୧୨ ବର୍ଷ ପରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଦୀର୍ଘ ୧୨ବର୍ଷ ହେବ ଫେରାର ଥିବା ଜନୈକ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ବିନୋଦ ପଲାଇ (୪୫)।

ପୋଲିସ ସୂଚନାନୁଯାୟୀ, ବିନୋଦଙ୍କ ବିରୋଧରେ ଗଞ୍ଜାମ ଥାନାରେ ବଳାତ୍କାର ଅଭିଯୋଗ ହୋଇଥିଲା। ସେହିଦିନଠାରୁ ପୋଲିସକୁ ଚକମା ଦେଇ ସେ ଫେରାର ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଥାନାଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ରାତିରେ ଅଗସ୍ତି ନୂଆଗାଁକୁ ପୋଲିସ ଟିମ୍‌ ପହଞ୍ଚି କୌଶଳକ୍ରମେ ଅଭିଯୁକ୍ତଙ୍କୁ ଧରିଥିଲେ। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁଟିନି ବିଭ୍ରାଟ, ବଢୁଛି ଅସନ୍ତୋଷ

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ବୀମା ବିଭ୍ରାଟ ଯୋଗୁ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲାର ଅନେକ...

କ୍ରଶର ବିରୋଧରେ ମେଳି

ଢେଙ୍କାନାଳ ଅଫିସ, ୨୫।୪: ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣି ଏବଂ କ୍ରଶର ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର...

ଲକ୍ଷ୍ମୀ: ନାଁକୁ କାମ, ମିଳୁନି ସୁବିଧା

କଟକ ଅଫିସ,୭ା୮:କରୋନା କଟକଣା ଯୋଗୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ହରାଇ ପ୍ରବାସୀମାନେ ନିଜ ଘରକୁ ଫେରିଲେ। ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ସେମାନଙ୍କୁ...

୫୦ ବର୍ଷ ହେବ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ

ଉମରକୋଟ, ୨୨।୧୧(ସ୍ବ.ପ୍ର.): ଆଧୁନିକ ଯୁଗରେ ନିଜର କାୟା ଓ ଆଧିପତ୍ୟ ବିସ୍ତାର ପାଇଁ ପରିବେଶ ସନ୍ତୁଳନକୁ ଅଣଦେଖା କରି ଜଙ୍ଗଲ ନଷ୍ଟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି...

ମନ୍ତ୍ରୀଙ୍କ ଗାଡ଼ି ପଛରେ ଆସିବାରୁ ମାଡ଼ ଖାଇଲେ ୪ ବ୍ୟବସାୟୀ

ବାଉଁଶୁଣୀ,୨୯ା୭(ଡି.ଏନ୍‌.ଏ.): ମନ୍ତ୍ରୀଙ୍କ ଗାଡିକୁ ପିଛା କରିବା ଅଭିଯୋଗରେ ବୁଧବାର ରାତିରେ ପୋଲିସଠାରୁ ମାଡ ଖାଇ ୪ ଜଣ ଯୁବକ ମନମୁଣ୍ଡା ଥାନାରେ ଅଟକ ରହିବା ଘଟଣା...

ଗଞ୍ଜାମରେ ଟିକାକରଣ ଲକ୍ଷ୍ୟ ପୂରଣ: ପ୍ରଶଂସା ପ୍ରମାଣପତ୍ର ଗ୍ରହଣ କଲେ ଜିଲାପାଳ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀ ଜନପଥସ୍ଥିତ ଡ. ଆମ୍ବେଦକାର ଇଣ୍ଟରନ୍ୟାଶନାଲ ସେଣ୍ଟରଠାରେ ପଲ୍‌ସ ପୋଲିଓ ସିଲଭର...

ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ବସ୍ତା, ୧୦।୭(ସ୍ବ.ପ୍ର.)-ବସ୍ତା ରେଳଷ୍ଟେଶନ ଉପରେ ଦୈନନ୍ଦିନ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ୫ଟି ବ୍ଲକର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ବସ୍ତା ରେଳଷ୍ଟେଶନ ଆଦର୍ଶ...

କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ...

Advertisement
Archives

Model This Week