ ବାଛୁଛନ୍ତି। ବେଙ୍ଗୁଲୁରରେ ଏଭଳି ଏକ ବିଶ୍ୱବିଦ୍ୟାଳୟ…

ଭାଜପା ପକ୍ଷରୁ ସେବାପକ୍ଷ ପାଳିତ: ସଂଗ୍ରହ କଲେ…

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଭାଜପା ପକ୍ଷରୁ ସେବାପକ୍ଷ ପାଳନ କରାଯାଇଛି। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଭାଜପାର ଜିଲା ସଭାପତି ପଣ୍ଡିତ ବିଶି ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେବାପକ୍ଷର ଉଦ୍ଦେଶ୍ୟ ଏବଂ ଜିଲାରେ…

ସିମନବାଡି ଗ୍ରାମପଞ୍ଚାୟତରେ ଆଦି ସେବା କେନ୍ଦ୍ର ଉଦ୍‌ଘାଟିତ

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତରେ ଆଦି ସେବା କେନ୍ଦ୍ରର ଉଦ୍‌ଘାଟିତ ହୋଇଛି। ଏଥିରେ ସରପଞ୍ଚ ଅମିତା ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜାଗୃତି କାର୍ଯ୍ୟାଳୟର ଧ୍ରୁବ ଚରଣ ନାୟକ ଯୋଗଦେଇଥିଲେ। ଏହି କେନ୍ଦ୍ରଟି ଗ୍ରାମବାସୀଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?