ଯାଜପୁର

ଆଜି ବ୍ୟାସନଗର ବନ୍ଦ

ଯାଜପୁର ରୋଡ,୧୯।୪(ଡି.ଏନ.ଏ.): ମାଟି ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବ୍ୟାସନଗର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଥିବା ମିଳିତ କ୍ରିୟାନୁଷ୍ଠାନ କମିଟିକୁ ସହରବାସୀଙ୍କ ସ୍ବତଃପ୍ରବୃତ ସମର୍ଥନ ରହିଥିବାବେଳେ କୌଣସି ଜନପ୍ରତିନିଧି ମୁହଁ ଖୋଲୁ ନାହାନ୍ତି। ଇତିମଧ୍ୟରେ ୫ ଦଫା…

ଜିଲା ମୁଖ୍ୟ ଚିକିତ୍ସାଳୟରେ ପଙ୍ଖା ନାହିଁ

ଯାଜପୁର ଟାଉନ,୧୮।୪: (ଡି.ଏନ.ଏ.) ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଛଟପଟ ରୋଗୀ। ଅଧିକାଂଶ ସ୍ଥାନରେ ପଙ୍ଖା ନାହିଁ ା ଯେଉଁଠି ପଙ୍ଖା ଅଛି ତାହା ଅଚଳ ଅବସ୍ଥାରେ ଝୁଲୁଛି ା ଏବେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଥିବାରୁ ରୋଗୀମାନେ…

ଇସି ପ୍ରତ୍ୟାହାର ନେଇ କୁନ୍ଥକୁନ୍ଥ

ଯାଜପୁର ଅଫିସ,୧୮।୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ରହିଥିବା ମୂଲ୍ୟବାନ କଳାପଥର ବା ଗ୍ରାନାଇଟ ଏବେ ପ୍ରାୟ ସରିବାକୁ ଯାଉଛି। ଛୋଟବଡ଼ କରି ପ୍ରାୟ ୨୦୦ ଖାଦାନ ମଧ୍ୟରୁ ଏବେ ୮୫ଟି ଖାଦାନ ସରକାରୀ ଭାବେ ରହିଛି। ସେଥିରୁ ଏଯାଏ…

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଶିକ୍ଷକ ଗୌରବ ସମ୍ମାନ

ବଡ଼ଚଣା,୧୮।୪:(ଡି.ଏନ୍‌.ଏ.):ବଡ଼ଚଣାର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବୃନ୍ଦାବନ କରଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ଟାଙ୍ଗୀ ବିଦ୍ୟାପୀଠର ପ୍ଲାଟିନମ୍‌ ଜୁବ୍‌ଲି ସମାରୋହ -୨୦୨୩ ଅବସରରେ ପୁରାତନ ଛାତ୍ରସଂଘ ଦ୍ୱାରା ଆୟୋଜିତ ଉତ୍ସବରେ କରଙ୍କୁ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଶିକ୍ଷକ…

ବେଆଇନ ଇଟାଭାଟି ଉପରେ ଚଢ଼ାଉ

ବରୀ,୧୮।୪:(ଡି.ଏନ.ଏ.) ବରୀ ତହସିଲ ଅଧୀନରେ ଦୀର୍ଘଦିନରୁ ଚାଲିଥିବା ବେଆଇନ ଇଟା ଉପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଘରୋଇ କାମ ପାଇଁ ଇଟା ତିଆରି କରୁଥିବା ଦର୍ଶାଇ ଏହି ଇଟା ଭାଟି…

ସଶକ୍ତ, ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ

ଧର୍ମଶାଳା,୧୮।୪:(ଡି.ଏନ.ଏ.): ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଧର୍ମଶାଳା ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି। ସୋମବାର ସକାଳ ୭ରୁ ବିଜେଡି, ଯୁବ ବିଜେଡି, ମହିଳା ବିଜେଡି,ଛାତ୍ର ବିଜେଡି, ବିଜେଡି ଗାର୍ଲସ ୱିଙ୍ଗ ପକ୍ଷରୁ ଜାରକା ବଜାର, ଶାନ୍ତି ବଜାର, କାଏମା ଓ ଧର୍ମଶାଳା…

ସରପଞ୍ଚଙ୍କ ସ୍ବାମୀଙ୍କ ଆକ୍ରମଣରେ ୩ ଶ୍ରମିକ ଆହତ

ବିଞ୍ଝାରପୁର,୧୮।୪:(ଡି.ଏନ.ଏ.) ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ଟିଣା ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ବିରୋଧ କରିବାକୁ ନେଇ ଗଣ୍ଡଗୋଳ ଘଟିଛି ା ରାସ୍ତା ନିର୍ମାଣ କରୁଥିବା ଶ୍ରମିକମାନଙ୍କୁ ଟିଣା ପଞ୍ଚାୟତର ସରପଞ୍ଚ ବିଟାରଶ୍ମି ନାୟକଙ୍କ ସ୍ବାମୀ ଉକତ୍ଳକାନ୍ତ ନାୟକ ଓ…

ବିଜୁଙ୍କ ପୁଣ୍ୟତିଥିରେ ରକ୍ତଦାନ ଶିବିର

ବରୀ,୧୮।୪:(ଡି.ଏନ.ଏ.) ବିଜୁ ପଟ୍ଟାନାୟକଙ୍କ ପୂଣ୍ୟତିଥିରେ ବରୀ ବ୍ଲକ୍‌ ଅଧୀନ ଅଟିରା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରୀ ବିଧାୟିକା ସୁନନ୍ଦା ଦାସ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ…

ମୋଦି ହଟାଅ, ସମ୍ବିଧାନ ବଞ୍ଚାଅ ସ୍ଲୋଗାନରେ କମ୍ପିଲା ଯାଜପୁର

ଯାଜପୁର ଟାଉନ,୧୮।୪: (ଡି.ଏନ.ଏ.) ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନରେ ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା…

ମେଗା ପ୍ରକଳ୍ପରୁ ଝରୁନି ପାଣି

ଯାଜପୁର ଅଫିସ,୧୮ା୪: ଗ୍ରୀଷ୍ମର ପ୍ରକୋପ ବଢ଼ିଛି। ଏଥିଯୋଗୁ ଭୂତଳ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଏହାସହ ନଳକୂପ, ନଈ, ପୋଖରୀ, ଖୋଲା କୂପ ଆଦି ଶୁଖିଲାଣି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା…

ରାସ୍ତା କାର୍ଯ୍ୟରେ ଅନିୟମିତତା

କାଳିଆପାଣି,୧୭ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ନିର୍ମାଣ ହେବାର ୬ ମାସ ନ ପୂରୁଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହାକୁ ନେଇ…

ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ସହରବାସୀ ଅତିଷ୍ଠ

ଯାଜପୁରରୋଡ୍‌,୧୭ା୪(ଡି.ଏନ.ଏ.): ବ୍ୟାସନଗର ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ ଚରମସୀମାରେ ପହଞ୍ଚତ୍ଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆଶାତୀତ ବୃଦ୍ଧି ପାଇଥିବାବେଳେ ସହରର ଉତ୍ତାପ ୪୦ ଡିଗ୍ରୀ ଟପିଲାଣି। ଦିନରେ ଅଗ୍ନି ବର୍ଷା ହେଉଛି। ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବପର ହେଉନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?