ଢେଙ୍କାନାଳ

ହେଲ୍‌ମେଟ୍‌ ଜଗି ହାଲିଆ

କାମାକ୍ଷାନଗର, ୧୦।୨(ଡି.ଏନ୍‌.ଏ.) – ଆଗରେ ଅମାନିଆ ବାଇକ୍‌ଚାଳକ। ପଛରେ ପୋଲିସ। ଚାଲିଛି ଛକାପଞ୍ଝା। ବିନା ହେଲ୍‌ମେଟରେ ସହରରେ ସ୍ପିଡ୍‌ ବାଇକ୍‌ ଧରି ଚକ୍କର କାଟୁଛନ୍ତି ଅନେକେ। ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ଟ୍ରାଫିକ୍‌ ନିୟମ। ଧରାପଡ଼ିଲେ ନାଲି ଆଖି ଦେଖାଉଛନ୍ତି। ଚାପ…

ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ ଚିତ୍କାର କରିବା ପରେ ସେ ଜୀବିତ ବୋଲି ଜାଣିପାରିଥିଲେ ଅଭିଯୁକ୍ତ ସ୍ବାମୀ। ହେଲେ ସେତେବେଳକୁ…

ଦନ୍ତା ନେଲା ଜୀବନ

ଢେଙ୍କାନାଳ ଅଫିସ/ରାସୋଳ,୮।୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକ୍ସନ ଅଧୀନ ମାଡୁଆ ଗ୍ରାମର ରବି ରାଉତ(୫୦)ଙ୍କ ଜୀବନ ନେଇଛି ହିଂସ୍ର ଦନ୍ତା। ସୋମବାର ସନ୍ଧ୍ୟାରେ ଶୌଚ କରିବାକୁ ଯାଉଥିବା ବେଳେ ଅନ୍ଧାରୁଆ ସ୍ଥାନରେ ଥିବା ଉକ୍ତ ହାତୀ ତାଙ୍କୁ ଶୁଣ୍ଢରେ…

ସମ୍ମୁଖ ଯୋଦ୍ଧାଙ୍କୁ ସଞ୍ଜୀବନୀ

ଢେଙ୍କାନାଳ ଅଫିସ, ୭।୨:  ବିଦାୟୀ ବର୍ଷ ଥିଲା କରୋନାର। ଭୂତାଣୁ ଜାଲରେ ଛନ୍ଦି ହୋଇପଡ଼ିଥିବା ବିଶ୍ୱବାସୀ ଦେଖିଥିଲେ କୋଭିଡ୍‌-୧୯ର ଭୟାବହତା। ଶଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ଗୃହବନ୍ଦୀ ଜୀବନ କଷଣ ଦେଇଥିବାବେଳେ ରସାତଳକୁ ଚାଲିଯାଇଥିଲା ଅର୍ଥନୀତି। ନୂତନ ବର୍ଷରେ ଭାକ୍ସିନ ସାଜିଛି ସଞ୍ଜୀବନୀ।…

କୁଡ଼ିଆରେ ଜଳିଗଲେ ମହିଳା

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ.ଏ.), ୬।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଚୁନରଗଡ଼ି ଗ୍ରାମର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କୁଡ଼ିଆରୁ ଶୁକ୍ରବାର ଜବତ କରାଯାଇଛି। ମୃତକ ହେଲେ ରିଙ୍କି ମହାଖୁଡ଼ (୨୬)। ଘଟଣା ପରେ ସ୍ବାମୀ ନବକିଶୋର…

ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.) ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା ଆଣିଦେଇଥିବାବେଳେ କରୋନା ପ୍ରହାରରେ ଧରାଶାୟୀ କଳାଜଗତ ଅଣ୍ଟାସଳଖି ଠିଆ ହେବାକୁ ପୁଣି ଥରେ ଆରମ୍ଭ…

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ ଜୀବନ ଏବଂ ଜୀବନ ଶୈଳୀ। ସାଧାରଣ ମଣିଷରୁ ଜଣେ ପାଲଟିଯାଏ କଏଦୀ। ଜେଲ ରହଣି…

ଜଙ୍ଗଲରେ ଖଞ୍ଜା ଯାଇଥିଲା ବମ୍‌, ଗିଳିଦେଲା ବଳଦ; ଆଉ ତା’ ପରେ…

ପରଜଙ୍ଗ,୪।୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ବମ୍‌ ଖାଇ ଗୋଟିଏ ବଳଦ ଗୁରୁତର ହୋଇପଡ଼ିଛି। ଘଟଣାଟି ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ୍‌ ରେଞ୍ଜ ସୋଲଗାଁ ଜଙ୍ଗଲରେ। ଗ୍ରାମର ଶିଖର ସାହୁଙ୍କ ବଳଦ ସୋଲଗାଁ ଗ୍ରାମ୍ୟ ଜଙ୍ଗଲକୁ ଚରିବା ପାଇଁ…

ଚାଲାଣ ବେଳେ ୨୪ ଶ୍ରମିକ ଉଦ୍ଧାର

ଢେଙ୍କାନାଳ ଅଫିସ, ୩।୨: ବେଆଇନ ଭାବେ ତାମିଲନାଡୁ ଚାଲାଣ କରାଯାଉଥିବା ୨୪ ଶ୍ରମିକଙ୍କୁ ଢେଙ୍କାନାଳ ଜିଲା ଶ୍ରମ ବିଭାଗ ପୋଲିସ ସହାୟତାରେ ମଙ୍ଗଳବାର ଉଦ୍ଧାର କରିଛି। ଶ୍ରମିକ ଚାଲାଣରେ ମଧ୍ୟସ୍ଥ ସାଜିଥିବା ବ୍ୟକ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ଶ୍ରମିକଙ୍କୁ…

‘ବିଖ୍ୟାତ ବରା’ ବ୍ୟବସାୟୀଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୩।୨: ଢେଙ୍କାନାଳ ବରାକୁ ପରିଚିତ କରାଇଥିବା ଗଣେଶ ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ସଦାଶିବ ସାହୁଙ୍କ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ସୂଚନା ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ, ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା…

କପିଳାସ ହେବ ଗ୍ରୀନ୍‌ କରିଡର

ଢେଙ୍କାନାଳ ଅଫିସ, ୩।୨ – ପ୍ରସିଦ୍ଧ ଶୈବପୀଠ କପିଳାସ ହେବ ଗ୍ରୀନ୍‌ କରିଡର। ମନ୍ଦିର ପରିସର ସମେତ ଆଖପାଖ ଅଞ୍ଚଳକୁ ମାର୍ଚ୍ଚ ୧ ସୁଦ୍ଧା ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ। ଏଥିଲାଗି ଅଣ୍ଟା ଭିଡ଼ିଛି ପ୍ରଶାସନ। ଏ ସଂକ୍ରାନ୍ତରେ ମଙ୍ଗଳବାର…

ଦନ୍ତା ବଢ଼ାଇଛି ଆତଙ୍କ

ଢେଙ୍କାନାଳ ଅଫିସ, ୧।୨: ଢେଙ୍କାନାଳ ଜିଲାରେ ବର୍ଷ ଆରମ୍ଭରୁ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ଧାରଣ କରିଛି। ଫସଲ ଅମଳ ସରିଯାଇଥିବାବେଳେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ପରଜଙ୍ଗ, ହିନ୍ଦୋଳ ଏବଂ ସଦର ବ୍ଲକରେ ଗୋଠଛଡ଼ା ଦନ୍ତା ବ୍ୟାପକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri