ଜଗତ୍‌ସିଂହପୁର

ବହିର୍ବିଭାଗ ସମ୍ମୁଖରେ ଓହଳିଛି ବିଦ୍ୟୁତ୍‌ ତାର

ନାଉଗାଁ,୧୦।୯(ସ୍ବ.ପ୍ର.): ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧରାଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରର ବହିର୍ବିଭାଗ ସମ୍ମୁଖରେ କେନ୍ଦ୍ରର ବିଭିନ୍ନ ଓାର୍ଡ, କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ମିଟର ବସାଯାଇଥିବା ବେଳେ...

ତହସିଲ ପ୍ରଶାସନ, ଥାନା ମଧ୍ୟରେ ଛକାପଞ୍ଝା

ନାଉଗଁା,୧୦ା୯(ସ୍ବ.ପ୍ର.):ନାଉଗଁା ତହସିଲ ଓ ଥାନା ମଧ୍ୟରେ ଛକାପଞ୍ଝା ଚାଲିଛି। ଏହାର ଫାଇଦା ବାଲି ମାଫିଆ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ...

ଅସହ୍ୟ ହେଲା ଯନ୍ତ୍ରଣା, ବିଧାନସଭା ସମ୍ମୁଖରେ ହାତ କାଟିବା ସହ ବିଷ ପିଇଦେଲେ ଯୁବକ

ଭୁବନେଶ୍ୱର,୮ା୯(ବ୍ୟୁରୋ): ଯନ୍ତ୍ରଣାରେ ଅସହ୍ୟ ହୋଇ ବୁଧବାର ବିଧାନସଭା ସମ୍ମୁଖରେ ଜଣେ ଯୁବକ ହାତ କାଟିବା ସହ ବିଷ ପିଇ ଦେଇଛନ୍ତି। ଡାକ୍ତରଙ୍କ ଭୁଲ ଯୋଗୁ ତାଙ୍କ ଗୋଡ଼ ଅଚଳ ହୋଇପଡ଼ିଛି। ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥାଭାବ। ଗୁହାରି କଲେ ବି...

‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’

ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା ଘଟିଥିଲା। ସେତେବେଳେ ଦେଶରେ ସ୍ବାଧୀନତାର ବହ୍ନି ଜଳୁଥିଲା। ଗାନ୍ଧିଜୀଙ୍କ ଆହ୍ବାନ ଏରସମାବାସୀଙ୍କ ମନରେ...

ପାରାଦୀପ ବନ୍ଦରାଞ୍ଚଳରେ ବାଘ ! ଭାଇରାଲ ହେଉଛି ଭିଡିଓ

ପାରାଦୀପ,୨ା୯(ସ୍ବ.ପ୍ର): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବୁଧବାର ରାତିରେ ଏକ ବାଘ ବୁଲୁଥିବା  ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ବନ୍ଦର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସିସିଟିଭିରେ କଏଦ୍‌ ହୋଇଛି। ଏହା ନିଷିଦ୍ଧାଞ୍ଚଳ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ। ଏ ସମ୍ପର୍କରେ...

ପାରାଦୀପରେ ବଡ଼ ଧରଣର ଜମି ଦୁର୍ନୀତି: ଭିଜିଲାନ୍ସ ପକ୍ଷରୁ ୬ ବଡ଼ବଡ଼ିଆ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି।  ଏହି ଚଢାଉରେ ଜଣେ ଏଏସ୍‌ପି, ୧୧ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର...

ଜଗତ୍‌ସିଂହପୁର ବିକାଶ ପାଇଁ ୨୯ ପ୍ରକଳ୍ପ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁକ୍ରବାର ଅପରାହ୍ନରେ ଜଗତ୍‌ସିଂହପୁର ଜିଲାରେ ୧୧ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ ୧୮ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋଟ ୨୯ ପ୍ରକଳ୍ପ ପାଇଁ ୨୧୫ କୋଟି ଟଙ୍କା ବ୍ୟୟ...

୫୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ,୧୩ା୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହେଲେ ଅଧିକାଂଶ ଜମିରୁ ଜଳ ନିଷ୍କାସନ ସହଜ ହେଉନାହିଁ। ଫଳରେ ଚାଷ ପ୍ରଭାବିତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ...

କାମ ନ ସରୁଣୁ ଭୁଶୁଡିଲାଣି ବୁରୁଜ

ନାଉଗାଁ,୧୩ ।୮(ସ୍ବ.ପ୍ର): ବନ୍ୟା ଦାଉରୁ ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ଚିହ୍ନଟ ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯିବା ସହ ବୁରୁଜ ନିର୍ମାଣ କରାଯାଉଛି। କିନ୍ତୁ ଏହି ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାମ...

ଜଗତ୍‌ସିଂହପୁରରେ ଆଜିଠୁ ଖୋଲିବ ସମସ୍ତ ମନ୍ଦିର

ଜଗତ୍‌ସିଂହପୁର ଅଫିସ,୬।୮: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ହେବା ପରେ ଶୁକ୍ରବାରଠାରୁ ମା’ ଶାରଳା, ପ୍ରଭୁ ଗୋରେଖନାଥଙ୍କ ସମେତ ଜଗତ୍‌ସିଂହପୁର ଜିଲାର ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି। ଏଣିକି କୋଭିଡ୍‌ ମାର୍ଗଦର୍ଶିକା ଅନୁଯାୟୀ ସର୍ବସାଧାରଣ ଦେବଦେବୀଙ୍କ ଦର୍ଶନ...

ଡେଙ୍ଗୁକୁ ନେଇ ଜଗତ୍‌ସିଂହପୁରରେ ବଢୁଛି ଭୟ

ଜଗତ୍‌ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଧରାଧରପୁର ଗାଁର...

‘ଲକ୍ଷ୍ୟ’ ଦୌଡ଼ରେ ଜିଲା ମୁଖ୍ୟ ଚିକିତ୍ସାଳୟ

ଜଗତ୍‌ସିଂହପୁର ଅଫିସ,୨୬।୭: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗୁଣାବତ୍ତା ଉନ୍ନତି କାର୍ଯ୍ୟକ୍ରମ ଚାଲିଛି। ଏନେଇ ନ୍ୟାସନାଲ କ୍ବାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡସ୍‌ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପ୍ରସବ ଯନ୍ତ୍ରଣା ସମୟରେ ଉନ୍ନତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri