କଳାହାଣ୍ଡି

୮୬୬ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା, କାର୍ଡ ପ୍ରଦାନ

କୋକସରା,୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ବ୍ଲକର ୨୨ ପଞ୍ଚାୟତର ମଧୁବାବୁ ପେନ୍‌ସନ୍‌ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୮୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ଓ କାର୍ଡ ପ୍ରଦାନ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୬।୧୨(ଡି.ଏନ.ଏ.): ସିକନ୍ଦରାବାଦରେ ଇଟାଭାଟିରେ ପୋଡ଼ି ମୃତ୍ୟୁବରଣ କରିଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ପଞ୍ଚାୟତ ନେଗିଗୁଡା ଗ୍ରାମର ସତ୍ୟ ସୁନା(୨୭)ଙ୍କ ମୃତଦେହ ମଙ୍ଗଳବାର ପହଞ୍ଚିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ତାଙ୍କର ସତ୍କାର କରାଯାଇଛି। କୋକସରା ବ୍ଲକ ସାନପୋଡ଼ା…

୨୪ ଘଣ୍ଟା ନ ପୁରୁଣୁ ପୁଣି ସିକନ୍ଦରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସର,୫।୧୨,(ଡି.ଏନ୍‌.ଏ.): ୨୪ ଘଣ୍ଟା ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସୋମବାର କଳାହାଣ୍ଡି ଜିଲା ଗମ୍ଭାରୀଗୁଡ଼ା ର୍ସିଲିଗୁଡା ଗାଁକୁ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ପୁଣି ଜଣେ ଶ୍ରମିକଙ୍କ ସିକନ୍ଦରାବାଦରେ ମୃତ୍ୟୁ…

ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି

କେସିଙ୍ଗା, ୫।୧୨(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମ ପଞ୍ଚାୟତର ମାଲପଡା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ହାତୀ ସୋମବାର ସକାଳେ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ। ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳ ଗୌଡ଼.ଏମ.ରାମପୁର ଅଞ୍ଚଳରୁ ହାତୀ ଆସିଥିବାର…

ସିକନ୍ଦରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୪।୧୨(ଡି.ଏନ୍‌.ଏ.): ସିକନ୍ଦରାବାଦରେ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଗମ୍ଭାରୀଗୁଡ଼ା ପଞ୍ଚାୟତ ସର୍ଲିଗୁଡ଼ା ଗ୍ରାମର ତେଜରାଜ ନାଏକ(୨୭)। ଅନ୍ୟପକ୍ଷେ ଦୁଇମାସ ମଧ୍ୟରେ କୋକସରା ବ୍ଲକର ବିଭିନ୍ନ…

ଟ୍ୟାଙ୍କର ଓଲଟି ଗ୍ୟାସ ଲିକ୍‌: ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ଭବାନୀପାଟଣା,୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା-ରାୟପୁର ୧୬ନଂ. ରାଜ୍ୟ ରାଜପଥ ପାଷ୍ଟିପଡ଼ା ନିକଟରେ ରବିବାର ଭାରସାମ୍ୟ ହରାଇ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍‌ ହେବା ଯୋଗୁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ…

ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

କୋକସରା,୩ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶନିବାର ୮ ଦଫା ଦାବି ନେଇ କୋକସରା ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରା ବ୍ଲକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ଆବାହନରେ ଶତାଧିକ…

ଉଦ୍‌ଘାଟନର ୪୮ ଘଣ୍ଟା ପରେ ବି ମଣ୍ଡିରୁ ଉଠୁନି ଧାନ

କର୍ଲାମୁଣ୍ଡା,୩ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ୩ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ସିଧାସଳଖ ଭାବେ ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ମଣ୍ଡିଗୁଡ଼ିକୁ ସ୍ଥାନୀୟ ତହସିଲଦାର ମିଳନ କୁମାର ଝାଙ୍କର ଉଦ୍‌ଘାଟନ କରିଥିଲେ। ତେବେ ଉଦ୍‌ଘାଟନ ହେବାର…

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମିଳିବ ପ୍ରଶିକ୍ଷଣ ସୁବିଧା

କର୍ଲାମୁଣ୍ଡା,୩।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଡିଓ ସୁଚରିତା ମୁଗ୍ରୀ, ବିଇଓ ତପିମଣି ଜାନୀ, ଏବିଇଓ ସହଦେ ସୁନା…

ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୩।୧୨(ସ୍ବ.ପ୍ର.): ଦୁର୍ଗମ ଅଞ୍ଚଳ ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ, ସରକାରୀ ଯୋଜନାର କିଭଳି ଲାଭ ପାଇବେ, କିଭଳି ବିକାଶ ହେବ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଆଜି ବି…

ଦୁର୍ନୀତି ଅଭିଯୋଗ ପରେ ପଞ୍ଚାୟତକୁ ଦିଆଗଲା ପିଡିଏସ୍‌ ବଣ୍ଟନ ଦାୟିତ୍ୱ

କେସିଙ୍ଗା,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନରେ ଦୁର୍ନୀତି ଓ ଅନିୟମିତତାକୁ ନେଇ କେସିଙ୍ଗା ବିଡିଓଙ୍କ ନିକଟରେ ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ଶୁକ୍ରବାର ବଣ୍ଟନ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର…

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ, ଶିକ୍ଷକ ଗିରଫ

ଭବାନୀପାଟଣା/ବଳାଙ୍ଗୀର ଅଫିସ, ୧।୧୨(ସ୍ବ.ପ୍ର): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ବୁଧବାର ରାତିରେ ୨ ଜଣକୁ ଉଠାଇ ନେଇଥିଲା। ଗୁରୁବାର କଣ୍ଟାବାଞ୍ଜି ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?