ପୁସ୍ତକ ଜୀବନର ଗତିପଥ ବଦଳାଇଥାଏ
ଯାଜପୁର ଟାଉନ, ୨୪ା୧୨ (ଡି.ଏନ.ଏ.): ଅନନ୍ୟା ସାହିତ୍ୟ ସଂସଦ ଏବଂ ଯାଜପୁର ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକମେଳା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ…
ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ, ୫୦ ହଜାର ଜରିମାନା
ଯାଜପୁର ଟାଉନ, ୨୪ା୧୨ (ଡି.ଏନ.ଏ.): ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି ଯାଜପୁର ଅତିରିକ୍ତ ଜିଲାଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ଯତିନ୍ଦ୍ର ମୋହନ…
ଚାଷୀ ଝିଅ ଶୁଚିସ୍ମିତା ଓଡ଼ିଶା ମହିଳା କ୍ରିକେଟର ଉଜ୍ଜ୍ୱଳ ତାରକା
ରସୁଲପୁର,୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ଚନ୍ଦ୍ରମଣୀ ପଣ୍ଡାଙ୍କ ଝିଅ ଶୁଚିସ୍ମିତା ପଣ୍ଡା ୧୯ବର୍ଷରୁ କମ୍ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ପକ୍ଷରୁ ଆୟୋଜିତ ଗ୍ରାମାଞ୍ଚଳ କ୍ରିକେଟ…
ସତ୍ୟପାଠ ଦାଖଲରେ ଅବହେଳା
ଯାଜପୁର ଅଫିସ,୨୩ା୧୨:ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ରାଜ୍ୟ ସରକାର, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ(ଏମ୍ଓଇଏଫ୍), ଷ୍ଟେଟ ଏନ୍ଭାଇରନର୍ମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ ଅଥରିଟି(ସିଆ) ଏବଂ ଠିକାସଂସ୍ଥା ଏନ୍ବିସିସି କର୍ତ୍ତୃପକ୍ଷ…
ଜନଗହଳି ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର
ରସୁଲପୁର,୨୩ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ପରିବା ହାଟ ଓ ବିଜୁ ଗ୍ରାମୀଣ ବଜାରର ବିଏସ୍ ଆଗ୍ରୋ ଡିଲର ପଏଣ୍ଟ୍ ସମ୍ମୁଖରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିଛି। ଏଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିବା ଘଟଣାକୁ…
ଧାନ ଫସଲ ଉଜାଡ଼ିଲେ ହାତୀପଲ
କାଳିଆପାଣି,୨୩ା୧୨ (ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭାଲୁକିପାତଳା ଗ୍ରାମରେ ବୁଧବାର ରାତିରେ ଏକ ହାତୀ ପଲ ପସି ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଏକ ଛୁଆକୁ ଧରି ଧାନ ବିଲରେ ପସି ଧାନ ଖାଇଥିଲେ। ଫଳରେ ରାତି…
ପ୍ରକଳ୍ପ ନ ଥାଇ ଅର୍ଥ ହରିଲୁଟ୍
ଯାଜପୁର ଅଫିସ,୨୩ା୧୨:ଗ୍ରାମାଞ୍ଚଳର ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରୁଛି ା ଦୁର୍ନୀତିକୁ ରୋକିବାକୁ ବିଭିନ୍ନସ୍ତରରେ ନିଯୁକ୍ତ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତାକୁ ଦାୟୀ କରାଯାଇଛି ା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ବି ଦୁର୍ନୀତି କରିବାକୁ ଆହୁରି ଖୋରାକ ଯୋଗାଉଛି ା ଏପରି…
ଦାଦନ ଖଟିବାକୁ ଗଲେ ନଗଡ଼ାବାସୀ
ଯାଜପୁର ଅଫିସ/କାଳିଆପାଣି, ୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା କାହାକୁ ଅଛପା ନାହିଁ। ୨୦୧୬ ଜୁଲାଇରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା…
ମୋବିଲ ରିଫାଇନାରି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ
ଧର୍ମଶାଳା,୨୨ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍କୋ ସିମେଣ୍ଟ୍ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ କେମିକାଲ କାରଖାନାରେ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାରଖାନାର ପ୍ରାୟ…
ଖବରକାଗଜ ବିକ୍ରେତାରୁ ଗବେଷକ
କୋରେଇ,୨୨ା୧୨(ସ୍ବ.ପ୍ର.): କଥାରେ ଅଛି ଇଚ୍ଛା ଥିଲେ ଉପାୟ ଅଛି। ଯାହାର ଜୀବନରେ କିଛି ହେବା ପାଇଁ ଜିଜ୍ଞାସା ଥିବ, ନିଜକୁ ଗଢି ତୋଳିବାର ସଂକଳ୍ପ ଯାହା ମନରେ ଥିବ, ତା ପାଇଁ ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ତା…
କାମରେ ଲାଗୁନି ‘ବସୁଧା’
ଯାଜପୁର ଅଫିସ,୨୨ା୧୨: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲୁଏସଏସ୍) ଖଣ୍ଡରେ ବ୍ୟାପକ ଦୁର୍ନୀତି ଚାଲିଛି । ଜିଲାବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପରିବର୍ତ୍ତେ ମିଛସତ ରିପୋର୍ଟ ଦେଇ ନିଜର ଦାୟିତ୍ୱ ନିର୍ବାହ କରାଯାଉଛି …
ଉନ୍ନତୀକରଣ କାର୍ଯ୍ୟ ଆରମ୍ଭରୁ ଲୁଟ୍
ଦଶରଥପୁର,୨୨ା୧୨(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ କରାଯାଉଛି। ଏଥିପାଇଁ ସରକାର ୮ କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଏବେଠାରୁ ଲୁଟ୍ ଆରମ୍ଭ…
Archives


