ଢେଙ୍କାନାଳ

ବନ ବିଭାଗର ନିରସ୍ତ୍ର ମୁକାବିଲା

ଢେଙ୍କାନାଳ ଅଫିସ୍‌, ୩୧।୭: ବଦଳିଗଲାଣି ଶିକାର କୌଶଳ। ଏକଦା ତୀର, ବିଦ୍ୟୁତ୍‌ ଫାଶରେ ବନ୍ୟପ୍ରାଣୀଙ୍କୁ ମାରୁଥିବା ଶିକାରୀ ଏବେ ଧରିଲେଣି ଅତ୍ୟାଧୁନିକ ବନ୍ଧୁକ। ବନ ବିଭାଗ ଡାଳେ ଡାଳେ ଗଲେ ସେମାନେ ଯାଉଛନ୍ତି ପତ୍ରେ ପତ୍ରେ। କେଉଁଠି ହାତୀ ବିଚରଣ କରୁଛନ୍ତି,…

ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ଉଠା ଦୋକାନୀମାନଙ୍କୁ ଥଇଥାନ ପାଇଁ ପୌରସଂସ୍ଥା…

ହାତୀଙ୍କ ସୂଚନା ଦେଉଥିବା ସାଇରନ୍‌ ଅଚଳ

ଢେଙ୍କାନାଳ ଅଫିସ, ୩୦।୭ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ. ଏନ୍‌ଏଚ୍‌ରେ ଯାତ୍ରୀଙ୍କୁ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ପରୀକ୍ଷାମୂଳକ ଭାବେ ଲାଗିଥିବା ସାଇରନ୍‌ ଓ ଆଲର୍ଟ ଲାଇଟ୍‌ ଅଚଳ ହୋଇପଡ଼ିଛି। ପଥଚାରୀମାନେ ହାତୀଙ୍କ ଚଳପ୍ରଚଳ ସମ୍ପର୍କରେ ସୂଚନା…

କଷ୍ଟ ଦେଉଛି କ୍ରଶର ଗୁଣ୍ଡ

କାମାକ୍ଷାନଗର, ୩୦।୭ (ଡି.ଏନ୍‌.ଏ.) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କ ପରିଚାଳନାରେ ଥିବାବେଳେ ରାସ୍ତାର ଉନ୍ନତୀକରଣ ହୋଇପାରୁ ନ ଥିଲା। ଖାଲଖମାରେ ଭର୍ତ୍ତି ହୋଇଥିବା ସଡ଼କ ପାଲଟିଥିଲା ମରଣଯନ୍ତା। ସହରବାସୀଙ୍କ ଜୀବନରେଖା ପାଲଟିଥିବା ଏହି ସଡ଼କକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଲେ…

କଟକଣାରେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ୍‌, ୩୦।୭ ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ସଦ୍‌ଭାବନା ଗୃହରେ ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ(ସାଧାରଣ) ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ସ୍ବାଧୀନତା…

କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି ପ୍ରବେଶ ପଥ। ପବିତ୍ର ଜାଗରଯାତ୍ରାରେ ଯେଉଁ ମଣ୍ଡପ ଦୀପମୟ ହୋଇଉଠୁଥିଲା, ତାହା ଏବେ ପାଲଟିଛି…

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ୧୩୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୨ଜଣ ପ୍ରଥମ ଏବଂ ୨୦ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀନ୍ନ…

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୮ା୭: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ସଂପୃକ୍ତ ଉକ୍ତ ଅଞ୍ଚଳର ରାହୁଲ ସାହୁ ଗିରଫ…

ଘାରିଲା ମଙ୍କିପକ୍ସ ସଂକ୍ରମଣ ଚିନ୍ତା

ଢେଙ୍କାନାଳ ଅଫିସ, ୨୭।୭ – ମଙ୍କିପକ୍ସକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗ୍ଲୋବାଲ୍‌ ହେଲ୍‌ଥ ଏମର୍ଜେନ୍ସି ଭାବେ ଘୋଷଣା କରାଯିବା ପରେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ହୋଇ ଉଠିଛନ୍ତି। ଏହି ମାରାତ୍ମକ ସଂକ୍ରାମକ ରୋଗ ସଂକ୍ରମଣ ପ୍ରତି…

କାଦୁଅ ରାସ୍ତାରେ କଲବଲ

ପରଜଙ୍ଗ, ୨୭।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଗୋଠସାହିକୁ ସଂଯୋଗ କରୁଥିବା ମାଟିରାସ୍ତା ଲଗାଣ ବର୍ଷାରେ ଶୋଚନୀୟ ହୋଇପଡ଼ିଛି। ଉକ୍ତ କଚ୍ଚା ସଡ଼କ ଗୋଠସାହିରୁ କମଡେଇ ପର୍ଯ୍ୟନ୍ତ ଲମ୍ବିଥିବାବେଳେ ଏହା ଉପରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭରଶୀଳ। ପଞ୍ଚାୟତ…

ସଡ଼କ ପାଇଁ ୭ ଦଶନ୍ଧିର ସଂଘର୍ଷ

ପରଜଙ୍ଗ, ୨୭।୭(ଡି.ଏନ୍‌.ଏ.) – ବନ ବିଭାଗର କଟକଣା ଓ କଡ଼ା ନିୟମ ଆଗରେ ଆଣ୍ଠେଇ ପଡ଼ିଛି ବିକାଶ। ଜଟିଳ ଆଇନଗତ ପ୍ରକ୍ରିୟା ପାଇଁ ଦୀର୍ଘ ୬୯ବର୍ଷ ହେଲା ଗଁାକୁ ନିର୍ମାଣ ହୋଇପାରୁନି ସାମାନ୍ୟ ସଡ଼କଟିଏ। ଏଥିପାଇଁ ପ୍ରତିବାଦ କି ଆନ୍ଦୋଳନ ହୋଇନି…

ବୋଲେରୋକୁ କରିଦେଲେ କ୍ୟାମ୍ପର

ଢେଙ୍କାନାଳ ଅଫିସ, ୨୬।୭ ଢେଙ୍କାନାଳ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରେ ଗାଡ଼ି ପଞ୍ଜୀକରଣରେ ବଡ଼ ଧରଣର ତ୍ରୁଟି ହୋଇଛି। ଭଲ୍ୟୁମ୍‌ ବୁକରେ ଏକ ବୋଲେରୋକୁ ଯାତ୍ରୀବାହୀ ଗାଡ଼ି ଦର୍ଶାଯାଇଥିବାବେଳେ ପ୍ରଦାନ କରାଯାଇଥିବା ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ସ୍ମାର୍ଟକାର୍ଡରେ ଏହାକୁ କ୍ୟାମ୍ପର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri