ଜବରଦଖଲ ଉଚ୍ଛେଦ
କୋରେଇ,୧୪ା୪(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଅନ୍ଧାରି ପଞ୍ଚାୟତ କୋରେଇଗଡ଼ିଆ ଗ୍ରାମରେ ଜବରଦଖଲ ହୋଇଥିବା ଦେବସ୍ଥଳୀ କିସମ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଉକ୍ତ ଜମିକୁ ଜବରଦଖଲ କରିଥିଲେ। ପୂର୍ବରୁ ଏହି ଜମିରେ…
ପୌର ବଜେଟ ଫାଇଲ ଚୋରି ଭିଡିଓ ଭାଇରାଲ
ଯାଜପୁର ରୋଡ,୧୪ା୪(ଡି.ଏନ.ଏ.):ବ୍ୟାସନଗର ପୌରପାଳିକା ତରଫରୁ ଗତ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି। ଏହି ବଜେଟରେ କୌଣସି ବିଷୟରେ ତାଳମେଳ ରହୁ ନ ଥିବା କାଉନସିଲରମାନେ ଅଭିଯୋଗ କରୁଥିବା ବେଳେ କୋରେଇ ବିଧାୟକ ମଧ୍ୟ ଅସନ୍ତୋଷ ଜାହିର…
ଖଣି କର୍ମଚାରୀଙ୍କ ୫ କୋଟି ଇପିଏଫ୍ ଟଙ୍କା ଆତ୍ମସାତ୍
କାଳିଆପାଣି,୧୩ା୪(ଡି.ଏନ.ଏ.): ଯାଜପୁର ଜିଲାରେ କର୍ମଚାରୀ ଓ ଶ୍ରମିକଙ୍କୁ ଶୋଷଣ କରିବା କେତେଜଣ ଖଣି ମାଲିକଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦରମା ପରେ ଏବେ କର୍ମଚାରୀ ଓ ଶ୍ରମିକଙ୍କ ଭବିଷ୍ୟତ ନିଧି ଟଙ୍କା ଆତ୍ମସାତ୍ କରାଯାଉଛି ବୋଲି ଅଭିଯୋଗ ହୋଇଛି…
ନଦୀବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା
ଯାଜପୁର ଅଫିସ,୧୩ା୪: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଓ ଏହାର ଶାଖାନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ବହୁ ଧନଜୀବନ କ୍ଷତି ହେଉଛି। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ନଦୀବନ୍ଧ ସୁଦୃଢୀକରଣ ନାମରେ…
୫୦ କୋଟି ପ୍ରାପ୍ୟ ପାଇଁ ଗାଁରୁ ଆରମ୍ଭ ହେବ ଆନ୍ଦୋଳନ
ଯାଜପୁର ଅଫିସ,୧୨।୪ : ଓଡ଼ିଶା ଖଣି ନିଗମ ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକଙ୍କ ହକ୍ ପ୍ରାପ୍ୟ ୫୦ କୋଟି ଟଙ୍କା ପ୍ରଦାନ ନ କଲେ ବ୍ୟାପକ ଆନ୍ଦୋଳନ ହେବ। ଏହାବାଦ୍ ଘରକୁ ଘର ଯାଇ ଏକ ଅଭିନବ ଅଭିଯାନ…
ହସ୍ତାନ୍ତର ହୋଇନି ୪୦୦ ଏକର ଜମି
ଯାଜପୁର ଅଫିସ,୧୨।୪: ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ନଂ.ଜାତୀୟ ରାଜପଥ(ଏନ୍ଏଚ୍)ପ୍ରକଳ୍ପ ଫଳକରେ ସୀମିତ ରହିଛି। ଏଥିପାଇଁ ପ୍ରାୟ ୪୦୦ ଏକର ଜମି ଏନ୍ଏଚ୍ଏଆଇକୁ ଏଯାଏ ହସ୍ତାନ୍ତର ହୋଇ ନ ଥିବାରୁ କାମ ଆରମ୍ଭ ହୋଇ…
ବଳରାମ ଯୋଜନାରେ ଉପକୃତ ହେବେ ବୁଣାକାର
