ଢେଙ୍କାନାଳ

ବ୍ରାଉନସୁଗାର ବିକ୍ରି ପାଇଁ ଛିଡ଼ା ହୋଇଥିବା ବେଳେ ବାନ୍ଧିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମଙ୍ଗଳବାର ମଧ୍ୟାହ୍ନରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ୫୫ନଂ ଜାତୀୟ ରାଜପଥର ବଳଦିଆ ବନ୍ଧ ଛକରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା…

ଏସ୍‌ଟିଏଫ୍‌-ପୋଲିର ମିଳିତ ଚଢ଼ାଉ: ୫ ପିସ୍ତଲ ଜବତ

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ଏବଂ ଢ଼େଙ୍ଗ ବରେଇ ଅଞ୍ଚଳରେ ମଙ୍ଗଳବାର ଏସ୍‌ଟିଏଫ୍‌ ଓ ସଦର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲା। ଏଥିରେ ୫ଟି ପିସ୍ତଲ, ୬ ଅଫୁଟା ଗୁଳି, ଗୋଟିଏ ମୋବାଇଲକୁ ଜବତ…

ବିପଦ ବଢ଼ାଉଛି ବ୍ରାହ୍ମଣୀ

ଢେଙ୍କାନାଳ ଅଫିସ, ୧୫।୮:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରବାହରେ ୩ ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷାରେ ଫୁଲି ଉଠିଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଫଳରେ ଢେଙ୍କାନାଳ ଜିଲାର ନଦୀକୂଳିଆ ଓ…

ସ୍ମୃତିରେ ନ ଅଟକୁ ସ୍ମୃତି ଭବନ

ବଇଣ୍ଡା,୧୫ା୮(ପରିକ୍ଷିତ ସାହୁ):ମହାତ୍ମାଙ୍କ ଆଗମନର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ହୋଇଛି ଅନେକ ବ୍ୟବସ୍ଥା। ଗାନ୍ଧୀ ସ୍ମୃତିଭବନ, ଡାକବଙ୍ଗଳା ନିର୍ମାଣ ସହ ବାପୁଙ୍କ ବ୍ରୋଞ୍ଚ ପ୍ରତିମର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଗାନ୍ଧୀଙ୍କ ଅନେକ ବାର୍ତ୍ତା ବହନ…

ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ

ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ଫୁଲିବାରେ ଲାଗିଛି। ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ନଦୀ…

ହିନ୍ଦୀ, ଖେଳ ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ, ଭୂଗୋଳ

ଢେଙ୍କାନାଳ ଅଫିସ, ୧୪ ।୮: ପ୍ରଧାନ ଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିପାରିବେ ନାହିଁ। କିଛିଦିନ ତଳେ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏଭଳି ଏକ ଚିଠିକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି…

ପାଞ୍ଚ ମହଲାରୁ ଡେଇଁପଡ଼ିଲେ ରୋଗୀ

ଢେଙ୍କାନାଳ ଅଫିସ, ୧୪ ।୮: ବାପାଙ୍କ ମୃତ୍ୟୁ ପରେ ମାନସିକ ଚାପରେ ଥିଲେ। ଶନିବାର ହିତାହିତ ଜ୍ଞାନ ହରାଇ ବ୍ଲେଡ୍‌ରେ କାଟି ପକାଇଥିଲେ ହାତଗୋଡ଼। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ୫ମ ମହଲାରୁ ଡେଇଁ ପୁଣି…

ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ୫ମ ମହଲାରୁ ଶନିବାର ଅପରାହ୍ନରେ ଚନ୍ଦନ ନାୟକ(୩୭) ନାମକ ଜଣେ ରୋଗୀ ତଳକୁ ଡେଇଁ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ଚନ୍ଦନଙ୍କ ଘର ପରଜଙ୍ଗ ଅଞ୍ଚଳରେ। ତେବେ ପାରିବାରିକ…

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ

ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ମହାବିଦ୍ୟାଳୟର ବିଜ୍ଞାନ, ବାଣିଜ୍ୟ ଓ କଳାର ମୋଟ୍‌ ପାସ୍‌ ହାର ୭୮. ୬୭ ପ୍ରତିଶତ। ମୋଟ୍‌ ୪୨୨ ଜଣ ପରୀକ୍ଷାର୍ଥୀଙ୍କ…

୪ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୨ କୋଟି ମଞ୍ଜୁର

ଢେଙ୍କାନାଳ ଅଫିସ,୧୩।୮: ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା.…

କ୍ଷତିଗ୍ରସ୍ତଙ୍କୁ ‘ରିମ୍‌ଝିମ୍‌’ର ପ୍ରତାରଣା

ଢେଙ୍କାନାଳ ଅଫିସ, ୧୩।୮: କମ୍ପାନୀ ନାଁ ବଦଳିଛି। ବଦଳିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି। ତେବେ ଏହି ବଦଳିବା ପ୍ରକ୍ରିୟା ମଧ୍ୟରେ ପୁରାତନ କର୍ମଚାରୀଙ୍କ ଭାଗ୍ୟ ଠେଲି ହୋଇଯାଇଛି ଅନ୍ଧକାର ମଧ୍ୟକୁ। କାରଖାନା ପାଇଁ ଜମି ହରାଇ ନିଯୁକ୍ତି ପାଇଥିବା…

ବର୍ଷା ଛଡ଼ାଇନେଲା ବାସ

ପରଜଙ୍ଗ, ୧୧।୮(ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣବର୍ଷା ଚାଷୀକୁଳ ପାଇଁ ପାଲଟିଛି ଆଶୀର୍ବାଦ। ହେଲେ ଝୁମ୍ପୁଡ଼ି ଘରେ ରହୁଥିବା ଗରିବ ପରିବାରର ସ୍ଥିତି ଦୟନୀୟ ହୋଇପଡ଼ିଛି। କେଉଁଠି ମାଟିକାନ୍ଥ ଭୁଶୁଡ଼ି ପଡ଼ିଛି ତ, ଅନ୍ୟ କେଉଁଠି ନଇଁ ପଡ଼ିଛି ଝାଟିମାଟି ଘର। ବର୍ଷା ବିତ୍ପାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?