ଢେଙ୍କାନାଳ

ସୂଚନା ଦେଉନାହାନ୍ତି ଅଧିକାରୀ

କାମାକ୍ଷାନଗର,୨୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକରେ ସରକାରୀ ଯୋଜନାର ଅର୍ଥ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ଜନଜାତି ସମ୍ପ୍ରଦାୟର ଲୋକଙ୍କ ଲାଗି ଆସୁଥିବା ଜନହିତକର ପ୍ରକଳ୍ପ ସମ୍ପର୍କିତ ଅନୁଦାନ ଟଙ୍କା ହଡ଼ପ କରାଯାଉଥିବା ସୂଚନା ଅଧିକାର କର୍ମୀ ଅରବିନ୍ଦ…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ମାମଲାର ପର୍ଦ୍ଦାଫାଶ: ୩ ଗିରଫ, ୪ ଫେରାର

ଢେଙ୍କାନାଳ ଅଫିସ,୨୭ା୧୦: ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌କୁ ଗତ ୩ ତାରିଖ ରାତିରେ ତାଡ଼ି ୭ ଜଣ ଦୁର୍ବୃତ୍ତ ୨୨ ଲକ୍ଷ ୧୭ ହଜାର ୯୦୦…

ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ

ଢେଙ୍କାନାଳ ଅଫିସ,୨୭।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଜାତୀୟ ଦକ୍ଷତା ବିକାଶ ନିଗମ…

ଆଖୁ ଉପରେ ହାତୀଙ୍କ ଆଖି

ଭୁବନ, ୨୭।୧୦(ଡି.ଏନ୍‌.ଏ.): ପାଚି ଆସିଲାଣି ଆଖୁ। ପୁଡ଼ା ବାନ୍ଧିଲାଣି ଧାନ। ମାସ କେଇଟାରେ କଟା ହୋଇ ଆସିବ ସୁନାର ଫସଲ। ଏଭଳି ଆଶା ବାନ୍ଧିଥିବା ଚାଷୀଙ୍କ ପାଇଁ କିନ୍ତୁ ଦାରୁଣ ଦୁଃଖ ପାଲଟିଛନ୍ତି ହାତୀପଲ। ମାତ୍ର ୪ ଦିନରେ ଏକର ଏକର…

ବାଣ ଦୋକାନରେ ବିସ୍ଫୋରଣ: ୪ ଗୁରୁତର

କାମାକ୍ଷାନଗର,୨୪।୧୦(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା କାମାକ୍ଷାନଗର-ବଡସୁଆଁଳ ଗାଁରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଫଳରେ ଏଥିରେ ଜଣେ ନାବାଳକ ସମେତ ୪ ଗୁରୁତର ହୋଇଛନ୍ତି । ସେମାନେ ହେଲେ ବଡସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ,…

ଲୋକାଦୃତ ହେଉଛି ଲୋକକଳା

ଢେଙ୍କାନାଳ ଅଫିସ, ୨୪।୧୦:ଓଡ଼ିଶାର ସମୃଦ୍ଧ ଲୋକକଳାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ସ୍ବତନ୍ତ୍ର ଯୋଜନା। ଏହି ମହତ୍‌ ଅଭିଯାନର ନିଅଁ ପଡ଼ିଥିଲା ଢେଙ୍କାନାଳରୁ। ଏଥିରେ ପର୍ଯ୍ୟାୟକ୍ରମେ ଯୋଡ଼ି ହୋଇଥିଲା ଅନ୍ୟ ଜିଲା। କଳାକାରଙ୍କ ପଞ୍ଜୀକରଣ,…

ବ୍ରାହ୍ମଣୀ ଆଁରେ ବାଜିଙ୍କ ଗାଁ

ଭୁବନ, ୨୩।୧୦: ଅକ୍ଟୋବର ୧୧, ୧୯୩୮। ବ୍ରାହ୍ମଣୀ ତଟରେ ଗର୍ଜିଥିଲା ଗୋରା ଫୌଜର ଗୁଳି। ଟଳି ପଡ଼ିଥିଲେ ୧୨ ବର୍ଷର ବାଳକ ବାଜି ରାଉତ। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିଲା ସର୍ବକନିଷ୍ଠ ଶହୀଦଙ୍କ ବଳିଦାନର ଗାଥା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ଆଠ ଦଶନ୍ଧି।…

ପଥର ମାଡ଼ କରିଥିବା ମହିଳା ଗିରଫ

ଢେଙ୍କାନାଳ ଅଫିସ, ୨୨ା୧୦: ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାରେ ବନମାଳୀପ୍ରସାଦ ଏବଂ କଣ୍ଟାନାଳୀ ବାଇପାସ୍‌ ଛକ ପୂଜା ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସମ୍ପୃକ୍ତା ମହିଳାଙ୍କ ପଥର ମାଡ଼ରେ ଜଣେ ହୋମ୍‌ଗାର୍ଡ ଗୁରୁତର…

ବିଦ୍ୟୁତ୍‌ ଚାର୍ଜ କରି ଶିକାର କଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୨୨।୧୦: ଢେଙ୍କାନାଳ ବନ ବିଭାଗ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ଏକ ସମନ୍ବୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ୍‌ ଚାର୍ଜ କରି ବନ୍ୟଜନ୍ତୁ ଶିକାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି।…

ଜିଲା ଚିକିତ୍ସାଳୟରେ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୨।୧୦: ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଶୁକ୍ରବାର ଅପରାହ୍ନରେ ଅଚାନକ ଜିଲା ଚିକିତ୍ସାଳୟରେ ଚଢ଼ାଉ କରିଛନ୍ତି। ବିଭିନ୍ନ ରୋଗ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଅଟୋ ଆନାଲାଇଜ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଥିବା ବେଳେ…

ଓକିଲଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ ଗିରଫ

କାମାକ୍ଷାନଗର, ୨୧।୧୦(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ପୂର୍ବରୁ ପୋଲିସ ଜଣଙ୍କୁ ଧରିଥିଲା। ଏହାପରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଥିବା ଗୁରୁବାର କାମାକ୍ଷାନଗର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା…

ଭାଇଚାରାର ସହର ଭାଗ ଭାଗ

ଢେଙ୍କାନାଳ ଅଫିସ, ୨୧।୧୦: ସରିଛି ଗଣପର୍ବ ଲକ୍ଷ୍ମୀପୂଜା। ଆନନ୍ଦ ଉଲ୍ଲାସର ସହ ମା’ଙ୍କୁ ବିଦାୟ ଦେଇଛନ୍ତି ସହରବାସୀ। ଭବ୍ୟ ଭସାଣି ଶୋଭାଯାତ୍ରାର ଝଲକ୍‌ ସବୁଆଡ଼େ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବାବେଳେ ଏଥିରେ ଯୋଡ଼ିହୋଇଛି ହିଂସାକାଣ୍ଡ, ରକ୍ତପାତର ଅଲୋଡ଼ା ଅଧ୍ୟାୟ। ୧୧ ଦିନାତ୍ମକ ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?