ଚକ୍ରାନ୍ତକାରୀଙ୍କ କବ୍ଜାରେ ଗୋରେଖନାଥ ପୀଠ
ରଘୁନାଥପୁର,୮ା୪(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗରେ ବାହାରେ ଥିବା ଦୋକାନୀ ଅଧିକ ମୂଲ୍ୟରେ ଭୋଗ ବିକ୍ରିକରି ମୁନାଫା ଉଠାଉଛନ୍ତି ବୋଲି…
ଠିକ୍ ସମୟରେ ସାମଗ୍ରୀ ପାଉନାହାନ୍ତି ହିତାଧିକାରୀ
ନାଉଗାଁ,୬ା୪(ସ୍ବ.ପ୍ର.): ରାଶନ କାର୍ଡ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ଢ଼େହାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀଙ୍କୁ ୫ କିଲୋ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। କିନ୍ତୁ ନାଉଗାଁ ବ୍ଲକର ହିତାଧିକାରୀ ଏହି…
ଉପାଧ୍ୟକ୍ଷ ପଦ ହାତେଇବାକୁ କଂଗ୍ରେସର ରଣନୀତି
ଜଗତ୍ସିଂହପୁର ଅଫିସ, ୬ା୪: ଜଗତ୍ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍ସିଲର ନିର୍ବାଚନ ପରେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କିଛିଦିନ ହେଲା କସରତ ଲାଗି ରହିଛି। ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ରାତି…
ସମସ୍ୟା ଘେରରେ କୁଞ୍ଜବିହାରୀ ମନ୍ଦିର
କୁଜଙ୍ଗ,୪ା୪(ଡି.ଏନ୍.ଏ.): ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗରେ ପ୍ରସିଦ୍ଧ କୁଞ୍ଜବିହାରୀ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଏହାସତ୍ତ୍ୱେ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଠାକୁ ଦୈନିକ ବହୁ ସଂଖ୍ୟାରେ ଭକ୍ତ ଆସି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ…
କେନାଲରୁ ମଣିଷ ଖପୁରି ଜବତ
ଜଗତ୍ସିଂହପୁର ଅଫିସ,୪।୪: ଜଗତ୍ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ମାମଲା (ନଂ. ୧୮/୨୨) ରୁଜୁ କରାଯାଇଛି। ଉକ୍ତ ଖପୁରିକୁ ପରୀକ୍ଷା ପାଇଁ କଟକସ୍ଥିତ…
ରାଜ୍ୟ ଖଣି ରାଜସ୍ବକୁ ଜେଏସ୍ଡବ୍ଲ୍ୟର ସର୍ବାଧିକ ଯୋଗଦାନ
କୁଜଙ୍ଗ,୨ା୪(ଡି.ଏନ୍.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଜେଏସ୍ଡବ୍ଲ୍ୟୁ ଖଣି ରାଜସ୍ବ ବାବଦକୁ ୧୮ହଜାର ୨୮୪କୋଟି ଟଙ୍କା ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ…
ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍ ପଣ୍ୟ କାରବାର
ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ ସଂଖ୍ୟକ ୧୧୬.୧୩ ମିଲିଅନ ଟନ୍ ପଣ୍ୟ କାରବାର କରିଛି। ୨୦୨୦-୨୧ବର୍ଷରେ ୧୧୪.୫୫ ଏମ୍ଏମ୍ଟିଏ (ମିଲିଅନ…
ପାରାଦୀପ ବନ୍ଦର ନାମ ବଦଳିଲା
ପାରାଦୀପ,୨୯ା୩(ସ୍ବ.ପ୍ର.):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍ ବନ୍ଦର ପାରାଦୀପର ନାମ ସୋମବାର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ଥିବା ବେଳେ ଏବେ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ରଖାଯାଇଛି। ଏ ନେଇ ସୋମବାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ନୂତନ…
ଉପାଧ୍ୟକ୍ଷ ପଦକୁ ନେଇ କସରତ
ଜଗତ୍ସିଂହପୁର ଅଫିସ, ୨୮ା୩: ଜଗତ୍ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍ସିଲର ନିର୍ବାଚନ ପରେ ଏବେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପଦବୀ ପାଇଁ ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବା…
ବିପଦ ଆଶଙ୍କାରେ ୧୦ରୁ ଊର୍ଦ୍ଧ୍ୱ ପରିବାର
ନାଉଗାଁ,୨୮ା୩(ସ୍ବ.ପ୍ର.): ନାଉଗାଁ ବ୍ଲକ ବାଲିଭଉଁରୀ-ଶିଖରଘାଟ ରାସ୍ତା ପାର୍ଶ୍ୱରେ ଥିବା ମଲ୍ଲିକ ସାହିରେ ହାତପାହାନ୍ତାରେ ଝୁଲୁଛି ୧୧ କେଭି ବିଦ୍ୟୁତ୍ ତାର। ଏଥିଯୋଗୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଭାଗୀୟ ଅଧିକାରୀଙ୍କ…
୪ ବିଦ୍ୟାଳୟରେ ଲାଗିଲା ସାନିଟାରି ନାପ୍କିନ୍ ଭେଣ୍ଡିଂ ମେଶିନ୍
କୁଜଙ୍ଗ,୨୩।୩(ଡି.ଏନ୍.ଏ.): ୧୦ରୁ ୧୯ ବର୍ଷ ବାଳିକାମାନଙ୍କ ସ୍ବଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ମଙ୍ଗଳବାର ସାନିଟାରୀ ନାପ୍କିନ୍ ଭେଣ୍ଡିଂ ମେଶିନ୍ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ନୂଆଗାଁସ୍ଥିତ…
ପାରାଦୀପ ବନ୍ଦରରେ ପୁଣି ଏକ ବୃହତ୍ ଜାହାଜ ଲାଗିଲା
ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ରବିବାର ରାତିରେ ପୁଣି ଏକ ବୃହତ ଜାହାଜ ଏମ୍.ଭି ଲିଲା ଲିସବନ୍ ଲାଗିଛି। ଏଥିରେ ୧ ଲକ୍ଷ ୩୪ ହଜାର ୩୭୫ ମେଟ୍ରିକ ଟନ୍ ଜିପସମ ଆମଦାନୀ ହୋଇ ଆସିଛି। ଏତେ ପରିମାଣର ପଣ୍ୟ ଆସିବା ବନ୍ଦର…

