କଟକ

ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆଠଗଡ଼,୨୬।୨(ସତ୍ୟପ୍ରକାଶ ରଥ): କଟକ ଜିଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ଥାନା ରାଣୀଣିଆ ଆଦର୍ଶ କାରାଗାର୍‌ରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମହମ୍ମଦ ତୟବ। ତିଗିରିଆ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ତୟବଙ୍କ ପରିବାର।…

ଧାନମଣ୍ଡିରେ ଅବ୍ୟବସ୍ଥା: ତାତିଲେ ଚାଷୀ

ପାରଳାଖେମୁଣ୍ଡି/ସାଲେପୁରର,୨୪।୨: ପୁଣି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ। ଗଜପତି ଜିଲା ପାରଳାଖେମୁଣ୍ଡି କାଶୀନଗରରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ କାଶୀନଗର ବ୍ଲକ NAC କାର୍ଯ୍ୟାଳୟ ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସମ୍ପୃକ୍ତ…

ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ ଏକ କାର୍‌ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ…

ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା। ସେହି ସମୟରେ ବସ୍‌ର ସେନ୍ସର ଗେଟ୍‌ ଲକ୍‌ ପଡି ଆଉ ଖୋଲି…

କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା

କଟକ,୨୨ା୨(କାର୍ତ୍ତିକ ସାହୁ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌)ରେ ବି.ଟେକ୍‌. ଛାତ୍ରୀ ମୃତ୍ୟୁକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ମାମଲା ରୁଜୁ ହୋଇଛି। ମାମଲାର ବିବରଣୀ ଅନୁସାରେ, ନେପାଳରୁ ଆସି କିଟ୍‌ରେ ବି.ଟେକ୍‌. ପଢୁଥିବା ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ…

ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ମୃତ

କଣ୍ଟାପଡ଼ା,୨୦ା୨ (ସୁରନାରାୟଣ ସାହୁ): କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଡିମିରି ଗ୍ରାମପଞ୍ଚାୟତର ନୋଦା ନୋଡାଲ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ବୁଧବାର ଅପରାହ୍ନରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିଶିର ଭୋଇଙ୍କ ଏକମାତ୍ର…

‘ମାଂସ ଦୋକାନ ସମ୍ମୁଖରେ କପଡ଼ା ଟଙ୍ଗାଯାଉ’

ଚୌଦ୍ୱାର,୧୮ା୨(ଆଶୁତୋଷ ଦାସ): ଚୌଦ୍ୱାର ସହରାଞ୍ଚଳର ରାସ୍ତାପାର୍ଶ୍ୱ ଦୋକାନରେ କଟା ମାଂସ ବିକ୍ରି କରାଯାଉଛି। ଏଭଳି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏଥିସହ ରାସ୍ତାରେ ଉଡୁଥିବା ଧୂଳି ଉକ୍ତ ମାଂସରେ ମିଶୁଛି। ତେଣୁ ବ୍ୟବସାୟୀମାନେ…

ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ: ଅଭିଭାବକଙ୍କୁ ଧରାଇଦେଲେ ମୃତ ଶିଶୁ

କଟକ,୧୮।୨: ପୁଣି ଚର୍ଚ୍ଚାରେ ଏସ୍‌ସିବି। ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି। ନବଜାତ କନ୍ୟାକୁ କର୍ମଚାରୀମାନେ ବଦଳ କରି ଏକ ମୃତ ଶିଶୁ ଅଭିଭାବକଙ୍କୁ ଧରାଇ ଦେଇଥିବା…

ଶିକ୍ଷକଙ୍କ ସହ ୪ ୟୁଟ୍ୟୁବରଙ୍କୁ ବାନ୍ଧିଲା ପୋଲିସ 

କଟକ,୧୬।୨: ଶିକ୍ଷକଙ୍କ ସହ ୪ ୟୁଟ୍ୟୁବର ଗିରଫ। ସେମାନଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ଗତ ନଭେମ୍ବରରେ ‘ଓଷ୍ଟା’ ପକ୍ଷରୁ ଏ ନେଇ ଅଭିଯୋଗ ହୋଇଥିଲା। ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ…

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ୨ ସମିତିସଭ୍ୟ

ନିଶ୍ଚିନ୍ତକୋଇଲି,୧୫।୨(ଅଶୋକ ମହାପାତ୍ର): ପୁଣି ବିଜେଡିକୁ ଝଟ୍‌କା। ଭାଜପାରେ ମିଶିଲେ ୨ ପଞ୍ଚାୟତର ସମିତିସଭ୍ୟ। କଟକ ଜିଲା ମାହାଙ୍ଗା ଦାଉଦପୁର, ଦାଉଦପୁରର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ସୁକରପଡ଼ାର ଅନେକ ବିଜେଡି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ଭାଜପା ସମର୍ଥିତ ସୱାଧୀନ ବିଧାୟକଙ୍କ…

ଭାଲେଣ୍ଟାଇନ୍ସ ଡେ’ରେ ପ୍ରିୟତମାଙ୍କୁ ଗଳାକାଟି ହତ୍ୟା,ରକ୍ତ ଜୁଡୁବୁଡୁ…

କଟକ,୧୪।୨:ସିଲଭର ସିଟିରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା। କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ମୃତ ମହିଳା ଜଣକ…

ବିଧାୟକଙ୍କ ଗାଡ଼ିକୁ ଢେଲା, ଅଣ୍ଡାମାଡ଼

ତିଗିରିଆ, ୧୩ା୨( ଜାଫର ଖଁା ): କଟକ ଜିଲା ତିଗିରିଆ ପଞ୍ଚାୟତ ସମିତିର ସାଧାରଣ ବୈଠକ ବୁଧବାର ଶେଷ କରି ଫେରିଲା ବେଳେ ଶତାଧିକ ଭାଜପା କର୍ମୀ ପୋଲିସ ଉପସ୍ଥିତିରେ ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡାମାଡ଼ କରିଛନ୍ତି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?