କନ୍ଧମାଳ

ଦଶହରାରେ ବିଦ୍ୟୁତ ବିଭ୍ରାଟ: ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଦଶହରା ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ ଅଚଳ ଯୋଗୁ ଉପଭୋକ୍ତାଙ୍କ ମନରେ ଆସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟୁତ ଅଚଳ ଯୋଗୁ ନିଜ ବ୍ୟବସାୟୀ…

ମା’ଙ୍କର ଚାଲିଛି ଦଶମୀ ପୂଜା: ବର୍ଷାରେ ବି ଜମୁଛି ଭିଡ଼

ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): ଆଜି ବିଜୟା ଦଶମୀ। ଏହି ଅବସରରେ ସାରା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହି ପର୍ବ ବଡ଼ ଧୂମଧାମରେ ପାଳନ କରାଯାଉଛି। ମା’ଦୁର୍ଗାଙ୍କ ଧରାବରଣ ରେ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଯଦିଓ ଲଘୁଚାପ ଜନିତ ବର୍ଷା ଲାଗିରହିଛି…

ବିନା ହ୍ୟାଣ୍ଡ ପମ୍ପରେ ଉଠୁଛି ପାଣି, ଅନବରତ ନଷ୍ଟ ହେଉଛି ଜଳ: ଦେଖନ୍ତୁ Video

ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ): ଅନେକ ଗ୍ରାମରେ ଦେଖାଯାଏ ପିଇବା ପାଣି ପାଇଁ ସମସ୍ୟା। ବୁନ୍ଦାଏ ପାଣି ପାଇଁ ଲୋକ ନଈ, ପୋଖରୀ, ଚୁଆ ଆଦିରୁ ଦୂରଦୁରାନ୍ତକୁ ଯାଆନ୍ତି। ଅନେକ ସମୟରେ ପିଇବା ପାଣି ପାଇଁ ଲୋକ ଗରା ମାଠିଆ ଧରି ବିକ୍ଷୋଭ…

ସୁଧୁରୁନି ସିର୍କାବର୍ଗ ରାସ୍ତାର ଅବସ୍ଥା: ହେଉନି ରକ୍ଷଣବେକ୍ଷଣ, ଖାଲଖମା ଭର୍ତ୍ତି

ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ):ଦିନ ଥିଲା ଦାରିଙ୍ଗବାଡିଠାରୁ ସିର୍କାବର୍ଗକୁ ସବୁଦିନିଆ ଭଲ ରାସ୍ତା ଟିଏ ନ ଥିଲା। ସିର୍କାବର୍ଗ ବାସିନ୍ଦା ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଆସିବାକୁ ହେଲେ ୩୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯାତାୟାତ କରୁଥିଲେ। ନିଜ ଜମିରୁ ଅମଳ…

ମା’ଦୁର୍ଗାଙ୍କ ଆଜି ମହାନବମୀ ପୂଜା: ଦଶହରା ପାଇଁ ଦାରିଙ୍ଗବାଡି ସହର ଉତ୍ସବ ମୁଖର

ଦାରିଙ୍ଗବାଡି, ୧ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦଶହରା ପାଇଁ ଉତ୍ସବମୁଖର ହୋଇପଡିଛି । ସପ୍ତମୀ ତିଥି ଠାରୁ ଏହି ପର୍ବରେ ମା’ ଦୁର୍ଗା ମୃଣ୍ମୟ ମୂର୍ତ୍ତି ଙ୍କୁ ପୂଜାର୍ଚନା କରାଯାଉଥିବା ବେଳେ ବୁଧବାର ମହାନବମୀ…

ସିମନବାଡିରେ ଦଶହରା ସ୍ଥାୟୀ ମନ୍ଦିରରୁ ମା’ ପାଟ୍ଟଖଣ୍ଡାଙ୍କ ଅସ୍ଥାୟୀ ମଣ୍ଡପକୁ ଆଗମନ

ଦାରିଙ୍ଗବାଡି,୩୦ ।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ଏବେ ଦଶହରା ପୂଜାପାଇଁ ଚଳ ଚଞ୍ଚଳ ହୋଇଉଠିଛି । ଉକ୍ତ ବ୍ଲକ ସିମନବାଡି ଠାରେ ଏହି ପର୍ବ ପାଳନ ପାଇଁ ଚଳଚଞ୍ଚଳ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ଥାୟୀ ମଣ୍ଡପରୁ…

ଲମ୍ବାବାଡ଼ର ଗୌରବ ସୋନାଲିଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି

ଖଜୁରୀପଡା, ୩୦।୯ (ବିଦୁର ବେହେରା ): ଖଜୁରୀପଡା ବ୍ଲକ ଦଳପଡା ଗ୍ରାମପଞ୍ଚାୟତ ଲମ୍ବାବାଡ଼ି ଗ୍ରାମର ସୋନାଲି ଯାନୀ ଓଡ଼ିଶା ପ୍ରଶାସନିକ ସେବା ପାଇଁ କୃତିତ୍ୱ ଅର୍ଜନ କରିଥିବା ସୂଚନା ପାଇ ସୋନାଲିଙ୍କ ଜନ୍ମମାଟି ଲମ୍ବାବାଡି ଗ୍ରାମରେ ଉତ୍ସାହ ଖେଳି ଯାଇଛ। ସୋନାଲିଙ୍କ…

ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ: ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଗ୍ରାମବାସୀ

ଦାରିଙ୍ଗବାଡି,୩୦।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚକଭାବେ ଜଣାଶୁଣା କିରିକୁଟି ପଞ୍ଚାୟତର ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ ଯୋଗୁ ଯାତାୟତରେ ବାଧାପ୍ରାପ୍ତ ଦେଖାଯାଇଛି। ପ୍ରକାଶ ଯେ, ଅଞ୍ଚଳରେ ଦୈନିକ ବର୍ଷା ଲାଗିରହିଥିବା ବେଳେ ଗତ କିଛି ଦିନ ହେଲା…

କେନ୍ଦ୍ର କୁଇକୁଳ ସମିତିର ବୈଠକ ପଞ୍ଚାୟତ ସ୍ତରରୁ କେନ୍ଦ୍ର କମିଟି ପର୍ଯ୍ୟନ୍ତ ସୁଦୃଢ଼ କରିବାକୁ…

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କୁଇକୁଳ ସମାଜ କାର୍ଯ୍ୟାଳୟଠାରେ କେନ୍ଦ୍ର କୁଇକୁଳ (କୁଇ ସମାଜ)ସମିତିର ବୈଠକ କେନ୍ଦ୍ର ସଭାପତି କ୍ଳେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ସମିତି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ବିଭିନ୍ନ ମୌଳିକ…

ସୌନ୍ଦର୍ଯ୍ୟ ହରାଉଛି ହିଲଭିୟୁ ଘାଟି: ବଢୁଛି ପ୍ରଦ୍ୟୁଷଣ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏବେ କୁଢ଼ କୁଢ଼ ଅଳିଆ ଗଦା ଉପରେ ପର୍ଯ୍ୟଟକଙ୍କୁ ଠିଆ ହୋଇ ହାତ ଧରି ଡାକୁଛି। ଏବେ ପର୍ଯ୍ୟଟକ ଓ ପରିବେଶବିତ୍‌ମାନେ ଏହି କଥା କହିବା ଆରମ୍ଭ କଲେଣି। ଦାରିଙ୍ଗବାଡିରୁ…

ପୋଲିସର ବଡ଼ ପଦକ୍ଷେପ: ଏଣିକି ଲୋକଙ୍କୁ ଏଫଆଇଆର ଦାଖଲ କରିବା ସହଜ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ପୋଲିସର ବଡ଼ ପଦକ୍ଷେପ ଲୋକଙ୍କୁ ବିଭିନ୍ନ ଆଇନ ସେବା ଯୋଗାଇଦେବାକୁ ପୋଲିସର ପ୍ରୟାସ ଏବେ ସବୁଠି ଚର୍ଚ୍ଚା। ପ୍ରକାଶ ଯେ କନ୍ଧମାଳ ଏସପି ହରିଶ ବିସିଙ୍କ ନେତୃତ୍ୱରେ ପୋଲିସ ଆରମ୍ଭ କରିଛି। ଆପ ‘ସାଥି’…

ଆଜି ମା’ଙ୍କ ସପ୍ତମୀ ପୂଜା, ଚଳଚଞ୍ଚଳ ପୂଜାପୀଠ

ଜି.ଉଦୟଗିରି,୨୯ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସର୍ବପୁରାତନ ଦୁର୍ଗାପୂଜା ମଣ୍ଡପରେ ସୋମବାର ଦିନ ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ରବିବାର ରାତିରେ ମହାଆଡ଼ମ୍ବରରେ ଅଞ୍ଚଳର ପ୍ରତିଷ୍ଠିତ ଦେବୀ ମା’ ବାରଳଦେବୀଙ୍କ ମନ୍ଦିରରୁ ଘଟକୁ ଆମନ୍ତ୍ରଣ କରି ନିଆଯାଇଥିଲା। ତା’ପରେ ବିଲ୍ବବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?