ଯାଜପୁର

୧୦୦୦ ପୁଅରେ ୮୯୮ ଝିଅ ଜନ୍ମ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାରେ ପୁଅଙ୍କ ତୁଳନାରେ ଝିଅ ଜନ୍ମ ଅନୁପାତ ହ୍ରାସ ଉଦବେଗଜନକ ହୋଇଛି। ୨୦୧୫-୧୬ ବର୍ଷରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡିଶାରେ ୯୩୨…

ସୁରକ୍ଷା ଶୂନ, ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୨ା୬: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନାରେ ଛୋଟବଡ ବ୍ରିଜ ନିର୍ମାଣ ହେଉଛି। ଏଥିରେ ପୂର୍ତ୍ତ, ଜଳସେଚନ, ଡ୍ରେନେଜ ଓ ଗ୍ରାମ୍ୟ ନିର୍ମାଣ…

ବିପଦସଙ୍କୁଳ ଅବସ୍ଥାରେ ଦୁଧେଇ ସେତୁ

ବରୀ,୧।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳ ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ସଂଯୋଗୀକରଣ ସେତୁ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମର୍ମରେ ବାଲିବିଲ ପଞ୍ଚାୟତ ଢିହସାହି ରାଜସ୍ବ ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ୫ା୧୨ା୨୦୧୧ରେ ଦୁଧେଇ ସେତୁର ଶିଳାନ୍ୟାସ କରାଯାଇଥିଲା…

ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସବିଶେଷ ଯଥାର୍ଥତା (ଜଷ୍ଟିଫିକେଶନ) ରିପୋର୍ଟ ଦାଖଲ ହୋଇ ପାରି ନ ଥିବାରୁ ଏହି ପ୍ରସ୍ତାବ…

ଭୁଶୁଡ଼ିଲା ପଣସୁଆପାଲ ବ୍ରିଜ୍‌

ଯାଜପୁର ଅଫିସ,୩୦ା୫: ଯାଜପୁର ଜିଲା ବରୀ-ବଡ଼ଚଣା ରାସ୍ତାର ରତ୍ନଗିରି ପଞ୍ଚାୟତ ଅନ୍ତର୍ଗତ ପଣସୁଆପାଲ ନିକଟ କେଲୁଅ ଶାଖା ନାଳ ଉପରେ ଥିବା ବ୍ରିଜ୍‌ ରବିବାର ପୂର୍ବାହ୍ନରେ ଭୁଶୁଡ଼ି ପଡ଼ିଛି। ବର୍ଷା ହେଉ ନ ଥିଲେ ମଧ୍ୟ ଯାଜପୁର ଡ୍ରେନେଜ ବିଭାଗ ଅଧୀନ…

ଆର୍‌କେଭିୱାଇ ଲକ୍ଷ୍ୟଭ୍ରଷ୍ଟ

ଯାଜପୁର ଅଫିସ,୩୦ା୫: କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୭ ମେ ୨୯ରେ ଜାତୀୟ ବିକାଶ ପରିଷଦ(ଏନ୍‌ଡିସି) ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିୱାଇ) ପ୍ରଣିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ ଫସଲର ଅମଳ ହ୍ରାସ ଦୂର କରିବା ସହ କୃଷକମାନଙ୍କୁ ସର୍ବାଧିକ ଲାଭ ଦେବା…

ଧାନମଣ୍ଡଳ ପଞ୍ଚାୟତରେ ସରିଲା ଭୋଟ ଗ୍ରହଣ

ଚଣ୍ଡିଖୋଲ,୨୭।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ନିର୍ବାଚନମଣ୍ଡଳୀର ଧାନମଣ୍ଡଳ ପଞ୍ଚାୟତରେ ଶୁକ୍ରବାର ଉପନିର୍ବାଚନ ହୋଇଯାଇଛି। ଶହଶହ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାନମଣ୍ଡଳ ସରପଞ୍ଚ ପ୍ରାର୍ଥୀଙ୍କ…

ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଫାଟ

ଯାଜପୁର ଅଫିସ,୨୭ା୫: ରାଜ୍ୟରେ ମେଗା ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହେଉଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ପାଇପ ବିଛା କାର୍ଯ୍ୟରେ ବିଭାଗୀୟ ଯୋଜନା ଅନୁସାରେ ସମ୍ପାଦନ କରାଯାଉନାହିଁ।…

କାମରେ ଲାଗୁନି ଅଙ୍ଗନୱାଡି ଗୃହ

କୋରେଇ,୨୭ା୫(ସ୍ବ.ପ୍ର.): କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତ ଉପୁଳାଇ ଅଙ୍ଗନୱାଡି ଗୃହ ପିଲାଙ୍କ କାମରେ ଲାଗୁନି। ଦୁଇବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପିଲା ଏଠାରେ ପଢିବାର ସୁଯୋଗ ପାଉନାହାନ୍ତି। ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ…

୪୫ ଚାଷୀଙ୍କ ୩୭ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୨୭ା୫: ସରକାର ଧାନର ଅଭାବୀ ବିକ୍ରୀରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖି ଚାଷୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା କରିଥିଲେ। ଚାଷୀଙ୍କ ସଙ୍ଗଠିତ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ପାଇଁ ଧାନ ସଂଗ୍ରହ…

ପ୍ରଭାବିତ ହେବ ଖରିଫ୍‌ ଧାନ ଚାଷ

ରସୁଲପୁର,୨୬।୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ କରାଯିବାକୁ ପ୍ରସ୍ତୁତି ହେଉଛି। ତେବେ ଅସ୍ବାଭାବିକ ପାଣିପାଗ ଯୋଗୁ କ୍ଷେତ ପ୍ରସ୍ତୁତ ହୋଇପାରୁନାହିଁ। କ୍ଷେତରେ ବତର ନ ଥିବାରୁ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଅକ୍ଷୟତୃତୀୟାକୁ…

ବିବାହ ବାହାନାରେ ରାଜସ୍ଥାନକୁ ମହିଳା ଚାଲାଣ

ଯାଜପୁର ଅଫିସ,୨୬ା୫: ପ୍ରଶାସନ ଓ ପୋଲିସର ଦୃଷ୍ଟି ଆଢ଼ୁଆଳରେ ବିବାହ ଆଳରେ ଗରିବ ଯୁବତୀ ଓ ମହିଳାମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଅତୀତରେ ଅନେକ ଅଭିଯୋଗ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଳେ ମଙ୍ଗଳବାର ଯାଜପୁର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?