ରସୁଲପୁର,୧୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗ୍ରାମର ବୁଣାକାରଙ୍କୁ ସମବାୟ ବିଭାଗ ପକ୍ଷରୁ ଋଣ ପ୍ରଦାନ କରିବାକୁ ନେଇ ଏକ ବୈଠକ ସମିତି ସଭାପତି ନରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ, ବୁଣାକାର, ଶିଳ୍ପୀ,…
ବୁରୁସାହିକୁ ଆଦର୍ଶ ଗ୍ରାମ ନିର୍ଦ୍ଦେଶରେ ସୀମିତ
ଜେନାପୁର,୧୨।୪(ଡି.ଏନ.ଏ.): ଯାଜପୁର ଜିଲାର ଦ୍ୱିତୀୟ ନଗଡ଼ା ଭାବେ ଧର୍ମଶାଳା ବ୍ଲକ୍ ଅଧୀନ ଅଞ୍ଜିରା ପଞ୍ଚାୟତର ବୁରୁସାହି ଗ୍ରାମ ପରିଚିତ। ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରୁ ୨୫ରୁ ଊଦ୍ଧର୍ବ ଆଦିବାସୀ ପରିବାର ଆସି ବସବାସ କରୁଛନ୍ତି।…
ଚଣ୍ଡିଖୋଲ-ପାରାଦୀପ ଏନ୍ଏଚ୍ ପାଲଟିଛି ମୃତ୍ୟୁଯନ୍ତା
ଚଣ୍ଡିଖୋଲ,୧୨।୪(ଡି.ଏନ.ଏ.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥ(ଏନ୍ଏଚ୍) ଏବେ ନିରାପଦ ନୁହେଁ, ଏହା ମୃତ୍ୟୁଯନ୍ତା ପାଲଟିଛି। ଏହି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଜୀବନ ଯାଉଥିବାବେଳେ ଅଧିକାଂଶ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାସ୍ତା ଅବରୋଧ କରି ଠିଆ ହୋଇଥିବା ଲୁହାପଥର…
ପୂର୍ବରୁ ଗୁଳି, ଏବେ ଅଣଦେଖାର ଶିକାର
ଯାଜପୁର ଅଫିସ,୧୧ା୪: ଯାଜପୁର ଜିଲା ଦାନଗଦି ବ୍ଲକ ଅଧୀନ ବହୁ ଗ୍ରାମର ବାସିନ୍ଦା ପ୍ରଦୂଷଣ ଜ୍ୱାଳାରେ ବିସ୍ଥାପିତ ହୋଇ ଅନ୍ୟତ୍ର ରହିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏ ଦିଗରେ ପ୍ରତିବନ୍ଧକ ସାଜିଛି ରାଜ୍ୟ ସରକାରଙ୍କ ୨୦୦୫ କଳିଙ୍ଗନଗର ବିସ୍ଥାପନ ନୀତି।…
୧୯ରେ ଅର୍ଥନୈତିକ ଅବରୋଧ, ବ୍ୟାସନଗର ବନ୍ଦ
ଯାଜପୁର ରୋଡ୍,୧୧। ୪(ଡି.ଏନ୍.ଏ.): ୫ ଦଫା ଦାବିରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଓ ଧର୍ମଘଟ ସୋମବାର ୩ୟ ଦିିବସରେ ପହଞ୍ଚିଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କମିଟି ସଭାପତି ହେମନ୍ତ କିଶୋର…
ପୁରୁଣା ଭର୍ସନ, ଅନାମଧ୍ୟେୟ ବ୍ରାଣ୍ଡ୍
ଯାଜପୁର ଅଫିସ,୧୦ା୪: ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍ବିଏଡିସି)ପାଣ୍ଠିରେ କାର୍ଯ୍ୟକାରୀ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ…
Archives


