ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ: ଆକ୍ସନ ମୋଡ୍ରେ ପୋଲିସ
କଟକ,୫।୧୦: ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି।…
ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଲା ବଡ଼ ଷଡ଼ଯନ୍ତ୍ର
ଚୌଦ୍ୱାର,୫ା୧୦: ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା ସୂଚନା…
ଭସାଣରେ ଗୋଷ୍ଠୀ ସଂଘର୍ଷ: ଢେଲାପଥର ମାଡ଼ରେ ଡିସିପିଙ୍କ ଆଖି ଫାଟିଲା, ଅଟକିଲା ମେଢ଼
କଟକ,୪ା୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ ଆହତ…
SI ପରୀକ୍ଷା କେଳେଙ୍କାରୀ: ସିଲିକନ ମାଲିକ ସୁରେଶ ନାୟକଙ୍କୁ ଜେରା
କଟକ,୩ା୧୦: SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ ସୁରେଶ ନାୟକ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ନାୟକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି ଫେରାର୍ ହୋଇଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଉଭୟଙ୍କର…
ଗାଡ଼ିରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର, ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ
ବାଙ୍କୀ, ୨।୧୦(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ସୁବର୍ଣ୍ଣପୁର ବିଟ ହାଉସ ଅନ୍ତର୍ଗତ ନୁଆ ପୋଖୋରି ନିକଟରେ ଗତ କାଲି ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏକ ସୁଇଫ୍ଟ ଡିଜାଆର୍ ଗାଡ଼ି ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ଖବର…
ବର୍ଷାରେ ଭାଙ୍ଗିଲା ଲାଇଟ୍ ଗେଟ୍: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ …
କଟକ,୧।୧୦(ଶିଳ୍ପା ପ୍ରିୟଦର୍ଶିନୀ): ବର୍ଷା ଯୋଗୁ କଟକରେ ଭାଙ୍ଗିଲା ତୋରଣ। କଲେଜ ଛକ ପୂଜା କମିଟିର ଲାଇଟ ଗେଟ ଓ ରାଜବଗିଚା ସର୍ବୋଦୟପୁର ପୂଜା କମିଟି ଛାତର ପାରାପିଟ୍ସ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ଯାନବାହାନ ଯାତାୟାତ ଠପ ହୋଇଥିବା ସୂଚନା ମିଳିଛି। ମିଳିଥିବା…
ପାର୍ବଣରେ ଫୁଟିଲା ଗୁଳି: ଅଶାନ୍ତ ହୋଇପଡିଛି ଗାଁ
ନରସିଂହପୁର,୨୯।୯: ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ କଟକ ଜିଲା ନୂଆପଡ଼ା ଗାଁରେ ସୋମବାର ଫୁଟିଛି ଗୁଳି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା…
ଥମୁନି ବାଲିଯାତ୍ରା ବିବାଦ: ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
କଟକ,୨୯।୯(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଲୋଚନା ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ କରାଯାଇଥିବାରୁ ବିଭିନ୍ନ ମହଲରେ…
ବାଲିଯାତ୍ରା ପ୍ଲଟ ଆବଣ୍ଟନ: ଆଜିଠୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିପାରିବେ ଆବେଦନ
କଟକ,୨୬ା୯(କାର୍ତ୍ତିକ ସାହୁ):ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିଲାମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଅତିରିକ୍ତ ଜିଲାପାଳ…
କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ, ଏତିକି ଟଙ୍କା ଦେଲେ…
କଟକ,୨୫।୯: ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ସୋମବାରଠାରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। ଲୋକେ ବାରବାଟୀ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର
କଟକ,୨୦।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କଟକ ମେୟର ସୁବାସ ସିଂ। ଉପର ପଡ଼ିଆରେ ଐତିହାସିକ ବାଲିଯାତ୍ରା ନ ହେବା ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଚିଠିରେ ମେୟର ବାଲିଯାତ୍ରା ଉଭୟ ତଳ…
ଉପର ପଡ଼ିଆରେ ହେଉ ବାଲିଯାତ୍ରା: ବିଧାୟିକା ସୋଫିଆ ଫିର୍ଦ୍ଦୋସ
କଟକ,୨୦।୯: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।…

