ଯାଜପୁର

ଅସହାୟ ଯୁବତୀଙ୍କ ବିବାହ କରାଇଲା କିନ୍ନର ସଂଘ

ଯାଜପୁର ଟାଉନ,୧୧ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ସୋମବାର ଜଣେ ଅସାହାୟ ଯୁବତୀଙ୍କୁ ନିଜ ଉଦ୍ୟମରେ କିନ୍ନର ସଂଘ ବିବାହ କରାଇଛନ୍ତି। ଏହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଯାଜପୁର ସହରର ରଶ୍ମି ସାହୁ…

ସ୍ବାମୀଙ୍କ ମାଡ଼ ସହି ନ ପାରି ଘର ଛାଡ଼ିଲେ ସ୍ତ୍ରୀ

ରସୁଲପୁର,୧୧ା୭(ରଞ୍ଜିତ ରାଉତ): ସ୍ବାମୀଙ୍କ ମାଡ଼ ସହ୍ୟ କରି ନ ପାରି ସ୍ବୀ ଘର ଛାଡ଼ିଛନ୍ତି। ଏଥିସହିତ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ସେ ୧୦ କି.ମି. ଊର୍ଦ୍ଧ୍ୱ ରାସ୍ତା ଚାଲିଚାଲି ଆସିଛନ୍ତି। ଏଭଳି ଘଟଣା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର…

ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ିଲା

ଯାଜପୁର/ଚଣ୍ଡିଖୋଲ,୧୧ା୭(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ଅଭିଯୋଗ ଉପରେ ସୋମବାର ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ ହୋଇଛି। ଏଥିରେ ଦର୍ପଣ ତହସିଲଦାର, ମାଇନିଂ ଅଫିସର, ସରକାରୀ ମାପଚୁପ ସଂସ୍ଥା ଓର୍ସାକ…

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

କାଏମା,୧୦ା୭( ଶିବପ୍ରସାଦ ମହାନ୍ତି) : ଜଳ ହିଁ ଜୀବନ। ହେଲେ ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନକୁ ଦିନ ଜଳସ୍ତର କମି ଚାଲିଥିବାରୁ ବିଭିନ୍ନ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ। ଅନେକ ଗାଁରେ ସ୍ବଚ୍ଛ ପାନୀୟ ଜଳ ମିଳୁନାହିଁ। ଏପରି ସମସ୍ୟାରେ…

ସାତ ସପନ ହୋଇଛି ଆବାସ ଯୋଜନା

ଜେନାପୁର,୧୦ା୭(ଅଶୋକ ଦାସ) : ରାଜ୍ୟ ସରକାର ଗରିବ ଖଟିଖିଆମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀମାନେ ପାଇପାରୁନାହାଁନ୍ତି। ଏଭଳି ଏକ ଅଭିଯୋଗ ଯାଜପୁର…

ବିକାଶ ପ୍ରତିଶ୍ରୁତି ଧୂଆଁବାଣ

ଯାଜପୁର,୧୦ା୭(ହର୍ଷବର୍ଦ୍ଧନ ବେହେରା): ୧୨୮ ବର୍ଷର ପୁରାତନ ଯାଜପୁର ରୋଡ ରେଳଷ୍ଟେଶନ ସବୁକ୍ଷେତ୍ରରେ ଅବହେଳିତ। ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ସହରର ମଧ୍ୟ ଭାଗରେ ଥିବା ଏହି ଷ୍ଟେଶନକୁ ଲାଗି ଗୁଡସ୍‌ ସେଡ୍‌ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହାବାଦ୍‌…

ଶ୍ୱଶୁରଘରେ ସ୍ତ୍ରୀଙ୍କୁ ହତ୍ୟା

ଯାଜପୁର ଟାଉନ/ଯାଜପୁର ସଦର,୯।୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସମର ବିଜୟ ଶରଣ):ଯାଜପୁର ସଦର ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତ କତରାପୁର ଗ୍ରାମରେ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ…

କଣ୍ଡିଆସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ

ସୁଲପୁର,୯।୭(ରଞ୍ଜିତ ରାଉତ):ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ। ୨୯ ଅଗଷ୍ଟ ୨୦୨୦ରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ କଣ୍ଡିଆ ସାହି ନିକଟରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ସେଠାକାର ରମଣି…

ନିମ୍ନମାନ କାମ କରି ଠିକାଦାର ଫେରାର

ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ଆସିନାହିଁ। ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ଼ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାର…

ବିଦ୍ୟାଳରେ ତାଲା ପକାଇଲେ ଛାତ୍ରୀଛାତ୍ର

ବିଞ୍ଝାରପୁର,୬ା୭(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ବାଛୋଳ ପଞ୍ଚାୟତ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକ ଅମର ଦାସଙ୍କ ବଦଳିକୁ ବିରୋଧ କରି ଗୁରୁବାର ଗ୍ରାମବାସୀ, ଅଭିଭାବକ ଓ…

ଗ୍ରାସୁଛି ପଲିଥିନ୍‌ ବିଷ

ଦଶରଥପୁର,୬।୭(ମନୋଜ ପୃଷ୍ଟି):ପଲିଥିନ୍‌, ଜରି, ପ୍ଲାଷ୍ଟିକ୍‌ରେ ନିର୍ମିତ କପ୍‌ ଓ ଚାମଚ ଆଦିର ବ୍ୟବହାର ଉପରେ ସରକାର କଟକଣା ଜାରି କରିଛନ୍ତି। ଏପରିକି ୪୦ ମାଇକ୍ରୋନ୍‌ ମୋଟେଇରୁ କମ୍‌ ଏବଂ ରିସାଇକେଲିଂ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଏହି ଆଇନକୁ…

ବ୍ୟାପୁଛି ଆଖିଧରା ରୋଗ

ରସୁଲପୁର,୬।୭(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି। ଆଖିରୁ ପାଣି ଗଡୁଛି, ଧଳା ଓ ଧୂସର ରଙ୍ଗର ଅଠାଳିଆ ପଦାର୍ଥ ନିର୍ଗତ ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri