ଢେଙ୍କାନାଳ

ସମ୍ବଲପୁରରୁ ଢେଙ୍କାନାଳ ଦେଇ କୋଲକାତାକୁ ଗଡ଼ିବ ଟ୍ରେନ୍‌

ଢେଙ୍କାନାଳ ଅଫିସ,୨୬ା୯: ଖୁବ୍‌ଶୀଘ୍ର ସମ୍ବଲପୁରରୁ ଅନୁଗୋଳ-ତାଳଚେର-ଢେଙ୍କାନାଳ ଦେଇ କୋଲକାତାକୁ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ଏଥିସହ ଢେଙ୍କାନାଳ ରେଳଷ୍ଟେଶନର ନବକଳେବର ହେବ। ଅବିଭକ୍ତ ଢେଙ୍କାନାଳ ଜିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ବଡ଼ ଉପହାର। କେନ୍ଦ୍ର ରେଳମନ୍ତ୍ରୀ ଏହାର ଶୁଭାରମ୍ଭ…

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ଢେଙ୍କାନାଳ ଅଫିସ,୨୫।୯: ଢେଙ୍କାନାଳ ଜିଲା କଣ୍ଠାବଣିଆ ଥାନା ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ ବାଇକ୍‌କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା…

କାଙ୍କଡ଼ପାଳରେ ଫାଙ୍କା ଗୁଳିମାଡ଼, ଭୟରେ ଛାତରୁ ଖସି ଜଣେ ଆହତ

ଢେଙ୍କାନାଳ ଅଫିସ,୨୫ା୯: ଢେଙ୍କାନାଳ ସଦରଥାନା କାଙ୍କଡ଼ପାଳ ଗାଁରେ ଶନିବାର ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡ଼ି ଜଣେ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି କାଙ୍କଡ଼ପାଳ ଗାଁ ମଝିରେ…

ପୋଷ୍ଟମ୍ୟାନ୍‌ ସାଜିଛନ୍ତି ପୁଅ

ଢେଙ୍କାନାଳ ଅଫିସ୍‌, ୨୫।୯: ‘ବାପ ଥିଲା ପୁଅ ସଭାରେ ହାରେନା’। ଓଡ଼ିଆ ଘରେ ପ୍ରଚଳିତ ଏହି ଆପ୍ତବାକ୍ୟ ହିଁ ଜନ୍ମଦାତାଙ୍କ ଗୁରୁତ୍ୱ ବଖାଣିବାକୁ ଯଥେଷ୍ଟ। ହେଲେ ପକ୍ଷାଘାତରେ ପୀଡ଼ିତ ବାପାଙ୍କ ପାଇଁ ଜଣେ ପୁଅ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇଦେବା ଭଳି…

ବିଏସ୍‌ସି ପରେ ଚିଠି ବାଣ୍ଟୁଛନ୍ତି ଭୋଜରାଜ

ଢେଙ୍କାନାଳ ଅଫିସ,୨୪।୯: ଢେଙ୍କାନାଳ ମୁଖ୍ୟ ଡାକଘର ପୋଷ୍ଟ ମ୍ୟାନ ନବଘନ ଦୁଡୁଆ। ଗତ ବର୍ଷ କରୋନା ମହାମାରୀ ସମୟରେ ସାଇକେଲରେ ଚିଠି ବାଣ୍ଟୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ। ଫଳରେ ଡାକଘରକୁ ଯିବା କିମ୍ବା ଚିଠି…

ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ

କାମାକ୍ଷାନଗର, ୨୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି। ସେମାନେ ମୁଖ୍ୟତଃ ପାଇକାରୀ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବ୍ୟବସାୟୀମାନେ ଟଙ୍କା ଆଦାୟ କରି ଫେରୁଥିବାବେଳେ ରାସ୍ତାରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରୁଛନ୍ତି। ଗତ ୮ ତାରିଖରେ ଢେଙ୍କାନାଳ…

