ଅବସରର ଦିନକ ପୂର୍ବରୁ ନିଲମ୍ବିତ
କୁଜଙ୍ଗ,୨୯ା୪(ଡି.ଏନ୍.ଏ): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ...
ବ୍ୟାଙ୍କ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା, ହିତାଧିକାରୀ ହଟହଟା
ନାଉଗାଁ,୨୮।୪(ସ୍ବ.ପ୍ର.): ଭତ୍ତା ଟଙ୍କା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଦେବା ବାଧ୍ୟତାମୂଳକ କରାଯାଇଛି।...
୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି
ଜଗତ୍ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦୂର କରାଯାଇ ପାରୁଛି। ଏଥିସହ ପ୍ରତ୍ୟେକ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ୨ଟି ଲେଖାଏ...
ଜଳାଶୟରେ ମଲାମାଛ ଭାସୁଛନ୍ତି
ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା ଓ କାଳବୈଶାଖୀ ବର୍ଷା କାରଣରୁ ପାଣିର ଅମ୍ଳଜାନ ହ୍ରାସ ଯୋଗୁ ଏପରି ହୋଇ...
ଭୂତକୋଠି ପାଲଟିଛି ଫରେଷ୍ଟ ବିଟ୍ ହାଉସ
ପାରାଦୀପ,୨୬।୪ (ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗର ଫରେଷ୍ଟ ବିଟ୍ ହାଉସ ରହିଛି। ସମ୍ପ୍ରତି ଏହା ଭାଙ୍ଗିରୁଜି ଗଲାଣି। ସେଠାରେ ଏବେ କେହି ରହୁନାହାନ୍ତି। ସମୁଦ୍ର ବେଳାଭୂମି ରାସ୍ତାରେ ଗଲେ ତାହା ଦୂରରୁ...
ବିନା ଛୁଟିରେ ମୁଖ୍ୟାଳୟ ଛାଡ଼ି ପାରିବେନି ଅଧିକାରୀ
ଜଗତ୍ସିଂହପୁର ଅଫିସ,୨୫।୪: ଜଗତ୍ସିଂହପୁର ଜିଲାରେ କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ଜିଲା ତଥା ବ୍ଲକ ମୁଖ୍ୟାଳୟରେ ରହୁନାହାନ୍ତି। କେବଳ ଏତିକି ନୁହେଁ, କେତେଜଣ ସରକାରୀ ଗାଡ଼ିର ଦୁରୁପଯୋଗ ସାଙ୍ଗକୁ ହାତପୂରା ଛୁଟି ନେବା ଅଭିଯୋଗ ହୋଇଛି।...
ମହାନଦୀ ପଠା ଅଞ୍ଚଳରୁ ମାଟି ଲୁଟ୍
ପାରାଦୀପ,୨୪।୪(ସ୍ବ.ପ୍ର.): ପାରାଦୀପର ମହାନଦୀ ଅବବାହିକାରୁ ଗତ ମାସେହେଲା ବିପୁଳ ପରିମାଣର ମାଟି ଖୋଳା ଚାଲିଛି। ନୂଆଗଡ଼ ପଞ୍ଚାୟତ ଅଧୀନରେ ଥିବା ଏହି ଜାଗା ଆଗାମୀ ଦିନରେ ଏକ କମ୍ପାନୀ ଅଧିଗ୍ରହଣ କରିବାର ପ୍ରସ୍ତାବ ରହିଛି। ସେହି ଜାଗାରୁ ଲଗାତାର ରାତି...
୨ କନିଷ୍ଠ ଯନ୍ତ୍ରୀ, ଅସ୍ଥାୟୀ କର୍ମଚାରୀ କୋର୍ଟଚାଲାଣ
କୁଜଙ୍ଗ, ୨୩।୪: (ଡି.ଏନ୍.ଏ) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପର ନିଷିଦ୍ଧାଞ୍ଚଳକୁ ନକଲି ଏମ୍ପ୍ଲଇ କାର୍ଡରେ ପ୍ରବେଶ କରି ଆଲ୍କାଲାଇଟ୍ ଚୋରି କରିବାକୁ ଯୋଜନା କରିବା ଅଭିଯୋଗରେ ୨ କନିଷ୍ଠ ଯନ୍ତ୍ରୀ ଓ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଗିରଫ ପରେ ଶନିବାର...
