କଳାହାଣ୍ଡି

ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ

ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡର ଜିତେନ୍ଦ୍ର କୁମାର (୪୫)।…

ଆର୍‌ଏମ୍‌ସି ଗୋଦାମରେ ନିଆଁ

ଜୁନାଗଡ,୨୩।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସାପ୍ତାହିକ ବଜାରରେ ଥିବା ଆର୍‌ଏମ୍‌ସି ଗୋଦାମରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୁନାଗଡ, ଧର୍ମଗଡ, କୋକସରା, କଲମପୁର ଓ ଭବାନୀପାଟଣା ଅଗ୍ନିଶମ ବିଭାଗର ୬ଟି ଦମକଳ କେନ୍ଦ୍ର ଗାଡି ଆସି ନିଆଁକୁ ଆୟିତ୍ୱ କରିବାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ବିରୋଧରେ ୪ ଦିନ ହେଲା ପାଠପଢା ବନ୍ଦ

ଜୁନାଗଡ଼,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କେଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ବିବାଦ ଦେଖାଦେଇଛି। ଗତ କିଛି ଦିନ ତଳେ ପ୍ରଧାନଶିକ୍ଷକଙ୍କୁ ହଠାତ୍‌ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିଲା। ଏହାକୁ ବିରୋଧ କରି ୪…

ପଞ୍ଚାୟତ ସମ୍ମୁଖରେ ବୃଦ୍ଧାବୃଦ୍ଧଙ୍କ ଧାରଣା

କର୍ଲାମୁଣ୍ଡା,୨୨।୧୨(ଡି.ଏନ୍‌.ଏ.): ଆଧାର ସଂଯୋଗ ଓ କଓ୍ବୋଇସି ଅପ୍‌ଡେଟ ହୋଇ ପାରୁ ନ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ…

ଖେଳୁଥିବା ବେଳେ ଗଲା ଜୀବନ

କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ଦୀପଙ୍କ ୬ବର୍ଷର ନାବାଳକ ପୁଅ ଆଶିଷ । ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ମିଶି…

ଦେଶୀ ପିସ୍ତଲ ଜବତ;୨ ଗିରଫ

କେସିଙ୍ଗା,୧୬।୧୨: କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁଇ ଜଣ ଆସାମୀ ବିନା ଲାଇସେନ୍ସର ଦେଶୀ ପିସ୍ତଲ ରଖି କ୍ରାଇମ ଯୋଜନା ପ୍ରସ୍ତୁତ କରୁଥିବାବେଳେ କେସିଙ୍ଗା ପୋଲିସ ଚଢ଼ାଉ କରିଛି। ଚଢ଼ାଉ କରି ଗୋଟିଏ ପିସ୍ତଲ ଜବତ କରିବା ସହ ଦୁଇ ଜଣକୁ…

ମୃତ ହେଟାବାଘର ନଖ କାଟିନେଲେ

କୋକସରା:୧୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ସାଗରପଡ଼ା ନିକଟରେ ଏକ ଗାଡି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ଘଟିଛି। ବାଘଟି ରାସ୍ତା ପାରି ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।…

ଅଦିନିଆ ବର୍ଷାରେ ବ୍ୟାପକ ଧାନଫସଲ ନଷ୍ଟ

କର୍ଲାମୁଣ୍ଡା,୧୦ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ପାଚିଲା ଧାନ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ପାଚି ଯାଇଥିବାରୁ ଚାଷୀମାନେ ତରତର ହୋଇ ଧାନ କାଟି…

୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ

ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର ଜଣେ ଯୁବକ ସ୍ଥାନୀୟ ୧୮୦ ଫୁଟ ଉଚ୍ଚର ମୋବାଇଲ ଟାୱାରରେ ଚଢି ଯାଇଥିଲେ। ପରେ…

ମରାମତି ବେଳେ ଗଲା ବସ୍‌ ଚାଳକଙ୍କ ଜୀବନ

ଭବାନୀପାଟଣା,୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଗୋବରା ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବେଲୁନ ସଜାଡୁଥିବା ବେଳେ ଜେକ୍‌ରଡ ଖସିଯିବାରୁ ବସ୍‌ ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବସ୍‌ ଚାଳକ ହେଲେ କୋରାପୁଟ ଜିଲା…

ମଣ୍ଡିରେ ଭିଜୁଛି ଧାନ

କୋକସରା,୫।୧୨(ଡି.ଏନ.ଏ.): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ କଳାହାଣ୍ଡି ଜିଲାରେ ଶନିବାରଠାରୁ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ଫଳରେ ଖୋଲା ମଣ୍ଡିରେ ପଡିଥିବା ଶହ ଶହ କୁଇଣ୍ଟାଲ ଧାନ ଭିଜୁଥିବା ଦେଖିବାକୁ ମିଳୁଛି। କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନରେ ଥିବା…

ପେନ୍‌ସନ୍‌ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

କର୍ଲାମୁଣ୍ଡା,୧।୧୨(ଡି.ଏନ୍‌.ଏ.): ସରକାର ଷାଠିଏ ବର୍ଷରୁ ଊଦ୍ଧର୍‌ବ ମହିଳା,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ୍‌ ଦେବାକୁ ନିୟମ ତିଆରି କରିଥିଲେ ହେଁ ଯୋଗ୍ୟ ବ୍ୟକ୍ତିମାନେ ଏହି ଯୋଜନାର ସୁଫଳ ପାଇ ପାରୁ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?