ଗଞ୍ଜାମ

ବିଶ୍ୱବିଦ୍ୟାଳୟ ଜମି ହସ୍ତାନ୍ତରକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୨( ନରସିଂହ ସାହୁ): ବ୍ରିଟିଶ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୨୫ ଏକର ଜମି ରାଜସ୍ବ ବିଭାଗକୁ ତୁରନ୍ତ ହସ୍ତାନ୍ତର ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ମର୍ମରେ ବିଶ୍ୱବିଦ୍ୟାଳୟକୁ ଚିଠି…

ବେଳାଭୂମି ମହୋତ୍ସବରେ ଲାଗିବ ୪୦ ସିିସି କ୍ୟାମେରା

ବ୍ରହ୍ମପୁର,୧୭ା୧୨: ଗଞ୍ଜାମ ଜିଲାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଏକ ବୈଠକ ଶୁକ୍ରବାର ସନ୍ଧ୍ୟାରେ…

୩୮ ବର୍ଷର ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିିଛି l ଏଠାରେ ଜଣେ ମା’ ନିଜ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…

ହାତୀ ଘଉଡ଼ାଇବାକୁ ଯାଇ ହାବୁଡ଼ରେ ପଡ଼ିଗଲେ

ଭଞ୍ଜନଗର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବାରଦଣ୍ଡାର ଜଣେ ଚାଷୀ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇ ଆହତ ହୋଇଛନ୍ତି। ସେ ହେଲେ ଉଦୟ ପ୍ରଧାନ (୬୪)। ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।…

କ୍ରୀଡ଼ା ପ୍ରତିଯୋଗିତା: ଭାଗନେଲେ ୨୧ ସ୍କୁଲର ଛାତ୍ରୀଛାତ୍ର

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଇଓ ଭାଗୀରଥି ବେହେରା, ଏବିଇଓ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଏସ୍‌. ରାଜଲକ୍ଷ୍ମୀ ରେଡ୍ଡୀ,…

ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ସୋରଡ଼ା,୧୬ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ପଡ଼ିଥିଲା। ଫଳରେ ରାସ୍ତାପାର୍ଶ୍ୱ ଖାଲ ମଧ୍ୟକୁ ଗାଡ଼ିମୋଟର ଖସିପଡ଼ିବା ଭୟ ରହିଥିଲା। ଦୀର୍ଘ ବର୍ଷ ହେଲା…

ଲକର ଚାବି ନ ଦେବାରୁ ସୁନା ଦୋକାନୀଙ୍କୁ ଆକ୍ରମଣ

ଆସିକା, ୧୬ା୧୨ (ଡି.ଏନ.ଏ): ଆସିକା ଏନ୍‌ଏସି ଅର୍ନ୍ତଗତ ବଜାରସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସର ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ୪ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ସରକାରୀ…

ଆମ୍ବୁଲାନ୍ସ ସେବା ନ ପାଇ ରୋଗୀ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୧ ମାସ ହେଲା ଆମ୍ବୁଲାନ୍ସ ନ ଥିବା ଯୋଗୁଁ ରୋଗୀମାନେ ହନ୍ତସନ୍ତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ସମସ୍ୟା…

ଗଞ୍ଜାମରେ ଆଜିଠୁ ଧାନକିଣା

ଛତ୍ରପୁର,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଖରିଫ ଧାନ ସଂଗ୍ରହ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୩୬ ଲକ୍ଷ ୭୪ ହଜାର ୩୮ କୁଇଣ୍ଟାଲ ଧାନ ତଥା ୨୪ ଲକ୍ଷ ୬୧ ହଜାର ୬ଶହ କୁଇଣ୍ଟାଲ ଚାଉଳ ସଂଗ୍ରହ ପାଇଁ ଟାର୍ଗେଟ୍‌…

ଖବର ପ୍ରସାରଣ ପରେ ନୂଆକୋଠାରେ ଆରମ୍ଭ ହେଲା ରୋଗୀସେବା

ଗଞ୍ଜାମ,୧୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇଛି l ପୂର୍ବରୁ ‘ମେଡିକାଲର ପୁରୁଣା ଭଙ୍ଗା କୋଠାରେ ଚାଲିଛି ରୋଗୀ ସେବା’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ନୂତନ…

ସର୍ଭେରେ ଗୋପାଳପୁର-ରାୟଗଡ଼ା ରେଳ ଲିଙ୍କ୍‌

ବ୍ରହ୍ମପୁର ଅଫିସ,୧୫ା୧୨: ଦକ୍ଷିଣ ଓଡ଼ିଶାର ଏକମାତ୍ର ଗୋପାଳପୁର ବନ୍ଦର ସାମୟିକରୁ ଇତିମଧ୍ୟରେ ସବୁଦିନିଆ ହୋଇଛି। ରାଜ୍ୟ ରାଜକୋଷରୁ ୧୯୮୦ ଦଶକରେ ୧୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ବନ୍ଦର ୧୯୯୫ ପୂର୍ଣ୍ଣିଝଡ଼ ଏବଂ ୧୯୯୯ ମହାବାତ୍ୟାରେ ଧ୍ୱଂସ ହୋଇଯାଇଥିଲା। ୨୦୦୬ରେ…

୧୨ ବର୍ଷ ପରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଦୀର୍ଘ ୧୨ବର୍ଷ ହେବ ଫେରାର ଥିବା ଜନୈକ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ବିନୋଦ ପଲାଇ (୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?