ଜଗତ୍‌ସିଂହପୁର

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ଶୋଚନୀୟ

ନାଉଗାଁ,୧୦ା୧୦ (ସ୍ବ.ପ୍ର): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ୱାରା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଏଲ୍‌ ଆଣ୍ଡ ଟି…

ପିପିଏ ଅଧ୍ୟକ୍ଷ ପି.ଏଲ.ହାରାନ୍ଧଙ୍କୁ କୋଲକାତା ପୋର୍ଟର ଅତିରିକ୍ତ ଦାୟିତ୍ୱ

ପାରାଦୀପ,୧୦।୧୦(ସ୍ବ.ପ୍ର.): କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦର ଅଥରିଟି(ପିପିଏ) ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧଙ୍କୁ ରବିବାର କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଅଥରିଟି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ…

୩୧ ମାସ ପରେ ବନ୍ଦର ଟ୍ରଷ୍ଟି ନିର୍ବାଚନ ଘୋଷଣା

ପାରାଦୀପ,୧୦।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଥରିଟିର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ ବୋର୍ଡ ସଦସ୍ୟ) ପାଇଁ ୩୧ ମାସ ପରେ ୨୮ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନ ବାଲଟ୍‌ ପେପର ଜରିଆରେ ହେବ। ଉକ୍ତ ଦିନ ଫଳାଫଳ ପ୍ରକାଶ ପାଇବ। ଏ…

ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ବହିଷ୍କୃତ

ଜଗତ୍‌ସିଂହପୁର ଅଫିସ, ୯।୧୦: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସିଆର୍‌ପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ)ରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତିି ପାଇଥିବା ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତି ଚାକିରିରୁ ବହିଷ୍କୃତ ହୋଇଛନ୍ତି। ସେ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବେଗୁନିଆ କୋର୍କର…

୧୬ ବର୍ଷ ହେବ ବନ୍ଦ ରହିଛି ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର

ପାରାଦୀପ,୮ା୧୦(ସ୍ବ.ପ୍ର.): ପାରାଦୀପର ନେହେରୁବଙ୍ଗଳାଠାରେ ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ସେହି ସ୍ଥାନରେ ପ୍ରତିବର୍ଷ ପାରମ୍ପରିକ ମତ୍ସ୍ୟଜୀବୀ, ନବନିଯୁକ୍ତି ପାଇଥିବା ମତ୍ସ୍ୟବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ଛାତ୍ରୀଛାତ୍ରଙ୍କୁ ଲବଣ ଜଳର ମାଛ ଚାଷ, ସରକାରୀ ଯୋଜନାରେ ମାଛ ଚାଷ କରି କିପରି…

ଭସାଣି ଉତ୍ସବ: ବିଦାୟ ନେଲେ ମା’ ଦୁର୍ଗା

ବିରିଡି/ବାଲିଆ/ତିର୍ତ୍ତୋଲ/ନାଉଗାଁ, ୭ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା’ଙ୍କୁ ବିଦାୟ ଦିଆଯାଇଛି। କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା ଦୁର୍ଗା, ଅଲାଣ୍ଡୋ ଦୁର୍ଗା, ବାଲିଆ ଦୁର୍ଗା, ହାଜିପୁର ଦୁର୍ଗା ଓ ବିରିଡ଼ି ହାଟ…

ଜାତୀୟ ଖେଳାଳି ନାରାୟଣ ମୁଣ୍ଡାଙ୍କ ଅଭ୍ୟାସ

ପାରାଦୀପ, ୧ା୧୦(ସ୍ବ.ପ୍ର.): ପାରାଦୀପର ମହାନଦୀ ମୁହାଣରେ ଶୁକ୍ରବାର ପ୍ରଥମକରି ଜଣେ ଜାତୀୟ ଖେଳାଳି ନାରାୟଣ ମୁଣ୍ଡା ୱିଣ୍ଡ ସର୍ଫିଂ ଅଭ୍ୟାସ କରିଛନ୍ତି। ଏପରି ଅଭ୍ୟାସ ସେ ସପ୍ତାହେ ପର୍ଯ୍ୟନ୍ତ କରିବେ। ଅକ୍ଟୋବର ୧୩ ରୁ ୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ…

ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ ହତ୍ୟା ଅଭିଯୋଗ ମାମଲାର ବିଚାର କରାଯାଇ ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଅନୁପ କୁମାର…

କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ପକ୍ଷରୁ ରାଜ୍ୟର କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଯୋଜନା…

ପ୍ରକଳ୍ପ ସପକ୍ଷବାଦୀ-ବିରୋଧୀ ମୁହାଁମୁହିଁ

ପାରାଦୀପ,୧ା୧୦(ସ୍ବ.ପ୍ର.): ପାରାଦୀପର ମୂଷାଡିହାଠାରେ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)ଇଣ୍ଡିଆ କମ୍ପାନୀ ପକ୍ଷରୁ ମହାନଦୀ ତଟରେ ଏକ ନଦୀ ଭିତ୍ତିକ ବନ୍ଦର କରାଯିବ। ଏନେଇ ପରିବେଶୀୟ ସର୍ବସାଧାରଣ ଶୁଣାଣି ଶିବିର ଶୁକ୍ରବାର ପାରାଦୀପର ମଧୁବନ ପୌର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।…

ମୂର୍ତ୍ତି ଗଢୁଛନ୍ତି କୋଲକାତା କାରିଗର

ଜଗତ୍‌ସିଂହପୁର ଅଫିସ, ୩୦ା୯:ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି,ପାର୍ବଣ ପରିବେଶ ସେତିକି ଅନୁଭୂତ ହେଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ପ୍ରାୟତଃ ପୂଜା ମଣ୍ଡପ ଓ କ୍ଲବ ପକ୍ଷରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ଖେରସ (ଦେବୀ ଛକ)ସ୍ଥିତ…

କାଠି, ଓସ୍ତପତ୍ରରେ ସୁନ୍ଦର କଳାକୃତି

ପାରାଦୀପ,୩୦ା୯(ସ୍ବ.ପ୍ର.):ଆଇସ୍‌କ୍ରିମ ଓ ଦିଆସିଲି କାଠି ସହ ଓସ୍ତପତ୍ର ଆଦିରେ ବିଭିନ୍ନ କଳାକୃତି କରୁଛନ୍ତି ପାରାଦୀପର ଶ୍ରୁତି ରଞ୍ଜନ ମୁଦୁଲି, ତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଜିଲା ନାଉଗାଁସ୍ଥିତ ଭଟଣା ଗ୍ରାମରେ। ବାପା ରାଜେନ୍ଦ୍ର ବ୍ୟବସାୟ କରୁଥିବାବେଳେ ମା’ଗୃହିଣୀ। ଶ୍ରୁତିଙ୍କୁ ଏବେ ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?