ଚାଷୀଙ୍କ ଦ୍ୱାରା ଉଦ୍ଭାବିତ ଧାନ ବିହନର ଚାହିଦା ବଢ଼ୁଛି
ରଘୁନାଥପୁର,୨୨।୪: (ଡି.ଏନ୍.ଏ.) ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ର ସମ୍ପାଦକ କ୍ଷେତ୍ରମୋହନ ବେହେରାଙ୍କ ସହଯୋଗରେ ଅଞ୍ଚଳର ୭ ଜଣ ଚାଷୀଙ୍କ ଦ୍ୱାରା ୭ ପ୍ରକାର ଧାନବିହନ ଉଦ୍ଭାବନ କରାଯାଇଛି। ଏହାକୁ ସରକାରୀ...
ସୂଚନା ଫଳକ, ଓ୍ବେବ୍ ପୋର୍ଟାଲ ତଥ୍ୟରେ ତାଳମେଳ ରହୁନି
ନାଉଗାଁ,୨୨।୪: (ସ୍ବ.ପ୍ର.) ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପ ପାଇଁ ବାରମ୍ବାର କାମ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ହୋଇଥିବା କାର୍ଯ୍ୟ ପାଇଁ କୌଣସି...
ବଦଳିଲେ ଅଧିକାରୀ : ସୂଚନା ବୋର୍ଡରୁ ବଦଳିନି ନାମ
ରଘୁନାଥପୁର,୨୧।୪(ଡି.ଏନ.ଏ): ରଘୁନାଥପୁର ବିଡିଓଙ୍କ ଲମ୍ବୋଦର ଖୁଣ୍ଟିଆଙ୍କ ବଦଳି ୨ ମାସ ପୂର୍ବେ ହୋଇଯାଇଛି। ଏହାସତ୍ତ୍ୱେ କାର୍ଯ୍ୟାଳୟରେ ଥିବା ସୂଚନା ବୋର୍ଡରୁ ଏପର୍ଯ୍ୟନ୍ତ ତାଙ୍କ ନାମ ବଦଳାଯାଇନାହିଁ। ସୂଚନା ବୋର୍ଡରେ ଆର୍ଟିଆଇ ଅଧିକାରୀ ଭାବେ ଏବେବି ତାଙ୍କ ନାମ ରହିଛି। ଫଳରେ...
ସମୁଦ୍ରରେ ନାବାଳକ ପ୍ରୀତମ ନିଖୋଜ ଘଟଣା: ଏସ୍ପି, ଡିଜିଙ୍କୁ ମାସେ ମହଲତ ଦେଲେ ଏନ୍ଏଚ୍ଆର୍ସି
ପାରାଦୀପ,୨୧ା୪(ସ୍ବ:ପ୍ର:): ପାରାଦୀପ ବିଜୁ ମଇଦାନ ସମୁଦ୍ରକୂଳରେ ୨୦୨୨ ମେ ୨୧ତାରିଖରେ ନାବାଳକ ପ୍ରୀତମ ଦାସ ନିଖୋଜ ହୋଇଥିଲେ। ଏହି ଘଟଣାରେ ଜଗତ୍ସିଂହପୁର ଏସ୍ପି ଓ ଡିଜିଙ୍କୁ ଏନ୍ଏଚ୍ଆର୍ସି ପକ୍ଷରୁ ମାସେ ମହଲତ ଦିଆଯାଇଛି। ଆସନ୍ତା ୨୪ ତାରିଖରେ ଏନ୍ଏଚ୍ଆର୍ସିଙ୍କ ନିକଟରେ...
Archives


