ଗଞ୍ଜାମ

କାଉନସିଲର ବୈଠକ ବାତିଲ ନେଇ ଅସନ୍ତୋଷ

ଗଞ୍ଜାମ,୧୨ା୧୨(ଡି.ଏନ୍‌.ଏ.): ସୋମବାର ଗଞ୍ଜାମ ଏନ୍‌ଏସି କାଉନସିଲର ବୈଠକ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା। ତାହା ହଠାତ୍‌ ବାତିଲ ହୋଇ ଯାଇଥିଲା। ଯାହାକୁ ନେଇ କାଉନସିଲରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଧାୟକଙ୍କ ସମେତ ସମସ୍ତ ଓ୍ବାର୍ଡ କାଉନସିଲର୍‌ମାନଙ୍କୁ ଅବଗତ କରାଯାଇଥିଲା।…

ବେଢ଼ାବନ୍ଧ ସୌନ୍ଦର୍ଯ୍ୟକରଣ ଯୋଜନା ବାଟବଣା

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ୨୬ନଂ ୱାର୍ଡ ଅନ୍ତର୍ଗତ ଗୋଷାଣି ନୂଆଗାଁ ଅଞ୍ଚଳରେ ଅଛି ଶତାଧିକ ବର୍ଷର ପୁରାତନ ବିଶାଳ ଜଳାଶୟ ବେଢ଼ାବନ୍ଧ। ଏବେ ଊକ୍ତ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଲଟାବୁଦା ମାଡ଼ିଛି। ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ପାଇଁ…

ଫେଲ୍‌ ମାରିଛି ପଲିଥିନ୍‌ କଟକଣା

ଭଞ୍ଜନଗର,୧୨।୧୨(ଡି.ଏନ.ଏ): ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ମହାନଗର ନିଗମରେ ପ୍ଲାଷ୍ଟିକ୍‌ ଏବଂ ପଲିଥିନ ବ୍ୟବହାର ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। ପରେ ୨୦୧୯ ଅକ୍ଟୋବର ୨ରୁ ସାରା ରାଜ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା। ପ୍ରଥମେ ୫୦…

ବିଇଏମ୍‌ସି କମିଶନରଙ୍କ ବିରୋଧରେ ଏତଲା

ବ୍ରହ୍ମପୁର ଅଫିସ,୧୨ା୧୨: ସହରରେ ମଶା ପ୍ରାଦୁର୍ଭାବକୁ ନେଇ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) କାର୍ଯ୍ୟାଳୟ ପରିସରରେ ଭାଜପା କର୍ମୀ ଓ କମିଶନର ମୁହାଁମୁହିଁ ହୋଇଥିଲେ। ଶନିବାର ବିଇଏମ୍‌ସି କାର୍ଯ୍ୟାଳୟର କର୍ମଚାରୀଙ୍କ ପକ୍ଷରୁ ଭାଜପା ବରିଷ୍ଠ ନେତା କାହ୍ନୁ…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ସମ୍ପର୍କ କେନ୍ଦ୍ର

ବ୍ରହ୍ମପୁର ଅଫିସ,୧୧ା୧୨: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସଂପର୍କିତ ସମସ୍ୟାର ସମାଧାନ ଗୋଟିଏ ସ୍ଥାନରେ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଲିମିଟେଡ (ଟିପିଏସ୍‌ଓଡିଏଲ) ସମ୍ପର୍କ କେନ୍ଦ୍ର କରୁଛି। ବ୍ରହ୍ମପୁର ବିଦ୍ୟୁତ ଡିଭିଜନ-୨ ଓ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର…

ଯାଞ୍ଚ ସତ୍ତ୍ୱେ ଖାଦ୍ୟ ଅପମିଶ୍ରଣ ବଢୁଛି

ବ୍ରହ୍ମପୁର ଅଫିସ,୧୧ା୧୨: ବ୍ରହ୍ମପୁର ସହରରେ ଫାଷ୍ଟଫୁଡ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କୋହଳ ହେବା କାରଣରୁ ଖାଦ୍ୟ ଅପମିଶ୍ରଣ ହେଉଛି। ଏପରକି ଖାଦ୍ୟକୁ ଆକର୍ଷିତ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ସହରରେ…

ତାରାତାରିଣୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ପୁରୁଷୋତ୍ତମପୁର,୧୧ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠଟି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇଥିବା ହେତୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହି ତାରାତାରିଣୀ ପୀଠକୁ…

ପୋଷ୍ଟ ମାଷ୍ଟରଙ୍କ ନାଁରେ ଜବ୍‌କାର୍ଡ

ଦିଗପହଣ୍ଡି,୧୧ା୧୨(ଡି.ଏନ୍‌.ଏ): ଦିଗପହଣ୍ଡି ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ବଦଳରେ ମେଶିନ ଜରିଆରେ କାମ କରାଯାଉଛି। ସେହିପରି କାମ କରି ନ ଥିବା ଲୋକଙ୍କ ନାଁରେ ମଷ୍ଟର ରୋଲ କରାଯାଇ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।…

ପାଣିରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ଜୀବନ ଯାଇଛି। ମୃତ ଛାତ୍ର ଜଣକ ପ୍ରଥମ ବର୍ଷ ଇଲେକ୍ଟ୍ରୋନିକ ବିଭାଗର ସଞ୍ଜୀବ ତ୍ରିପାଠୀ। ତାଙ୍କ ଘର ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡିରେ। ସେ ଆଇଟିଆଇ…

୧୬ ଏକର ଜମିରୁ ନଷ୍ଟ କରାଗଲା ୧୯,୨୦୦ ଗଞ୍ଜେଇ ଗଛ

ଦିଗପହଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଅଧୀନରେ ଥିବା ରାମଚନ୍ଦ୍ରପୁର ପାହାଡ଼ର ୧୬ ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ପୋଲିସ। ଏହି ପାହାଡ଼ରେ ଦୀର୍ଘଦିନ ହେଲା ଗଞ୍ଜେଇ ଚାଷ ଚାଲିଥିବା ଗୁଇନ୍ଦା ସୂଚନା ପାଇ…

ମାନବିକ ଅଧିକାର ଦିବସ ପାଳିତ

ବେଗୁନିଆପଡ଼ା,୧୦।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା କୋଦଳା ତାଲୁକା ଲିଗାଲ ସର୍ଭିସେସ୍‌ କମିଟି ପକ୍ଷରୁ ଶନିବାର ମାନବାଧିକାର ଦିବସ ପାଳିତ ହୋଇଯାଇଛି। କୋଦଳା ସରସତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲୁକା ଲିଗାଲ ସର୍ଭିସେସ୍‌ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜଜ୍‌ ଚିନ୍ମୟ…

ସାହେବ କେନାଲ ଅବରୋଧ, ଚିନ୍ତାରେ ମତ୍ସ୍ୟଜୀବୀ

ଗଞ୍ଜାମ,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ସାହେବ କେନାଲ ପ୍ରାୟ ୧୨ କିଲୋମିଟର ଲମ୍ବିଛି। ଏହି କେନାଲକୁ ବେଆଇନ ଭାବେ ଅବରୋଧ କରାଯାଉଥିବାରୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ନେଇ ଚିଲିକା ହ୍ରଦ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?