ଢେଙ୍କାନାଳ

ଶ୍ରୀଚନ୍ଦ୍ରଶେଖରଜୀଉ ୮ ଘଣ୍ଟା ଉପାସ

ଢେଙ୍କାନାଳ ଅଫିସ,୧୬।୯: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଗୁରୁବାର ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧି ଦାବିରେ ୩ ପୂଜାପଣ୍ଡା ଓ ୬ ସୂପକାର ଇସ୍ତଫା ଦେଇଦେବା ପରେ ଦୈନନ୍ଦିନ ନୀତି ବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଖାଡ଼ା…

ପ୍ରେମ ବିବାହ କରିବାରୁ ଅପହରଣ

ସାତମାଇଲ, ୧୪।୯(ଡି.ଏନ୍‌.ଏ.): ରାତିଅଧରେ ନକଲି ପୋଲିସ ସାଜି ଆସିଲେ। ପ୍ରେମବିବାହ କରି ଶାଶୁଘରେ ଥିବା ନବ ବିବାହିତା ଯୁବତୀଙ୍କୁ ଅପହରଣ କରିନେଲେ। ତେବେ କୌଶଳକ୍ରମେ ଅପହରଣକାରୀଙ୍କ କବଳରୁ ସୁରକ୍ଷିତ ଭାବେ ଖସି ଆସିଛନ୍ତି ଯୁବତୀ। ଏ ନେଇ ସେ ନିଜ ମା’ଙ୍କ…

କୁଲାରେ ହେବ କଳାକୃତି

ଢେଙ୍କାନାଳ ଅଫିସ, ୧୪।୯: ୬୫ ଫୁଟ ଉଚ୍ଚ ଓ ୪୦ଫୁଟ ଓସାରରେ ନିର୍ମାଣ ହେବ ଭବ୍ୟ ତୋରଣ। ହେଲେ ଏଥିରେ ଲାଗିବନି ଡିଜିଟାଲ ଏଲ୍‌ଇଡି ଲାଇଟ୍‌। ସମ୍ପୂର୍ଣ୍ଣ ତୋରଣକୁ ସଜାଯିବ ବାଉଁଶ ତିଆରି କୁଲା ଏବଂ ଅନ୍ୟ ସୂକ୍ଷ୍ମାଦିସୂକ୍ଷ୍ମ କଳାକୃତିରେ। ଏଥିରେ…

ଛାତରୁ ପଡି ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ,୧୩।୯: ଢେଙ୍କାନାଳ ଜିଲା ଗଦିଆଁ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଜୟନ୍ତ ଧାରୁଆ ସୋମବାର ବିଳମ୍ବିତ ରାତିରେ ଅଗ୍ନିଶମ କେନ୍ଦ୍ର ଛାତ ଉପରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ସେ ରାତିରେ ନିଜ କାର୍ଯ୍ୟ ସାରିବା ପରେ ସାଥିମାନଙ୍କ ସହ କ୍ୟାରମ୍‌ ଖେଳୁଥିଲେ।…

ତୋରଣରେ ସ୍ବର୍ଣ୍ଣମନ୍ଦିର

ଭୁବନ,୧୩।୯(ଡି.ଏନ୍‌.ଏ.):ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ପ୍ରତିଯୋଗିତାପୂର୍ଣ୍ଣ ମହୋତ୍ସବରେ ୧୩ ମଣ୍ଡପ ସାମିଲ ହୋଇଥିବାବେଳେ ମୂର୍ତ୍ତି, ମେଢ଼, ସାଜସଜ୍ଜାକୁ ନେଇ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ଏଥିରେ ନିଜକୁ ସାମିଲ କରିଛି ପୋଥାଳ ସାହି ପୂଜା କମିଟି। ଚଳିତବର୍ଷ…

