ଜଗତ୍‌ସିଂହପୁର

ଗୋବରୀକୂଳ ପଡ଼ାର ଦୁଃଖ ପାଲଟିଛି ଗୋବରୀ ନାଳ

ନାଉଗାଁ,୧୦ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳ ପାର୍ଶ୍ୱବର୍ତ୍ତୀ ଗୋବରୀପଡାବାସୀଙ୍କ ଦୁଃଖର କାରଣ ସାଜିଛି। ନାଳ ଖନନ, ବନ୍ଧ ଓ ପୋଲି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ପଡାକୁ ଯାଇଥିବା ରାସ୍ତାରୁ ମାଟି ଅତଡା...

୭୪ ଶିଳ୍ପାନୁଷ୍ଠାନରୁ ୯ ମୁଖ୍ୟ ଦୁର୍ଘଟଣାପ୍ରବଣ

ଜଗତ୍‌ସିଂହପୁର ଅଫିସ,୧୧।୫: ଜଗତ୍‌ସିଂହପୁରରେ ଥିବା ମୋଟ ୭୪ ଶିଳ୍ପାନୁଷ୍ଠାନ ମଧ୍ୟରୁ ୯ ମୁଖ୍ୟ ଦୁର୍ଘଟଣା ପ୍ରବଣ ଓ ୬ଟି ବିପଦପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି। ସେଠାରେ ଆମୋନିଆ ଓ କ୍ଲୋରିନ୍‌ ଗ୍ୟାସ ଲିକ୍‌ ହେବାର ସମ୍ଭାବନା ରହୁଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା...

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା ସାହୁ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଓରଫ୍‌ ବିଶ୍ୱଜିତ୍‌ ଦଳସିଂରାୟଙ୍କୁ ୧୪...

ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର

ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ  ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର ତିରୁଣା ପଞ୍ଚାୟତ ଓ ଡାବର ପଞ୍ଚାୟତ ଦେଇ ଦେବୀନଦୀକୁ ତେଲସରା ନିକଟରେ ସଂଯୋଗ...

ଆଖି ବୁଜିଲା ଚିକିତ୍ସାଧୀନ ମାଈ ହାତୀ

ନରସିଂହପୁର,୭ା୫(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ରିଜର୍ଭ ଜଙ୍ଗଲର କମ୍ପାର୍ଟମେଣ୍ଟ ୭ରେ ୩ ଦିନ ଧରି ଚିକିତ୍ସାଧୀନ ଥିବା ଏକ ମାଈ ହାତୀର ଶୁକ୍ରବାର ମୃତ୍ୟୁ ଘଟିଛି। ଉକ୍ତ ସ୍ଥାନରେ ବୁଧବାର ହାତୀଟି ଅସୁସ୍ଥ...

କାଳବୈଶାଖୀ ପ୍ରଭାବରେ ୨୭ ଘଣ୍ଟା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ସିଂହପୁର,୭ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍‌ ପବନ ବୋହିବା ସହିତ ମୂଷଳ ଧାରାରେ ଏକଘଣ୍ଟା ବର୍ଷା ହୋଇଥିଲା। ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଲୋକଙ୍କ ମନରେ ଭୟ ସଞ୍ଚାର କରିଥିଲା। ତେବେ ଝଡ଼ବର୍ଷା...

ପ୍ରାକୃତିକ ବାଲିସ୍ତୂପ ଖୋଳି ବାଲି ନେଉଛନ୍ତି ମାଫିଆ

କୁଜଙ୍ଗ ୫ା୫ (ଡି.ଏନ.ଏ.): ଏରସମା ତହସିଲ ଅଭୟଚାନ୍ଦପୁର ମୌଜା ଅନ୍ତର୍ଗତ ବୋଷ୍କାଲିସ ପଏଣ୍ଟ ନିକଟରେ ଥିବା ପ୍ରାକୃତିକ ବାଲିସ୍ତୁପକୁ ଦିନ ଦ୍ୱିପ୍ରହରରେ ମାଫିଆମାନେ ଦୈନିକ ଶତାଧିକ ଟ୍ରିପ ବାଲି ମେଶିନ ସାହାଯ୍ୟରେ ଖୋଳି ନେଇ ଯାଉଛନ୍ତି। ଏ ନେଇ ସାଧାରଣରେ...

ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ

ପାରାଦୀପ/କୁଜଙ୍ଗ/ଭୁବନେଶ୍ୱର, ୩ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତରେ ଶନିବାର ମଧ୍ୟରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବୃନ୍ଦାବନ କଲୋନୀର ମନୋରଞ୍ଜନ ଗେଡି (୨୩)। ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ପୋଲିସ ତାଙ୍କ ସମେତ...

ଗୋଟିଏ ବସ୍ତିର ନାମ ୩ ପ୍ରକାର

ପାରାଦୀପ,୧।୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ଥିବା ୫୫ ବସ୍ତିର ନାମ ଅଲଗା ରହିଛି। ସେଥିରୁ ଏମିତି କିଛି ବସ୍ତି ରହିଛି ଯାହାର ନାମ ଏକାଧିକ ରହିଛି। ସେଥିମଧ୍ୟରେ ୪ ନଂ. ଓ୍ବାର୍ଡର ଭିତରଗଡ ଅନ୍ୟତମ। ଏହାର ୩ଟି ନାମରେ...

ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ

ନାଉଗାଁ,୩୦ା୪(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ ସମିତି ୩ୟ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ସମ୍ବିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ,ସମସ୍ତ ଜନପ୍ରତିନିଧି ହେଉଛନ୍ତି ନାଉଗାଁ ପଞ୍ଚାୟତ ସମିତିର ପରିବାର ବୋଲି କହିଥିଲେ। ବୈଠକରେ...

ମାଛଧରା ବନ୍ଦରରେ ନୂତନ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯାଞ୍ଚ

ପାରାଦୀପ,୩୦ା୪(ସ୍ବ.ପ୍ର.): କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଯତିନ୍ଦ୍ରନାଥ ସ୍ବାଇଁ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ହେବାକୁ...

ଓକିଲଙ୍କ ପାଇଁ ପେନ୍‌ସନ ଦାବି

ଜଗତ୍‌ସିଂହପୁର ଅଫିସ, ୩୦ା୪: ଓକିଲମାନେ କାର୍ଯ୍ୟକ୍ଷମ ଥିବା ପର୍ଯ୍ୟନ୍ତ ମହକିଲଙ୍କଠାରୁ ପ୍ରାପ୍ୟ ପାଆନ୍ତି। କିନ୍ତୁ ଅବସର କିମ୍ବା ଅକ୍ଷମ ଆଦି ହୋଇଗଲେ ସେମାନଙ୍କ ରୋଜଗାର ମାଧ୍ୟମ ଏକପ୍ରକାର ବନ୍ଦ ହୋଇଯାଏ। ତେଣୁ ଓକିଲମାନଙ୍କ ପାଇଁ ସରକାର ପେନ୍‌ସନ ବ୍ୟବସ୍ଥା ଲାଗୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri