କଟକ

ଏସ୍‌ସିବିରେ ବଡ଼ ଅଘଟଣ: ହଠାତ୍‌ ଭାଙ୍ଗିଲା ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍‌, ୩ ଗୁରୁତର

କଟକ,୯।୮: କଟକ ଏସ୍‌ସିବି ସଂପ୍ରସାରଣ କାମ ବେଳେ ବଡ଼ ଅଘଟଣ ଘଟିଛି। ଏସ୍‌ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ଭାଙ୍ଗିପଡ଼ିଛି। ଏଥିରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଏସ୍‌ସିବି ମେଡିକାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି…

ଅରୁଣଙ୍କ ପରେ ଧ୍ରୁବଙ୍କୁ ଝଟ୍‌କା: ଆସିଲା ହାଇକୋର୍ଟ ନୋଟିସ୍‌

କଟକ, ୯।୮: ବିଜୁ ଜନତା ଦଳର ନେତା ତଥା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଝଟ୍‌କା ଲାଗିଛି। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ଚଳିତ ବର୍ଷ ହୋଇଥିବା ବିଧାନସଭା…

ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ

ବାଙ୍କୀ,୯ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର ): ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍‌ଏସିର ଜଳ ନିଷ୍କାସନ…

୨ ପୋଲିସ କମର୍ଚାରୀ ନିଲମ୍ବିତ

ସାଲେପୁର,୮ା୮: କଟକ ଜିଲା ସାଲେପୁର ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୁଇ କର୍ମଚାରୀ ହେଲେ ସାଲେପୁର ଥାନାର ହୋମ୍‌ଗାର୍ଡ ସୁଶାନ୍ତ ସ୍ବାଇଁ ଏବଂ କନଷ୍ଟେବଳ ସଞ୍ଜୟ ଦାସ। ଅସଦାଚରଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ସାଲେପୁର ଡାକ୍ତରଖାନାରୁ…

ଆଠଗଡ଼ ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି; ଗିରଫ କଲା ଭିଜିଲାନ୍ସ

କଟକ, ୮ା୮: ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ପ୍ରଦୀପଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସର…

ଯୋଗାଣ ବିଭାଗର ଚଢ଼ାଉ ଲୋକଦେଖାଣିଆ

କଟକ,୮ା୮ (କାର୍ତ୍ତିକ ସାହୁ): କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା…

ପୁଣି ୫୦ ଟପିଲା ଆଳୁ

କଟକ,(କାର୍ତ୍ତିକ ସାହୁ)/ ଭୁବନେଶ୍ୱର,(ଅନିଲ ଦାସ), ୭ା୮: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶାକୁ ଆସିବା ବନ୍ଦ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆର ଆଳୁ ଗଦି ଖାଁ ଖାଁ ପଡ଼ିଛି।…

୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

କଟକ,୬ା୮ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ସେଥିମଧ୍ୟରୁ ୪ଟି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ…

ତହସିଲଦାର, ବିଡିଓଙ୍କୁ କାଦୁଅ ରାସ୍ତାରେ ଚଲାଇ ଚଲାଇ ସ୍କୁଲ ନେଲେ ପିଲା

କଟକ,୫।୮: ଫୁଲପୋଖରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ଛାତ୍ରୀଛାତ୍ରମାନେ ତାଲା ପକାଇ ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଅଭିଯୋଗ ମୁତାବକ, ସ୍କୁଲକୁ…

ଦୁର୍ନୀତି ପ୍ରତି ସରକାର ଆହୁରି କଠୋର ହେବେ

ଭୁବନେଶ୍ୱର,୫ା୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରହିଛି। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ଚଢାଉ ଜାରି ରହିଛି।…

ଯନ୍ତ୍ରୀ ନା ଜମିଦାର: ଯେତେ ଖୋଲୁଛି ସେତେ ବାହାରୁଛି ସୁନା

କଟକ,୫।୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି। ସୁନା ହାର, ଚେନ, ଚୁଡ଼ି, ମୁଦି ଏମିତି କେତେ କଣ ଅଳଙ୍କାରଭିଜିଲାନ୍ସ…

ଶ୍ବଶୁର କାଟିଦେଲେ ବୋହୂର ନାକ, ପୂରାଘଟଣା ଜାଣିଲେ…

ଆଠଗଡ଼,୫।୮: ବୋହୂର ନାକ କାଟିଦେଲେ ଶ୍ବଶୁର। ଶ୍ବଶୁରଙ୍କ ଛୁରାମାଡ଼ରେ ବୋହୂର ନାକ କଟିଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ଗାଁରେ। ପାରିବାରିକ କଳହରୁ ଶ୍ବଶୁର ଛୁରାମାଡ଼ କରିଥିବା ସୂଚନାମିଳିଛି। ଖବରପାଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?