କଳାହାଣ୍ଡି

ଝରକା ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୪ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଫକୀର ମୋହନ ପଣ୍ଡାଙ୍କ ଘରୁ ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍‌ ଭାଙ୍ଗି ସୁନା,ଟଙ୍କା,ମୋବାଇଲ ଚୋରି କରିନେଇଛନ୍ତି। ଏ ନେଇ ଫକୀର ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘରେ କେହି ନ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୨ ପରିବାର ବାସହୀନ

କୋକସରା,୧୩ା୭(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିର୍କାପଡ଼ାର ୨ ଗରିବ ପରିବାରଙ୍କ ଘର ଭାଙ୍ଗି ଯାଇଛି। ଫଳରେ ପରିବାରକୁ ଧରି ନିରାଶ୍ରୟ ହୋଇ ଭଙ୍ଗା ଘରର ଏକ କୋଣରେ ଆଶ୍ରୟ ନେଇଛନ୍ତି। ଅଭିଯୋଗ ଅନୁସାରେ, ଭିର୍କାପଡ଼ାର…

ପ୍ରଥମ ବର୍ଷାରେ ଧୋଇଗଲା ମାଟି: ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବିରାଟ ଗର୍ତ୍ତ

କୋକସରା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରେ ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ ଏକ ବୃହତ ଯୋଜନା। କଳାହାଣ୍ଡି ଜିଲାର ଶେଷ ସୀମା ଆମପାଣିଠାରୁ ବିଜୁ ଏକ୍ସପ୍ରେସ ୱେ ଆରମ୍ଭ ହୋଇ ନୂଆପଡା ଜିଲାକୁ ସଂଯୋଗ କରୁଛି। ପୂର୍ତ୍ତ…

କଲଭଟ୍‌ ତଳେ କଙ୍କାଳ

କଳାହାଣ୍ଡି,୧୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଅନ୍ତର୍ଗତ ତେନ୍ତୁଳିପଡ଼ା କଲଭଟ୍‌ ତଳେ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏ ନେଇ ପୋଲିସକୁ ଖବର ଦେଇଛନ୍ତି। ସୂଚନାନୁଯାୟୀ, ତେନ୍ତୁଳିପଡ଼ା ଗ୍ରାମର କିଛି ବ୍ୟକ୍ତି କଲଭଟ୍‌କୁ ମାଛ ଧରିବା ପାଇଁ ଯାଇଥିଲେ।…

ଧୋଇଗଲା ଆପ୍ରୋଚ ରୋଡ୍‌, ଯୋଗାଯୋଗ ବିଚ୍ଛିନ୍ନ

ଜୁନାଗଡ଼,୧୨ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ନିକଟରେ କରାଯାଇଥିବା ଆପ୍ରୋଚ ରାସ୍ତାରେ ବଢ଼ି ପାଣି ଯୋଗୁ ଘାଇ ସୃଷ୍ଟି ହୋଇଛି।…

ବେଲ୍‌ରେ ଆସି ବାହୁଡ଼ାରେ ସାମିଲ ହୋଇଥିଲେ ଗୋବିନ୍ଦ: ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ସନ୍ଦେହ

ଭବାନୀପାଟଣା,୧୨।୭(ସ୍ବ.ପ୍ର): ବେଲ୍‌ରେ ଆସି ଗାଁ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ଗୋବିନ୍ଦଙ୍କୁ ଗତ ୮ ତାରିଖରେ ହାଇକୋର୍ଟ ୧୪…

ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ ରହିବାକୁ ଭଲପାଏ କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ…

ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିଲା ଫାୟାର ଫାଇଟିଂ ଭ୍ୟାନ୍‌

ଭବାନୀପାଟଣା,୧୦।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍କେଲା ବିମାନ ବନ୍ଦରରେ ରବିବାର ଫାୟାର ଫାଇଟିଂ ଭ୍ୟାନ୍‌ ପହଞ୍ଚିଛି। ଏହି ଭ୍ୟାନ ବିମାନ ବନ୍ଦରରେ ରହିବା ସହ ବିମାନକୁ ନିଆଁ ଦାଉରୁ ସୁରକ୍ଷା ଦେବାରେ ସହାୟକ ହେବ। ସେହିପରି ଭ୍ୟାନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା ରହିଛି।…

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି

କୋକସରା,୧୦।୭(ଡି.ଏନ୍‌.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି। ଏହାଦ୍ୱାରା ଜୟପାଟଣା, କୋକସରା, ଧର୍ମଗଡ଼ ଏବଂ ଜୁନାଗଡ଼ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିରେ…

ନାଗସାପକୁ ଅଟକାଇଲା ପୋଷା କୁକୁର

କୋକସରା,୯ା୭(ଡି.ଏନ୍‌.ଏ.): ପୋଷା କୁକୁରଟିଏ ଦେଖାଇଛି ମାଲିକ ପ୍ରତି ଥିବା ତା’ର ଆନୁଗତ୍ୟ। ସକାଳୁ ମାଲିକ ଘରକୁ ଏକ ନାଗସାପ ପଶି ଆସୁଥିବା ଦେଖି ଅଧାବାଟରେ ସାପକୁ ଅଟକାଇଥିଲା ପୋଷା କୁକୁର। କୁକୁର ଭୁକିବା ପରେ ପରିବାର ଲୋକେ ଆସି ଏକ ନାଗସାପ…

ସାଧାରଣ ନିର୍ବାଚନକୁ ନେଇ ଏବେଠୁ କେନ୍ଦ୍ରମନ୍ତ୍ରୀଙ୍କ ରଣନୀତି

ଜୁନାଗଡ଼,୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଗସ୍ତରେ କେନ୍ଦ୍ର ସଂଖ୍ୟା ଲଘୁ ଓ ବ୍ୟାପାର ମନ୍ତ୍ରୀ ଜନ୍‌ ବାର୍ଲା। ଗୁରୁବାର ଅପରାହ୍ନରେ ସେ ନବରଙ୍ଗପୁର ଜିଲାରୁ କଳାହାଣ୍ଡି ଜିଲା ଅଭିମୁଖେ ବାହାରିଥିଲେ। ରାତି ୯ଟାରେ ସେ ଜୁନାଗଡ଼ ସହରସ୍ଥିତ ଭାଜପା କାର୍ଯ୍ୟାଳୟରେ ପହିଞ୍ଚଥିଲେ। ଏହାପୂର୍ବରୁ ଜୁନାଗଡ଼…

ଗାଁକୁ ଫେରିଲେ ବନ୍ଧକ ଥିବା ଦାଦନ ଶ୍ରମିକ

ଭବାନୀପାଟଣା/କୋକସରା,୬।୭(ସ୍ବ.ପ୍ର./ଡି.ଏନ.ଏ.):କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟରେ ବନ୍ଧକ ପଡ଼ିବା ଘଟଣାର ଭିଡିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା। ଏହା ପରେ ଜିଲା ପ୍ରଶାସନର ଉଦ୍ୟମ କ୍ରମେ ବୁଧବାର ବନ୍ଧକ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?