ଗଞ୍ଜାମ

୧୨ ବର୍ଷ ପରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଦୀର୍ଘ ୧୨ବର୍ଷ ହେବ ଫେରାର ଥିବା ଜନୈକ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ବିନୋଦ ପଲାଇ (୪୫)।…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହିଞ୍ଜୋଳକୁଦା ପଞ୍ଚାୟତ ତାକରଡ଼ା ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ମାମୁ ଘରକୁ ବୁଲି ଆସିଥିବା ୨ ଶିଶୁକନ୍ୟା ପାଇଖାନା ଟାଙ୍କିରେ ପଡ଼ି ମୃତ୍ୟୁ ଘଟିଛି। ସିଦ୍ଧପୁର ଗ୍ରାମର କୁନା ସେଠୀଙ୍କ…

୧୫ ଫୁଟ ଲମ୍ବରେ ଭୁଶୁଡ଼ି ଗଲାଣି ରାସ୍ତା

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ଗଲାଣି। ପୂର୍ବରୁ ରାସ୍ତାପାର୍ଶ୍ୱ ଗଭୀର ମଧ୍ୟକୁ ଖସିପଡ଼ିବା ଭୟ ଥିବା ବେଳେ ଏବେ ରାସ୍ତା ମଧ୍ୟ…

କାର୍ଯ୍ୟକ୍ଷମ ହେଉନି ଭେଣ୍ଡିଂ ଜୋନ୍‌, ଅନିଶ୍ଚିତତା ମଧ୍ୟରେ ଉଠା ଦୋକାନୀ

ଗଞ୍ଜାମ,୧୪।୧୨(ଡି.ଏନ.ଏ.): ବଜାର ବଣିକ ସଂଘର ଦୀର୍ଘ ବର୍ଷ ଦାବି ପରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବଡ ବଜାର ଏବଂ ସାନ ବଜାରଠାରେ ପ୍ରାୟ ୧୮ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛିl ହେଲେ ନିର୍ମାଣ କାର୍ଯ୍ୟ ସରିବାର ସାତ ମାସରୁ ଉର୍ଦ୍ଧ୍ୱ…

ସଚେତନତା ବାର୍ତ୍ତା ବାଣ୍ଟୁଛି ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୧୪।୧୨: ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ମିଶନ ଓଡ଼ିଶା ସହଯୋଗରେ ଗତ ୧୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରୁ ଟୁର ଦି କଳିଙ୍ଗ ସାଇକେଲ ଶୋଭଯାତ୍ରା ବାହାରିଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀମାନେ ସାଇକେଲରେ ଦୀର୍ଘ ୧୩୦୦ କିମି…

ନାକ୍‌ ମାନ୍ୟତା ପାଇଁ ପ୍ରସ୍ତୁତି ଜୋର୍‌ଦାର

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ଦାମୋଦରପୁରଠାରେ ଗଞ୍ଜାମ ମହାବିଦ୍ୟାଳୟ ଅବସ୍ଥିତ। ବର୍ତ୍ତମାନ ଏହି କଲେଜ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ପରିଲକ୍ଷିତ ହୋଇଛି। ଏହି ମହାବିଦ୍ୟାଳୟ ବହୁ ପୁରାତନ ହୋଇଥଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନାକ ମାନ୍ୟତା ମିଳି ପାରିନାହିଁ। କଲେଜ…

୫ ପାନୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ପୋଲସରା,୧୪ା୧୨(ଡି.ଏନ.ଏ.): ପୋଲସରା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳଯୋଗାଣକୁ ନେଇ ମଙ୍ଗଳବାର ୫ଟି ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ…

ଟ୍ରେନ୍‌ରୁ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ପୁରୁଣାବନ୍ଧରୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନ୍‌ରେ ଯାଉଥିବା ବୃଦ୍ଧ ବାଲୁଗାଁ ଷ୍ଟେଶନରୁ ଗତ ନଭେମ୍ବର ୨୬ ତାରିଖରେ ନିରୁଦ୍ଧିଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି l…

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ, ୧୩।୧୨: ଗଞ୍ଜାମ ଜିଲା ସଦର ଥାନା ପୋଲିସ ମଙ୍ଗଳବାର ସକାଳେ ବାଇଗଣବାଡି ନିକଟ ଏକ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକ ଜଣଙ୍କ ବଉଳଝୋଳି ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଉମାଚରଣ ବିଷୋୟୀ (୨୬)। ଘଟଣାସ୍ଥଳରୁ…

ଏସିଆ ବୁକ୍‌ ଅଫ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଗତ ଅଗଷ୍ଟ ମାସରେ ସ୍ବାଧୀନତା ଦିବସ ଅବସରରେ ସତ୍ୟ ୧ ମିଲିମିଟରର ଜାତୀୟ ପତାକା ନିର୍ମାଣ କରିଥିଲେ। ଏହାକୁ ସେ…

ବିଇଏମ୍‌ସିର ୧୨ ଜଣିଆ ଟିମ୍‌ ଯିବ କେରଳ

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବିଭିନ୍ନ ଦଳର ୧୦ ଜଣ କର୍ପୋରେଟର ଆସନ୍ତା ୧୬ ତାରିଖରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ ଯିବେ। ସେଠାରେ ୧୭ରୁ…

ମହିଳାଙ୍କୁ ପ୍ରତାରଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୨ା୧୨: ଜଣେ ମହିଳାଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମାର ରଞ୍ଜନ ଦାସ। ସୋମବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ସନ୍ଧ୍ୟାରେ ପୀଡ଼ିତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?