ଥାନା ଘେରିଲେ କୁକୁଡ଼ାଚାଷୀ

ଢେଙ୍କାନାଳ ଅଫିସ,୧୨।୯: ଢେଙ୍କାନାଳ ଜିଲାର ବିଭିନ୍ନ ବ୍ଲକର ଶତାଧିକ କୁକୁଡ଼ାଚାଷୀ ସୋମବାର ଟାଉନ ଥାନା ଘେରାଉ କରିଥିଲେ । ଚାଷୀମାନଙ୍କୁ କୁକୁଡ଼ା ଚିଆଁ ଓ ଖାଦ୍ୟ ପ୍ରଦାନ କରୁଥିବା ଏକ ସଂସ୍ଥା ଧମକଚମକ ଦେଉଥିବା ପ୍ରତିବାଦରେ ଏହି ଘେରାଉ ହୋଇଥିଲା। ଏ…

ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା: ୨୪ ଘଣ୍ଟାରେ ୩୭୩ ମି.ମି. ବର୍ଷିଲା

କାମାକ୍ଷାନଗର,୧୨।୯(ଡି.ଏନ୍‌.ଏ.): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହୋଇଛି। ଶନିବାର ଅପରାହ୍ନରୁ ରବିବାର ସକାଳ ପର୍ଯ୍ୟନ୍ତ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ଜୀବନଯାତ୍ରା। ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ…

୧୫ ମଣ୍ଡପରେ ପୂଜା ପାଇବେ ମା’ ଦଶଭୁଜା

କାମାକ୍ଷାନଗର, ୧୨।୯(ଡି.ଏନ୍‌.ଏ.):ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣରେ ନିମଗ୍ନ ଶିଳ୍ପୀ। ପ୍ରତିଯୋଗିତାମୂଳକ ପୂଜାରେ ସର୍ବାଗ୍ରେ ରହିବାକୁ ତିଆରି ଚାଲିଛି ସୃଦୃଶ୍ୟ ତୋରଣ। କେଉଁଠି ମୂର୍ତ୍ତିକୁ ତ ଆଉ କେଉଁଠି ସାଜସଜ୍ଜା ଓ ଉଜ୍ଜ୍ୱଳ ଆଲୋକମାଳାକୁ ଦିଆଯାଉଛି ଗୁରୁତ୍ୱ। କରୋନା ପ୍ରଭାବିତ ବିଶ୍ୱରେ…

ମୂର୍ତ୍ତି, ଆଲୋକସଜ୍ଜା ପ୍ରମୁଖ ଆକର୍ଷଣ

ଭୁବନ, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନର ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ଏବଂ ଦଶହରା ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ହରପାର୍ବତୀ ପୂଜା କମିଟି। ଦୁର୍ଗାଛକ, ଗୁଜୁରୀହାଟ ପରେ ସହରର ଏହି ୩ନଂ. ମେଢ଼ ଚଳିତବର୍ଷ ୨୪ବର୍ଷରେ ପଦାର୍ପଣ କରୁଛି। ମୂର୍ତ୍ତି,…

ଡ୍ରୋନ୍‌ରେ ସିଡ୍‌ବଲ୍‌ ବୁଣୁଛନ୍ତି ଶୁଭ୍ରାଂଶୁ

ଢେଙ୍କାନାଳ ଅଫିସ,୧୦।୯: ସବୁଜ ବିକଳ୍ପ ପାଇଁ ପ୍ରୟାସ ଜାରି ରଖିଥିବା ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ପରିବେଶବିତ୍‌ ଶୁଭ୍ରାଂଶୁ ଶତପଥୀ ବନୀକରଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଉନ୍ନତ ଜ୍ଞାନକୌଶଳ। ଜଙ୍ଗଲ ଅବକ୍ଷୟ ହୋଇଥିବା ଦୁର୍ଗମ ସ୍ଥାନରେ ସେ ଡ୍ରୋନ୍‌ ସହାୟତାରେ ବୁଣୁଛନ୍ତି ସିଡ୍‌ବଲ୍‌…

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମାଧାନ ପାଇଁ ଉଦ୍ୟମ

ଭୁବନ, ୧୦।୯(ଡି.ଏନ୍‌.ଏ.): ଗଣେଶ ପୂଜା ଭସାଣିକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ସୃଷ୍ଟି ହୋଇଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଗ୍ରାମରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପୋଲିସ ପ୍ରଶାସନ ଅଣ୍ଟା…

ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ ପୌର ନିର୍ବାଚନ ପରଠାରୁ ଅଶାନ୍ତ ହୋଇଉଠିଛି ସହରୀ ପରିବେଶ। ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?