ମାରି ଦେଲେ ୧ ହଜାର ବାଦୁଡ଼ି
ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କାରଖାନାରୁ ବାଦୁଡି ଏବଂ ଚେମେଣି ପକ୍ଷୀ ମାରିବା ଅଭିଯୋଗରେ ବନ ବିଭାଗ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, କପୁରସିଂଠାରେ…
ଶୀକାରୀଙ୍କ ଟାର୍ଗେଟ୍ରେ ବନ୍ୟପ୍ରାଣୀ: ବସ୍ତାରୁ ଜବତ ହେଲା ହଜାର ହଜାର ପକ୍ଷୀ
ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଆଠଗଡ଼ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂ ଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବନସ୍ପତି କାରଖାନାରୁ ପକ୍ଷୀଙ୍କୁ ଶତକାର କରାଯାଉଥିବା ନେଇ ୧୧ ଜଣଙ୍କୁ ବନାଞ୍ଚଳ ହାଜତରେ ରଖିଛନ୍ତି। ସୂଚନାଯୋଗ୍ୟ, କାରଖାନା ଭିତରୁ ବାଦୁଡି…
ସିଡୁଆ ନଦୀରେ ଗାଧୋଇବା ବେଳେ ୨ ବାଳକ ନିଖୋଜ ଜଣେ ଉଦ୍ଧାର
କଟକ ସଦର,୧୨।୧୦(ସୁଶାନ୍ତ କୁମାର ଜେନା) ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମ ସିଡୁଆ ନଦୀରେ ରବିବାର ସକାଳେ ଦୁଇ ବାଳକ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ। ପରେ ଜଣକୁ ଉଦ୍ଧାର କରାଯାଇ ଗୁରୁତର…
ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍ ମଜୁମ୍ଦାର
ଭୁବନେଶ୍ୱର,୧୧ା୧୦: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ…
ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା: ସିପି
କଟକ,୧୦ା୧୦: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ…
କଟକ ଦଶହରା ଗଣ୍ଡଗୋଳ: ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ,୯ା୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ ଅଧିକଙ୍କୁ…
ବାଲିଯାତ୍ରା ଗ୍ରାଉଣ୍ଡ୍ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା: ନିର୍ଦ୍ଦେଶନାମା ଜାରି
କଟକ,୮ା୧୦: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା ଜାରି…
ଆଜି ରାଜ୍ୟବ୍ୟାପୀ କଲମଛାଡ଼: କୋଟିଏ ଟଙ୍କା କ୍ଷତିପୂରଣ ଦାବି
କଟକ,୮।୧୦(କାର୍ତ୍ତିକ ସାହୁ): ରାଜ୍ୟ ବାର୍ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଏ…
କଟକରୁ ହଟିଲା କର୍ଫ୍ୟୁ: ଇଣ୍ଟରନେଟ ସେବାକୁ ନେଇ ବଡ଼ ସୂଚନା ଦେଲେ ପୋଲିସ କମିଶନର
କଟକ,୭।୧୦: ଶେଷରେ କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି। ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ। ପରିସ୍ଥିତି ଦେଖି ଇଣ୍ଟରନେଟ ସେବା…
କଟକ ସହରରେ କର୍ଫ୍ୟୁ କଟକଣା କୋହଳ: ଜୀବନଯାତ୍ରା ସ୍ବାଭାବିକ
କଟକ,୭।୧୦: କଟକ ସହରରେ କଟକଣା କୋହଳ ହୋଇଛି। ପରବର୍ତ୍ତୀ କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଫଳରେ କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଜି ସକାଳ ୧୦ଟା ପର୍ଯ୍ୟନ୍ତ…
କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ
କଟକ,୬।୧୦: କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଧ ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ଜିଲା ପ୍ରଶାସନର ପ୍ରସ୍ତାବ ଦେଇଥିଲା। ତେବେ କିଛି ସମୟ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିଛି। ଏ ନେଇ କଟକ ଅତିରିକ୍ତ ଜିଲାପାଳ ସୂଚନା…
କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
କଟକ,୬ା୧୦: କଟକ ସହରରେ ଅଶାନ୍ତି ସୃଷ୍ଟି କରିଥିବା ଘଟଣାରେ ୮ ଜଣଙ୍କୁ ସୋମବାର ଗିରଫ କରିଛି ପୋଲିସ। ଏନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଭସାଣି ସମୟରେ ଅଶାନ୍ତି ସୃଷ୍ଟି କରି ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ…

