କଂଗ୍ରେସର ପୌରାଧ୍ୟକ୍ଷା ପ୍ରାର୍ଥୀ ନାମ ଘୋଷଣା
ଜଗତ୍ସିଂହପୁର ଅଫିସ,୨।୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ପ୍ରକ୍ରିୟା ଜୋରଦାର କରାଯାଇଛି। ଯେହେତୁ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି, ତେଣୁ କାହାକୁ…
ରାଜନୈତିକ ଦଳକୁ ପୂରାଇ ନ ଦେବାକୁ ନିଷ୍ପତ୍ତି
ପାରାଦୀପ,୧ା୩(ସ୍ବ.ପ୍ର.)ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପାରାଦୀପ ପୌରାଞ୍ଚଳରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏଥିପାଇଁ ମାର୍ଚ୍ଚ ୨ ରୁ ୭ ତାରିଖ ମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ ହେବ। ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ…
ଆଜିଠୁ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା
ଜଗତ୍ସିଂହପୁର ଅଫିସ, ୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ଶନିବାରଠାରୁ ଆରମ୍ଭ ହେବ। ଜିଲାର ସମସ୍ତ ବିତରଣ କେନ୍ଦ୍ରରେ ସକାଳ ୮ରୁ ଗଣତି ଆରମ୍ଭ ହେବ। ପ୍ରଥମ ଦିନ ଜିଲାର ୨୬ଟି ଜିଲା ପରିଷଦ ଜୋନ୍ ମଧ୍ୟରୁ ୮ଟି ବ୍ଲକର…
୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି
ଜଗତ୍ସିଂହପୁର ଅଫିସ, ୨୪ା୨: ଜଗତ୍ସିଂହପୁର ଜିଲାର ନାଉଗାଁ ଓ ଏରସମା ବ୍ଲକ ଅଞ୍ଚଳରେ ଗୁରୁବାର ୫ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ନାଉଗାଁ ବ୍ଲକର ୨ଟି ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ୧୬ଟି…
ଢିଙ୍କିଆରେ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା
କୁଜଙ୍ଗ,୨୩ା୨(ଡି.ଏନ୍.ଏ.): ଆସନ୍ତା ୨୪ ତାରିଖରେ ଢିଙ୍କିଆ ପଞ୍ଚାୟରେ ସମିତି ସଭ୍ୟ ଓ ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ। ମାତ୍ର ଏହି ସମୟରେ ଅବାଧ ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କାବ୍ୟକ୍ତ କରାଯାଇଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଶାସନ…
କୁଜଙ୍ଗ ୮୨.୧୩%, ରଘୁନାଥପୁରରେ ୮୦.୨୪% ଭୋଟ
ଜଗତ୍ସିଂହପୁର ଅଫିସ, ୨୩ା୨: ମଙ୍ଗଳବାର ଜଗତ୍ସିଂହପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ କୁଜଙ୍ଗ ବ୍ଲକ ଅଞ୍ଚଳରେ ୮୨.୧୩% ମତଦାନ ହୋଇଛି। ଯେଉଁଥିରେ ବ୍ଲକର ୪ଟି ଜୋନ ମଧ୍ୟରୁ ବଗଦିଆ ପଞ୍ଚାୟତରେ ସର୍ବାଧିକ ୯୩.୩୫% ଓ କୁଜଙ୍ଗରେ…
ଦାମ ରାଉତଙ୍କ କାର୍ ଭଙ୍ଗାରୁଜା ଘଟଣା: ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଗିରଫ
କୁଜଙ୍ଗ/ରାହାମା,୨୧ା୨(ଡି.ଏନ୍.ଏ.):ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ କାର୍କୁ ଭଙ୍ଗାରୁଜା କରିବା ଘଟଣାରେ ଜଗତ୍ସିଂହପୁର ଜିଲାର ତିର୍ତ୍ତୋଲ ପୋଲିସ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ ସୋମବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ଜାମିନ ନା ମଞ୍ଜୁର ହେବାରୁ…
ସଫଳତା ଦୋହରାଇବା ଲକ୍ଷ୍ୟରେ ଭାଜପା
ଜଗତ୍ସିଂହପୁର ଅଫିସ, ୨୧ା୨: ଜଗତ୍ସିଂହପୁର ଜିଲାର ୨୬ଟି ଜିଲା ପରିଷଦ ଜୋନ ମଧ୍ୟରୁ କୁଜଙ୍ଗ ବ୍ଲକର ୪ଟି ଯାକ ଆସନର ଗୁରୁତ୍ୱ ରହିଛି। ୨୦୧୭ ନିର୍ବାଚନରେ ଏହି ବ୍ଲକରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏପରି…
୨ ବୁଥ୍ରେ ହିଂସା, ମତଦାନ ବନ୍ଦ
ଜଗତ୍ସିଂହପୁର ଅଫିସ, ୧୯ା୨: ଜଗତ୍ସିଂହପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବାଚନ ବେଳେ ଜଗତ୍ସିଂହପୁର ଥାନା ପଟସରା ପଞ୍ଚାୟତ ଅନ୍ତର୍ଗତ ଢିଅପଟସରା ପ୍ରାଥମିକ ବିଦ୍ୟାଳୟ ୧ନଂ. ଓ…
ଜଗତ୍ସିଂହପୁର ବ୍ଲକରେ ୭୮.୯୨% ମତଦାନ
ଜଗତ୍ସିଂହପୁର ଅଫିସ, ୧୯ା୨: ୨ୟ ପର୍ଯ୍ୟାୟ ନିର୍ବାଚନରେ ଜଗତ୍ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ପାଇଁ ଶୁକ୍ରବାର ମତଦାନ ହୋଇଛି। ଏହି ଅବସରରେ ୭୮.୯୨% ମତଦାନ ହୋଇଛି। ସେଥିମଧ୍ୟରୁ ୧ନଂ.ରେ ସର୍ବାଧିକ ୮୧.୯୫%, ୨ନଂ.ରେ ୭୮.୭୯%, ୩ନଂ.ରେ ୭୭.୭୭%…
ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ
ଜଗତସିଂହପୁର ଅଫିସ,୧୮ା୨: ଜଗତସିଂହପୁର ସଦର ପଟସରାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥ୍ରେ ଭୋଟ୍ ବାକ୍ସ ଭଙ୍ଗାରୁଜା କରିଛନ୍ତି ୪୦ ରୁ ୫୦ ଦୁର୍ବୃତ୍ତ। ବୁଥ୍ ଭିତରେ ପଶି ଭୋଟ ବାକ୍ସ ସହ…
୧୦୯୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି
ଜଗତ୍ସିଂହପୁର ଅଫିସ,୧୮ା୨: ଜଗତ୍ସିଂହପୁର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ହେବ। ଏଥିରେ ଜଗତ୍ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୩୦ଟି ପଞ୍ଚାୟତରେ ୧୦୯୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରୁ ୧୬ଜଣ ଜିଲା…
Archives


