ସ୍ଲୁଇସ୍ଗେଟ୍ ଆବଶ୍ୟକ: ଚାଲିଛି ସଫେଇ କାର୍ଯ୍ୟ
ନାଉଗାଁ ,୮ା୫(ସ୍ବ.ପ୍ର.):ଜଗତ୍ସିଂହପୁର ଜିଲା ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳାନଦୀ ବାହାରିଛି। ଏହା ଗାରୋଇସ୍ଥିତ ଦେବୀନଦୀରେ ମିଶିଛି। ଚଳିତ ବର୍ଷ ଜଳସେଚନ ବିଭାଗ ତରଫରୁ ଗୋଳାନଦୀର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି…
ଡ୍ରେନେଜ୍ ସମସ୍ୟା ଦୂର କରିବ ଅଳକା ଖନନ
ଜଗତ୍ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା ସ୍ଥିତି…
ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ସଂଘବନ୍ଧ ଆକ୍ରମଣ
ତିର୍ତ୍ତୋଲ,୭।୫(ଡି.ଏନ.ଏ.): ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ସଂଘବନ୍ଧ ଭାବେ ଆକ୍ରମଣ କରାଯାଇଛି। ଫଳରେ ୨ ଜଣ ମହିଳା ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଗରେଇ ପଞ୍ଚାୟତ ଅନ୍ତର୍ଗତ ଶିରୋଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ…
୬ ଦିନ ହେଲା ବାଲିଯାତ୍ରା ପଡ଼ିଆ ଅନ୍ଧାର
ପାରାଦୀପ, ୭ା୫(ସ୍ବ.ପ୍ର.) ପାରାଦୀପର ସବୁଠାରୁ ଚିତ୍ତବିନୋଦନ ସ୍ଥାନ ବାଲିଯାତ୍ରା ପଡ଼ିଆ ତଥା ବତୀଘର ପାଖ ସମୁଦ୍ର ବେଳାଭୂମି ଗତ ୬ ଦିନ ହେଲା ଅନ୍ଧାରରେ ରହିଛି। ଏହାଦ୍ୱାରା ଉକ୍ତ ସ୍ଥାନ ସା ପରଠାରୁ ଶୂନଶାନ ହେବା ସହ ଭୟାତୁର ପରିବେଶ ସୃଷ୍ଟି…
ବନ୍ଦ ହେଲାଣି ଏକାଧିକ ଯାତ୍ରାପାର୍ଟି
ଜଗତ୍ସିଂହପୁର ଅଫିସର, ୬।୫: ଯାତ୍ରା ଦୁନିଆରେ ଜଗତ୍ସିଂହପୁରର ସ୍ଥାନ ସ୍ବତନ୍ତ୍ର। ଏହି ଜିଲାର ପୂର୍ବ ଡାକ ନାମ ଥିଲା ହରିହରପୁର । ଏଠାରେ ଯାତ୍ରାର ପ୍ରାଥମିକ ରୂପଲୀଳା ଅଷ୍ଟାଦଶ ଶତାବ୍ଦୀର ଶେଷ ଏବଂ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିଲା। ସେତେବେଳେ…
ତାଳଦଣ୍ଡା କେନାଲରେ ଜଳାଭାବ
ପାରାଦୀପ,୬।୫(ସ୍ବ.ପ୍ର.): ପାରାଦୀପ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପାଇଁ ଜୀବନରେଖା ହେଉଛି ତାଳଦଣ୍ଡା କେନାଲ। କାରଣ ପାରାଦୀପର ୧୫ଟି ବୃହତ୍ ଶିଳ୍ପ ଏବଂ ଜଗତ୍ସିଂହପୁର ଜିଲାରର ଅଧିକାଂଶ ଗ୍ରାମାଞ୍ଚଳ ପାଇଁ ଏହି କେନାଲ ପାଣି ହେଉଛି ମାଧ୍ୟମ। ସମ୍ପ୍ରତି ଏହି କେନାଲରେ ଗତ ୧୦ ବର୍ଷ…
୪ ବର୍ଷ ପରେ ବି ମିଳିନି ଫନୀ ସହାୟତା
ଜଗତ୍ସିଂହପୁର ଅଫିସ,୫।୫:୨୦୧୯ରେ ଫନୀ ବାତ୍ୟାରେ ଜଗତ୍ସିଂହପୁର ସମେତ ମୋଟ ୧୦ ଜିଲା ପ୍ରଭାବିତ ହୋଇଥିଲା। ବାତ୍ୟା ପରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଘୋଷଣା କରିଥିଲେ। ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଜିଲାର…
ଅନିଶ୍ଚିତତା ମଧ୍ୟରେ ଦୀପକ ଫର୍ଟିଲାଇଜର
ପାରାଦୀପ, ୪ା୫ (ସ୍ବ.ପ୍ର.): ପୂର୍ବ ଭାରତର ବିକାଶ ପଥ ପାରାଦୀପକୁ କୁହାଯାଉଛି। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ବେଳେ ଏଭଳି ଘୋଷଣା କରିଥିଲେ। ପାରାଦୀପରେ ଲକ୍ଷେ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ବୋଲି କେନ୍ଦ୍ର…
ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ପାରାଦୀପ,୧ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ଏସ୍କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଋଷୀୟ ନାବିକ ଗୁରୁତର ହୋଇଛନ୍ତି। ତାଙ୍କୁ ବନ୍ଦର ବିଭାଗୀୟ କର୍ମଚାରୀମାନେ ଉଦ୍ଧାର କରି ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ…
ଅନିଶ୍ଚିତତା ମଧ୍ୟରେ ଅଣସଂଗଠିତ ଶ୍ରମିକଙ୍କ ଭାଗ୍ୟ
ପାରାଦୀପ,୧।୫(ସ୍ବ.ପ୍ର.): ଭାରତ ସମେତ ସମଗ୍ର ବିଶ୍ୱରେ ସୋମବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେବ। ଏହିକ୍ରମରେ ଓଡ଼ିଶାର ପ୍ରମୁଖ ବନ୍ଦରଭିତ୍ତିକ ପାରାଦୀପ ଶିଳ୍ପାଞ୍ଚଳରେ ମଧ୍ୟ ଏକାଧିକ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଚାଲିଛି। କିନ୍ତୁ…
ଅବସରର ଦିନକ ପୂର୍ବରୁ ନିଲମ୍ବିତ
କୁଜଙ୍ଗ,୨୯ା୪(ଡି.ଏନ୍.ଏ): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ ମଧ୍ୟାହ୍ନ…
ବ୍ୟାଙ୍କ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା, ହିତାଧିକାରୀ ହଟହଟା
ନାଉଗାଁ,୨୮।୪(ସ୍ବ.ପ୍ର.): ଭତ୍ତା ଟଙ୍କା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହ…
Archives


