ଦିଲ୍ଲୀ ଫେରନ୍ତା ବାଜାଶାଲା ଦଳକୁ ସ୍ବାଗତ
କେସିଙ୍ଗା,୨୯।୧: ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନର ୮୦ଜଣିଆ କଳାକାର ‘ବଜାଶାଲ’ ନୃତ୍ୟ ପରିବେଷଣ କରି ଘରକୁ ଫେରିଛନ୍ତି। ଦିଲ୍ଲୀରୁ ସମତା ଏକ୍ସପ୍ରେସରେ ଆସି ଶୁକ୍ରବାର କେସିଙ୍ଗା ଷ୍ଟେଶନରେ ପହଞ୍ଚତ୍ଲେ। ପରେ କଳାକାରମାନଙ୍କୁ ଉକିଆ ଅନୁଷ୍ଠାନ…
ମଣ୍ଡିରେ ଅବ୍ୟବସ୍ଥା ନେଇ ଭାଜପାର ଜିଲାପାଳ କାର୍ଯ୍ୟାଳୟ ଘେରାଉ
ଭବନୀପାଟଣା, ୨୯।୧: ମଣ୍ଡିରୁ ଧାନ ନ ଉଠିବା ତଥା ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି କଳାହାଣ୍ଡି ଭାଜପା ତରଫରୁ ଶୁକ୍ରବାର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା ଭାଜପା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ଓ ଚାଷୀ…
୫ ଘଣ୍ଟା ଫସିଲେ କଳାହାଣ୍ଡିର କଳାକାର
ଭବାନୀପାଟଣା,୨୮।୧: ନୂଆଦିଲ୍ଲୀଠାରେ ୨୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଯୋଗୁ ରାସ୍ତାରେ ୫ ଘଣ୍ଟା ଫସି ରହିଥିଲେ କଳାହାଣ୍ଡି ଜିଲାର ବଜାଶାଲ କଳାକାର। ଶେଷରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାପରେ…
ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ମନ୍ତ୍ରୀ
ଜୁନାଗଡ଼,୨୭।୧: କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧ୍ୟାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ସ୍କୁଲର ବିକାଶ କରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ସେ ସମସ୍ତ…
ବୃଦ୍ଧ ଦମ୍ପତିଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଚୋରି
ଭବାନୀପାଟଣା,୨୮।୧: କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ଇନ୍ଦ୍ରମାଲ ଗ୍ରାମର ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର କାହ୍ନୁ ସାହୁ (୭୫) ଓ ତାଙ୍କ ସ୍ତ୍ରୀ…
ଜଳ ସମ୍ପଦ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀଙ୍କ କେସିଙ୍ଗା ଗସ୍ତ: ଉଠାଜଳସେଚନ ନିର୍ମାଣ ଦାବି
କେସିଙ୍ଗା,୨୭।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସୁକୁନାଭଟାକୁ ବୁଧବାର ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂ ଗସ୍ତରେ ଯାଇଛନ୍ତି। ସେମାନେ ଭବାନୀପାଟଣାରୁ ବାହାରି କେସିଙ୍ଗା ବ୍ଲକର ସୁକୁନାଭଟାରେ ପହଞ୍ଚି ଥିଲେ। ପରେ ସେଠାରୁ ଏକ ଟ୍ରାକ୍ଟର…
ଅନ୍ଲାଇନ ଠକେଇ ମାମଲା: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତ ଗିରଫ
ଭବାନୀପାଟଣା,୨୭।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଅନ୍ଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହମିରପୁରରୁ ୫ ସାଇବର ଠକଙ୍କୁ ଗିରଫ କରାଯାଇଛି। ମୋବାଇଲ ଫୋନ ଜରିଆରେ ଅଭିଯୁକ୍ତ ଲଟେରି ଟଙ୍କା ପୈଠ ଲୋଭ ଦେଖାଇ ଅନ୍ଲାଇନ୍ ଠକେଇ କରୁଥିଲେ। ତେବେ ଗିରଫ ୫ ଜଣ…
କର୍ଲାମୁଣ୍ଡାର ଗୌରବ ସୌମ୍ୟାରାଣୀ: ପ୍ରଥମ ମହିଳା ଭାବେ ଯୋଗଦେବେ ସିଆର୍ପିଏଫ୍ରେ
କର୍ଲାମୁଣ୍ଡା,୨୬ା୧: କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ଝିଅ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍)ରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ ବ୍ଲକ ଅନ୍ତର୍ଗତ ସର୍ଗୁଲ ଗ୍ରାମର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ ଝିଅ ସୌମ୍ୟରାଣୀ ହୋତା (୨୦)।…
ଶିକ୍ଷାନୁଷ୍ଠାନର ୨ଶହ ମିଟର ଭିତରେ ଗୁଟ୍ଖା, ସିଗାରେଟ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ
ଜୁନାଗଡ଼,୨୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହ ମିଟର ପରିସରରେ ଖୋଲା ହୋଇଥିବା ଦୋକାନରେ ଶୁକ୍ରବାର ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦୋକାନୀଙ୍କଠାରୁ ଫାଇନ ଆଦାୟ କରିବା ସହ ଗୁଟ୍ଖା, ତମାଖୁ, ବିଡି, ସିଗାରେଟ, ଖଇନୀ ଆଦି…
ଟିକା ନେଲେନି, କଳାବ୍ୟାଜ୍ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ
ଭବାନୀପାଟଣା,୨୨।୧: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟକ୍ରମରେ କଳାବ୍ୟାଜ୍ ପିନ୍ଧି ସହଯୋଗ କରିଥିଲେ ମଧ୍ୟ ଟିକା ନେଇ ନ ଥିଲେ। ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇ.ଫକୀର ମୋହନ ମାଝି ମୁଖ୍ୟଅତିଥି…
ପୋଲିସର ନିଆରା ପ୍ରୟାସ: ଗୋଲାପ ଦେଇ ସଚେତନତା
ଜୁନାଗଡ଼,୨୨।୧: ଟ୍ରାଫିକ ନିୟମ ମାନୁ ନ ଥିବାରୁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ପକ୍ଷରୁ ଶୁକ୍ରବାର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ରାସ୍ତାରେ ଟ୍ରାଫିକ ନିୟମ ମାନି ଯାଉଥିବା ଓ…
ରକ୍ତରଞ୍ଜିତ ହେଲା ସୁନାମୁଖୀ ପୀଠ
ଭବାନୀପାଟଣା,୨୧।୧: କଳାହାଣ୍ଡି ଜିଲା ମା’ ମାଣୀକେଶ୍ୱରୀଙ୍କ ଛତରଯାତ୍ରା ପରେ ଅଲାତରାର ସୁନାମୁଖୀ ଯାତ୍ରାରେ ବଳି ପଡିବା ପ୍ରଥା ବହୁ ପ୍ରାଚୀନ। ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମରେ ପ୍ରତିବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ବୁଧବାର ଅର୍ଥାତ ଶୁଳିଆ…
Archives


