ଯାଜପୁର

ଭୁଲ୍‌ ଇଞ୍ଜେକଶନ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ କ୍ୱାକ୍‌ ଓ ମେଡିସିନ୍‌…

ଗୋରୁ ଚମଡ଼ା ବୋଝେଇ ମିନିଟ୍ରକକୁ ପୋଡ଼ି ଦେଲେ

କଳିଙ୍ଗନଗର,୧୮।୭(ଶୁଭାଶିଷ ରାଉତ): ସୋମବାର ରାତିରେ କୋରେଇ ଥାନା ଅଞ୍ଚଳରୁ ଆସୁଥିବା ଏକ ୪୦୭ ମିନିଟ୍ରକରେ ଗୋଚମଡ଼ା ଓ ହାଡ଼ କଲିକତା ଅଭିମୁଖେ ଯାଉଥିଲା । ଲୋକେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ସେହି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।…

ଜିଲା ପରିଷଦ ଉପନିର୍ବାଚନ ପାଇଁ ନାମାଙ୍କନ ସରିଲା

ଯାଜପୁର ଟାଉନ,୧୮ା୭: (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ଯାଜପୁର ଜିଲା ୧୫ନଂ. ଜୋନ୍‌ ଜିଲା ପରିଷଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୭ଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୫ନଂ. ଜୋନ୍‌ର ଜିଲା ପରିଷଦ…

ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି ବିରୋଧୀ

ଯାଜପୁର,୧୭ା୭ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଗତ ୨୩ ବର୍ଷ ହେଲା ତୃଣମୂଳସ୍ତରରୁ ଶକ୍ତିଶାଳୀ। ବିଜେଡି ସରକାରଙ୍କ ନୀତି ଓ ଆଦର୍ଶ ଭଲ ବୋଲି ଏଯାଏ ଦଳୀୟ ନେତା, କର୍ମୀମାନେ କହି ବୁଲୁଛନ୍ତି। ୨୦୨୨ ପଞ୍ଚାୟତ…

ହରିପୁର ବଜାର ରାସ୍ତା ଶୋଚନୀୟ

ରସୁଲପୁର,୧୭ା୭(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ବଜାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ଏହି ବଜାର ନିକଟରେ ଏକାଧିକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏବେ ଲଘୁଚାପଜନିତ…

ମାଟି ପକାଇ ଜଳ ନିଷ୍କାସନ ପଥ ଅବରୋଧ

ବରୀ,୧୭ା୭(ମହେନ୍ଦ୍ର ସ୍ବାଇଁ): ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ବାମପାର୍ଶ୍ୱରେ ଚାଷଜମିକୁ ଜଳପ୍ରବାହିତ ଓ ଜଳ ନିସ୍କାସନ କରିବା ପାଇଁ ବାଲିବିଲ ପଞ୍ଚାୟତସ୍ଥିତ ଗାନ୍ଧି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ କଲର୍ଭଟ ନିର୍ମାଣ କରାଯାଇଛି। ସାରନ୍ଦାପାଟରେ ବର୍ଷା ଜଳ ଜମି ରହି ଶହଶହ ହେକ୍ଟର…

ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାର କାମୁଡ଼େଇ ଛକଠାରୁ କେନ୍ଦୁଝର ଜିଲା ସୀମା ପର୍ଯ୍ୟନ୍ତ ଭାୟା କଡ଼ମା ଦେଇ…

ରାମ୍‌କୋର ଭୂତଳ ଜଳ ଚୋରି

ଯାଜପୁର,୧୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କାରଖାନା ପ୍ରାୟ ୮ଟି ବୋରୱେଲ ମାଧ୍ୟମରେ ମନଇଚ୍ଛା ଭୂତଳ ଜଳ ଚୋରି କରୁଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୭ଟି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ…

ଶ୍ରାବଣରେ ବଢୁଛି କେତକୀ ଫୁଲର ଚାହିଦା

ମହାକାଳପଡ଼ା,୧୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)ଶ୍ରାବଣ ମାସରେ ମହାଦେବଙ୍କ ମସ୍ତକରେ ଜଳଲାଗି ସହିତ କେତକୀ ଫୁଲର ଚଢ଼ାଇବାର ବିଧି ରହିଛି। କେତକୀ ଫୁଲ ମହାଦେବଙ୍କ ମସ୍ତକରେ ଲାଗି କଲେ କୋଟି ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଦିନ ଥିଲା କେନ୍ଦ୍ରାପଡ଼ା ଜିଲା…

ଚାଷୀଙ୍କୁ ଋଣ ପ୍ରଦାନରେ ଦୁର୍ନୀତି

ଯାଜପୁର,୧୫ା୭ (ହର୍ଷବର୍ଦ୍ଧନ ବେହେରା): କୃଷକମାନଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ଏହିକ୍ରମରେ ୨୦୨୨ ଜୁନରେ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)/ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପ୍ସ)ର ସମ୍ପାଦକ କିମ୍ବା…

ପ୍ରାଚୀନ ଶିବ ମନ୍ଦିରର ଧ୍ୱଂସାବଶେଷ ଠାବ

ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ବାଲିପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦେକୁଡୀ-ଚାନ୍ଦପୁର ଗ୍ରାମ ଉପକଣ୍ଠ ତେଲଙ୍ଗା ଗଡ଼ିଆରୁ ପଙ୍କ ଉତ୍ତୋଳନ ବେଳେ ଏକ ପ୍ରାଚୀନ ଶିବ ମନ୍ଦିରର ଧ୍ୱଂସାବଶେଷ ଠାବ କରାଯାଇଛି। ଏଥିରେ ମୋଟ୍‌ ୪୦ଖଣ୍ଡ ମସୃଣ, ପାଲିସ୍‌…

୨୨ କୋଟିର ରାସ୍ତା ବର୍ଷେ ଗଲାନାହିଁ

ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାରେ ଏବେ ମରାମତି କାର୍ଯ୍ୟ ଆରମ୍ଭ ହୋଇଗଲାଣି। କଟକ ଚାର୍‌ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ଏହି ରାସ୍ତା। ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ମାତ୍ର ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?