ଯାଜପୁର

ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ନେଇ ଅସନ୍ତୋଷ

କଳିଙ୍ଗନଗର,୧ା୧(ଡି.ଏନ.ଏ.): ଦାନଗଦି ପଞ୍ଚାୟତ ସମିତିର ୧୦ମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ…

ଶିଳ୍ପ ସମୃଦ୍ଧ ଜିଲାରେ ବେକାରଙ୍କ ସଂଖ୍ୟା ବଢୁଛି

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍‌.ଏ.),୩୦।୧୨: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିତ୍କରଣ ଓ ଯାଜପୁର ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ବ୍ୟାସନଗର ସ୍ବୟଂଶାସିତ କଲେଜ ପରିସରରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ତେବେ ଏଠାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଦୂରତା ମାତ୍ର ୫…

ରାସ୍ତା ନିର୍ମାଣ ତ୍ରୁଟି ବିରୋଧରେ ଆନ୍ଦୋଳନ

ରସୁଲପୁର,୨୯ା୧୨(ଡି.ଏନ.ଏ.): ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପଞ୍ଚାୟତ ଦୁର୍ଗାଦେବୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ କୁଆଖିଆ ଥାନା ପ୍ରଥମାଖଣ୍ଡ ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ଅଶୋକ (୨୮)ଗୁରୁତର ହୋଇଥିଲେ। ମଙ୍ଗଳବାର…

ଟ୍ରାଫିକ୍‌ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ

ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍‌ଏଫ୍‌ସି ସୌମ୍ୟରଞ୍ଜନ ପୃଷ୍ଟି ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଟ୍ରାଫିକ ଥାନାରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଳ…

ନିଯୁକ୍ତିମେଳାକୁ ଖଣି, ଶିଳ୍ପସଂସ୍ଥାର ଅଣଦେଖା

ଯାଜପୁର ଅଫିସ,୨୮।୧୨: ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ପ୍ରାୟ ୪ ବର୍ଷ ପରେ ସୋମବାର ବରୁହାଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ନିଯୁକ୍ତିମେଳା ଆୟୋଜିତ ହୋଇଛି। ବିଡମ୍ବନା ଯେ, ଏହି ନିଯୁକ୍ତି ମେଳାରେ କଳିଙ୍ଗନଗର…

ଖଣ୍ଡୋଲାଇଟ୍‌ ପଥର ଖଣି ଖନନକୁ ବିରୋଧ

ଚଣ୍ଡିଖୋଲ,୨୭ା୧୨(ଡି.ଏନ.ଏ.): ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ଯାଜପୁର ଜିଲାର ଶୁଖୁଆପଡ଼ା, କେଶରାଇପୁର, ଚଣ୍ଡିଆ ଓ ତେଲିଗଡ଼ ପାହାଡ଼ରୁ ଖଣ୍ଡୋଲାଇଟ୍‌ ପଥର ଖନନ କରାଯିବ। ଏହାକୁ ଓଡ଼ିଶା ଖଣିନିଗମ ଉତ୍ତୋଳନ ପାଇଁ…

୧୨ ବର୍ଷରେ ୩୦ ଗୁଣ ଠିକାଦାର ବୃଦ୍ଧି

ଯାଜପୁର ଅଫିସ,୨୭ା୧୨: ରାଜ୍ୟ ପୂର୍ତ୍ତ ବିଭାଗରେ ସରକାରୀ ସ୍ବୀକୃତିପ୍ରାପ୍ତ ମୋଟ ଠିକାଦାର ସଂଖ୍ୟା ୪୧,୨୩୭ ରହିଥିବାବେଳେ ସେଥିରୁ ୪୨୨ ଜଣ ରାଜ୍ୟ ବାହାରର ଠିକାଦାର ଅଛନ୍ତି। ଗତ ୧୨ ବର୍ଷରେ ୩୦ ଗୁଣରୁ ଅଧିକ ଠିକାଦାର ସଂଖ୍ୟା ବୃଦ୍ଧି ପାଇଛି। ତେବେ…

ଦବିଗଲା ମାର୍କଣ୍ଡପୁର, ବଡ଼ଚଣା ପାକ୍ସ ଦୁର୍ନୀତି

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥର ୧୨୨ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଏବଂ ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ…

ଆଶା ଆଶଙ୍କାରେ ଆଶାୟୀ

ବରୀ, ୨୫। ୧୨ (ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେବେ ହେବ ତାହାର ତାରିଖ ଘୋଷଣା ହୋଇନାହିଁ। ଏଭଳିସ୍ଥଳେ ଏହି ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଉଠିଥିବା ଆପତ୍ତି ଆଧାରରେ ହାଇକୋର୍ଟ ତାହାକୁ ପ୍ରତ୍ୟାହାର କରି ସାନି…

୨୮୪୮ ଏକର ଜମି ଅଧିଗ୍ରହଣ ବାକି

ଯାଜପୁର ଅଫିସ,୨୫ା୧୨: ରାଜ୍ୟରେ ବର୍ତ୍ତମାନ ୧୧ଟି ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଛି। କରୋନା ମହାମାରୀ ପାଇଁ ଜମି ଅଧିଗ୍ରହଣ କାମ କିଛି ମାତ୍ରାରେ ବିଳମ୍ବ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣ କାମ ପୂର୍ଣ୍ଣମାତ୍ରାରେ ଚାଲୁ ରହିବା ସହିତ…

ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ

ଯାଜପୁର ଅଫିସ,୨୪ା୧୨: ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତି କ୍ଷେତ୍ରରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଚେକ୍‌ ଡ୍ୟାମ୍‌, ଆବାସ ଯୋଜନାରେ ଅନେକ ଦୁର୍ନୀତି ପ୍ରମାଣିତ ହୋଇସାରଛି।…

ନିଯୁକ୍ତିରେ ବିଭ୍ରାନ୍ତିକର ତଥ୍ୟ

ଯାଜପୁର ଅଫିସ,୨୩ା୧୨: ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଇଣ୍ଡଷ୍ଟ୍ରି କେୟାର ନାମକ ଏକ ଉଦ୍ୟମ ଆରମ୍ଭ ହୋଇଛି। ଏହାବ୍ୟତୀତ ଶିଳ୍ପ ସଂସ୍ଥା ଦ୍ୱାରା ସରକାରଙ୍କ ଅନ୍‌ଲାଇନ ପୋର୍ଟାଲ ଷ୍ଟେଟ୍‌ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍‌ (ଏସ୍‌ପିଏମ୍‌ଜି) ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri