ବଦଳିଲେ BSE ସମ୍ପାଦକ, ନୂଆ ହେଲେ…
କଟକ,୨୦ା୯: BSE ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।
ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କଲା EOW
କଟକ,୨୦ା୯: ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି। ରିୟଲ ଇଷ୍ଟେଟ୍ ବିଜନେସ୍ରେ ସାଢ଼େ ୭ କୋଟି ଫ୍ରଡ୍ ଅଭିଯୋଗରେ ଗିରଫ। ଶନିବାର ଓପିଆଇଡି କୋର୍ଟରେ…
ନିଲାମ ପୋଖରୀ ବିବାଦ: ଗୋଡ଼ାଇ ଗୋଡ଼ାଇ ହାଣିଲେ ସମ୍ପର୍କୀୟ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ବାଙ୍କୀ,୧୯।୯( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ସ୍ଥିତ ପାଥପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ନିଲାମ ପୋଖରୀ ବିବାଦକୁ ନେଇ ବହୁ ଦିନ ଧରି ଚାଲିଥିଲା ବିବାଦ। ଆଜି ସକାଳ ପ୍ରାୟ…
ଦେବାଶିଷଙ୍କୁ ଏଭଳି କହି ଟାର୍ଗେଟ୍ କଲେ କଟକ ମେୟର
କଟକ,୧୯।୯: ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ କଟକ ମେୟର ସୁବାସ ସିଂ ଟାର୍ଗେଟ୍ କରିଛନ୍ତି। ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ ବୋଲି ମେୟର କହିଛନ୍ତି। ଦେବାଶିଷ କେତେବେଳେ କେଉଁ ଅବସ୍ଥାରେ ଥାଆନ୍ତି, କ’ଣ କୁହନ୍ତି ସେ…
ଅଭିନେତା ବୁଦ୍ଧାଦିତ୍ୟ ଅସୁସ୍ଥ: ହସ୍ପିଟାଲରେ ହେଲେ ଭର୍ତ୍ତି
କଟକ,୧୬।୯: ଓଲିଉଡ ଆଗଧାଡିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଫୁସ୍ଫୁସ୍ ସଂକ୍ରମଣ ଜନୀତ ସମସ୍ୟା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତର…
FM କଲେଜ ଛାତ୍ରୀ ଆତ୍ମହୂତି ମାମଲା: ହାଇକୋର୍ଟ ନେଲେ ବଡ଼ ନିଷ୍ପତ୍ତି
କଟକ,୧୩।୯: ବହୁ ଚର୍ଚ୍ଚିତ ଏଫଏମ୍ କଲେଜ ଛାତ୍ରୀ ଆତ୍ମହୂତି ମାମଲା। ବାଲେଶ୍ୱର ଏସଡିଜେଏମ ଅଦାଲତରେ ବିଚାରଧୀନ ମାମଲାରେ ଅମିତ ସ୍ପନ୍ଦନ ବେହେରା ଓ ସୌରଭ ବେହେରାଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଆଗୁଆ ଜାମିନ ଲୋ ହାଇକୋର୍ଟରେ ପୃଥକ ଭାବେ…
ସ୍ଥାୟୀ ନିଯୁକ୍ତି ଦାବି: କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲେ ମହାବିଦ୍ୟାଳୟ ଅସ୍ଥାୟୀ ଅଧ୍ୟାପକ
ବାଙ୍କୀ, ୧୨।୯ (ଶୁଭେନ୍ଦୁ ମହାପାତ୍ର) : ଓଡିଶା ରାଜ୍ୟ ବେସରକାରୀ କଟକ ଜିଲ୍ଲା କର୍ମଚାରୀ ସଂଘ ଆହ୍ବାନ କ୍ରମେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅଂଶୁପା ସ୍ନାତକ ବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ କଲମ ଛାଡ଼…
ମହାନଦୀ ପଠାରେ ଫସି ରହିଛନ୍ତି ୧୮ ଟିକିଆ ହାତୀପଲ
ବାଙ୍କୀ,୧୨ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା-ଚନ୍ଦକା ଅଭୟାରଣ୍ୟରେ ବାସ କରୁଥିବା ହାତୀପଲମାନଙ୍କ ମଧ୍ୟରୁ ଏକ ୧୮ ଟିକିଆ ହାତୀପଲ ଗୁରୁବାର ରାତିରେ ମହାନଦୀ ପାର୍ ହୋଇ ଆଠଗଡ଼ ଉପଖଣ୍ଡ ସୁକାସନ ଜଙ୍ଗଲକୁ ଯାଇଥିଲେ। ନିଜ ଜଙ୍ଗଲ ଡମପଡ଼ା-ଚନ୍ଦକାକୁ ଫେରୁଥିବା ବେଳେ ସକାଳ…
ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ
କଟକ,୧୧।୯(କାର୍ତ୍ତିକ ସାହୁ): ପ୍ରାୟ ୩ ଦଶନ୍ଧି ତଳର ଏକ ଦଓ୍ବୋନି ମାମଲାରେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନଢ଼ କରିବାରେ ସରକାରୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏବେ ସରକାରଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କାର…
ବାଟରେ ଅଟକାଇ ମାଗୁଥିଲେ ଟଙ୍କା, ନଦେବାରୁ ବିଦ୍ୟାଳୟରେ ପଶି ପ୍ରଧାନଶିକ୍ଷକଙ୍କୁ ହତ୍ୟା ଧମକ; ବାଙ୍କି ଥାନାର…
ବାଙ୍କୀ , ୯।୯( ଶୁଭେନ୍ଦୁ ମହାପାତ୍ର ): ବିଦ୍ୟାଳୟ ଭିତରେ ଛାତ୍ରୀଛାତ୍ରମାନଙ୍କୁ ପ୍ରଧାନଶିକ୍ଷକ ପାଠ ପଢ଼ାଉଥିବା ସମୟରେ ଜଣେ ବ୍ୟକ୍ତି ଅଣ୍ଟାରେ ଏକ ଧାରୁଆ ଅସ୍ତ୍ର ଲୁଚାଇ ରଖି ଶ୍ରେଣୀ ଗୃହରେ ପଶି ହତ୍ୟା ଧମକ। ଏଭଳି ଏକ ଘଟଣା ବାଙ୍କୀ…
ହଠାତ୍ ବଢ଼ିଲା ମହାନଦୀର ଜଳସ୍ତର, ଚରିବାକୁ ଯାଇ ଫସିଗଲେ ଊର୍ଦ୍ଧ୍ୱ ଗୋରୁ, ଉଦ୍ଧାର ପାଇଁ ଚାଲିଛି…
ବାଙ୍କୀ,୭ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଯୋଗୁ ଖାଦ୍ୟ ଅନ୍ବେଷଣରେ ମହାନଦୀର ବାଲି ପଠାକୁ ଯାଇ ଫସି ରହିଛନ୍ତି ଗୋରୁପଲ। ଏ ଚିତ୍ର ବାଙ୍କୀ କୁଶୁପଙ୍ଗୀର ମହାନଦୀ ବାଲିପଠାର। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗୋରୁପଲ ଆଉ…
ଭିଜିଲାନ୍ସ ଜାଲରେ ପୋଲିସ SI: ଲାଞ୍ଚନେଲାବେଳେ ମାଡି ବସିଲା
ବାଙ୍କୀ,୬।୯(ଶୁଭେନ୍ଦୁ ମହାପାତ୍ର): ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୋଲିସ SI। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିନେଲା ଭିଜିଲାନ୍ସ ଟିମ୍। ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍ର SI ପ୍ରସନ୍ନ ମାହାଳି ଧରାପଡ଼ିଛନ୍ତି। ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି…