ଜରୁରୀ ଇଞ୍ଜେକ୍ସନ ମିଳୁନି

ଢେଙ୍କାନାଳ ଅଫିସ, ୨୪।୯: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସରକାରୀସ୍ତରରେ ରୋଗୀଙ୍କ ଲାଗି ନିଃଶୁଳ୍ପ ଯୋଗାଣ ହେଉଥିବା ଜରୁରୀ ଇଞ୍ଜେକ୍ସନ ଏବଂ ମେଡିସିନ ମିଳୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।…

ଦଦରା ହଷ୍ଟେଲରେ ଦହଗଞ୍ଜ

ଢେଙ୍କାନାଳ ଅଫିସ, ୨୪।୯: ଛାତ୍ରାବାସକୁ ବିତିଲାଣି ୪୦ବର୍ଷ। କେଉଁଠି କୋଠା ଛାତ ଫାଟି ଆଁ କରିଛି ତ ଆଉ କେଉଁଠି କାନ୍ଥ। ସମୟେ ସମୟେ ମୁଣ୍ଡା ମୁଣ୍ଡା ହୋଇ ଖସୁଛି ସିମେଣ୍ଟ କଂକ୍ରିଟ୍‌। କବାଟ, ଝରକା ଅବସ୍ଥା ନ କହିବା ଭଲ।…

ଆଡ଼ମ୍ବର ଆବାହନ, ନିରାଡ଼ମ୍ବର ବିସର୍ଜନ

ଭୁବନ, ୨୩।୯(ଡି.ଏନ.ଏ.):ମଣ୍ଡପରେ ବିରାଜିବେ ମହାମାୟା। ଦୁଇବର୍ଷ ପରେ ଚମକିବ ସହର ପରିବେଶ। ବୀରଦର୍ପରେ ଗଁାଦାଣ୍ଡରେ ବୁଲିବେ ସୁସଜ୍ଜିତ ବଳଦ। ପୁନର୍ଜୀବିତ ହେବ ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସିଥିବା ପୁରୁଣା ପରମ୍ପରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି…

ନୋଟିସ ଲଗାଇ ପାର୍‌

ଢେଙ୍କାନାଳ ଅଫିସ, ୨୩।୯: ‘ଇଏନ୍‌ଟି ଓପିଡି ଇଜ୍‌ କ୍ଲୋଜଡ୍‌। ଇଏନ୍‌ଟି ସ୍ପେଶାଲିଷ୍ଟ ଅନ୍‌ ଲିଭ୍‌ ଫ୍ରମ୍‌ 13।9।2022 ଟୁ 6।11।2022’। ଏଭଳି ଲେଖାଥିବା ଏକ ନୋଟିସ ଲଗାଇ କର୍ଣ୍ଣ, ନାସା, ଗଳା ବିଭାଗର ଓପିଡିରେ ତାଲା ଝୁଲାଇ ଦେଇଛନ୍ତି ଢେଙ୍କାନାଳ ଜିଲା…

ସ୍ମୃତିରକ୍ଷା ପାଇଁ ସମୟ ନାହିଁ

ଢେଙ୍କାନାଳ ଅଫିସ, ୨୨।୯: ବ୍ୟାସକବିଙ୍କୁ ବାଦ୍‌ ଦେଇ ଅସମ୍ପୂର୍ଣ୍ଣ ବାଣୀଭଣ୍ଡାର। ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଏହି ମହାନ୍‌ ଯୋଗଜନ୍ମାଙ୍କ କୀର୍ତ୍ତି, କୃତିତ୍ୱକୁ ଶବ୍ଦରେ ପରିପ୍ରକାଶ କରାଯାଇ ନ ପାରେ। ଓଡ଼ିଶା ସାହିତ୍ୟର ଭଗୀରଥ ଭାବେ ପରିଚିତ କବିଙ୍କ ବିଷୟରେ…

ବାଇକ୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୨୨ା୯: ବାଇକ୍‌ରେ ଢେଙ୍କାନାଳରୁ ଲେହ, ଲଦାଖ। ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘପଥ। ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ମଳୟ ପଟ୍ଟନାୟକ। ଏହି କଷ୍ଟକର ଯାତ୍ରାରୁ ମଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?