କେନାଲରୁ ମିଳିଲା ପୁଅର ଗଳାକଟା ମୃତଦେହ, ଦାଦାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ବାପା କହିଲେ …
କଟକ ସଦର,୨ା୧୧(ସୁଶାନ୍ତ କୁମାର ଜେନା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ରବିବାର ସକାଳୁ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ଉଦ୍ଧାର କରାଯାଇଛି। କେନାଲରେ ମୃତଦେହ ଭାସୁଥିବା ଖବର…
ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ୨ ନାବାଳକ
କଟକ,୨ା୧୧: ଖାନନଗର ନିକଟ କାଠଯୋଡ଼ିରେ ୨ ନାବାଳକ ରବିବାର ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ନାବାଳକ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ନିଖୋଜ ଅଛନ୍ତି। ନିଖୋଜ ଦୁଇ ନାବାଳକ ଭଗତପୁର ଅଞ୍ଚଳର ବୋଲି ସୂଚନାରୁ ଜଣାପଡ଼ିଛି। ଅଗ୍ନିଶମ…
ସରକାରୀ ବାବୁଙ୍କ ଡ୍ରାଇଭରଙ୍କ ଦବଙ୍ଗଗିରି: ନାଲିବତୀ ଗାଡ଼ି ନେଇ ଧମକାଉଥିଲେ, ମାଗୁଥିଲେ ଚାନ୍ଦା, ଏବେ…
ବାଙ୍କୀ, ୨୯।୧୦( ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଜିଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି । ଉପଜିଲାପାଳଙ୍କ ଗାଡ଼ି ନେଇ ରାତିରେ ଚୋରା ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଥିଲା। ସେ ହାତରେ ପାଇପ୍ ଧରି ମଦ ପିଇବା ବ୍ୟକ୍ତିମାନଙ୍କୁ…
ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦରଙ୍ଗଗିରି, ଅଭିଯୋଗ ହେବାରୁ ଉପଜିଲାପାଳ କହିଲେ…
ବାଙ୍କୀ,୨୯ା୧୦: ବାଙ୍କୀ ଉପଜଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଉପଜିଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଡ୍ରାଇଭର ଜଣକ ହାତରେ ପାଇପ ଧରି ଧମକାଇବା ସହ…
ରେଭେନ୍ସାରେ ଝାଡ଼ାବାନ୍ତି
ଭୁବନେଶ୍ୱର,୨୯।୧୦: କଟକ ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ଝାଡ଼ାବାନ୍ତି ବ୍ୟାପିଛି।୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ ହୋଇ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତିର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। Dharitri – Odisha’s No.1 Odia Daily
ବନ୍ଦ ହେଲା ADEOଙ୍କ ଦରମା, ଜାଣନ୍ତୁ କ’ଣ ପାଇଁ…
କଟକ,୨୩।୧୦: କଟକ ଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କଟକ ଜିଲା ୬ଟି ବ୍ଲକର ସମସ୍ତ ପଞ୍ଚାୟତ ADEO(Assistant Development Extension Officer)ଙ୍କ ୩ ମାସର ଦରମା ବନ୍ଦ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼,…
ଏସ୍ଆଇ ନିଯୁକ୍ତି ଜାଲିଆତି: ମାଷ୍ଟରମାଇଣ୍ଡ ମୁନାଙ୍କ ଘରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ
ବାଙ୍କୀ/କଳାପଥର,୧୯।୧୦(ଶୁଭେନ୍ଦୁ ମହାପାତ୍ର/ଗଙ୍ଗାଧର ସାହୁ): ବହୁଚର୍ଚ୍ଚିତ ଏସ୍ଆଇ ନିଯୁକ୍ତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ମୁନା ମହାନ୍ତିଙ୍କ କାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ତଳସାହିସ୍ଥିତ ତାଙ୍କ ଘରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ…
ଦୀପାବଳି ପାଇଁ ବଦଳିଲା ଡିଇଏଲ୍ଇଡି ପରୀକ୍ଷା ସୂଚୀ, ୨୦ ପରିବର୍ତ୍ତେ …
କଟକ,୧୮।୧୦(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିଇଏଲ୍ଇଡି ପେପର-୧ ପରୀକ୍ଷା ଅକ୍ଟୋବର ୨୦ ପରିବର୍ତ୍ତେ ୨୯ ତାରିଖରେ ହେବ। ଦୀପାବଳି ପାଳନ ପାଇଁ ରାଜ୍ୟ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଥିବାରୁ ବୋର୍ଡ ପକ୍ଷରୁ ଉକ୍ତ…
ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ମୃତଦେହ
ସାଲେପୁର,୧୭ା୧୦(ଅରବିନ୍ଦ ଭୂୟାଁ): ସାଲେପୁର ବଜାର ପାଖରେ ଥିବା ମା’ ସାହେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରରେ ଥିବା କୂଅରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବରରୁ ପ୍ରକାଶ ଯେ, ଏହି ଯୁବକ ଜଣଙ୍କ କୂଅରେ ଢାଙ୍କୁଣି ଥିବାବେଳେ କିପରି…
ଦୀପାବଳି ପୂର୍ବରୁ ଅଘଟଣ: ବାଣ ବିସ୍ଫୋରଣରେ ୨ଯୁବକ ଗୁରୁତର
ଆଠଗଡ଼,୧୪।୧୦: କଟକ ଜିଲା ତିଗିରିଆ ଥାନା ପୁରୁଣା ତିଗିରିଆ ଗାଁରେ ଦୀପାବଳି ପୂର୍ବରୁ ଏକ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ…
ଗାଧୋଇବା ବେଳେ ଭାସିଯାଇଥିଲେ, ୪୮ ଘଣ୍ଟା ପରେ ମିଳିଲା…
କଟକ ସଦର,୧୪।୧୦(ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମର ସାଇ ଶୁଭମ ବାରିକ (୧୪)ରବିବାର ଗାଧୋଇବା ବେଳେ ସିଦୁଆ ନଦୀରେ ଭାସି ଯାଇଥିଲେ। ୪୮ ଘଣ୍ଟା ପରେ ତାଙ୍କର ଗଳିତ ମୃତଦେହ ଜଗତସିଂହପୁର ଜିଲା ମାଛଗାଁ…
ଆଉ ଯିବାକୁ ପଡ଼ିବନି ଆର୍ଟିଓ: ୨୪ ପ୍ରକାର ଇ-ଚାଲାଣକୁ ରିହାତି
କଟକ,୧୪ା୧୦(କାର୍ତ୍ତିକ ସାହୁ):ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ରିହାତି ସୁବିଧା ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି ଧାରା…

